ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ

କୋଶଲ ନ୍ୟୁଜ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଯୁଵାଖୋଲ ଗ୍ରାମ ର ଆଶିଷ ଜ୍ୟୋତିଷ , ସାନନ୍ଦ ଜ୍ୟୋତିଷ, ପ୍ରୀତମ ମିର୍ଦ୍ଧା ପରିବେଶ ଦିବସରେ ପିଲା ମାନଙ୍କୁ ସାଥେ ସେ ।ବୃକ୍ଷ ରୋପଣ କରୁଛନ୍ତି। ପିଜୁଲି, ଆମ୍ବ। ଦେଖିବାକୁ ମିଲିଛି । ଆଵାହାନ କାଲରୁ ଶୁଣି ଆସୁଅଛୁ ବୃକ୍ଷ ହଁ ଜୀବନ । ଉନ୍ନତ ପରିବେଶ ଉପରେ ଆମର ସୁସ୍ଥ ଜୀବନଯାପନ କରିବାକୁ ହେଲେ ବୃକ୍ଷ ଵହୁ ମାତ୍ର ରୋପଣ କରା ଯିଵା କଥା। ଅଦକାରୀ ଗଛ ନ ହାଣିବା କଥା। ପାହାଡ଼ ଜଙ୍ଗଲ କୁ ନିଆଁ ନ ଲଗା ବା କଥା।
ପରିବେଶ ସୁରକ୍ଷା ହିଁ ମାନଵ ସମାଜର ସୁରକ୍ଷା। ଆଜି ସମସ୍ତେ ସପତ ନେବା ବୃକ୍ଷ ଗୋଟିଏ ଗୋଟିଏ ରୋପଣ କରିବା ।

Comments
Loading...