ବଜ୍ରଘାତରେ ଜଣେ ମୃତ

ନୂଆପଡା(କୋଶଲ ନ୍ୟୁଜ) ନୂଆପଡା ଜିଲ୍ଲା ବୋଡେ଼ନ ଗ୍ରାମ ରେ ବଜ୍ର ପାତ ରେ ଜଣେ ମୃତ୍ୟୁ ମୁଖରେ ପଡିଛନ୍ତି, ଗତ ତା 07/06/2021 ଅପରାହ୍ନ ରେ ମକାର ମାଝୀ ଆଶ୍ରମ ପଡା ର ବର୍ଷା ସମୟରେ କୌଣସି କାମରେ ଘରୁ ବାହାରି ଥିଲେ ଓ ବଜ୍ରପାତ ହୋଇଛି, ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଛନ୍ତି l

Comments
Loading...