କେଗାଁ ପିଡବ୍ଲୁ ରାସ୍ତା ଆଣ୍ଠୁଏ କାଦୁଅ

କଳାହାଣ୍ଡି (କୋଶଲ ନ୍ୟୁଜ୍) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ ରାସ୍ତାର କାର୍ଯ୍ୟ ନିମ୍ନ ମାନର ହେତୁ ଅଳ୍ପ ଦିନ ରେ ଶୋଚନୀୟ ଅବସ୍ଥା ଦେଖା ଦେଇଛି, ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଖୋଦ କେଗାଁ ରେ, ଆପଣ ଦେଖିବାକୁ ମିଳୁଛି ଯେ ରାସ୍ତା ରେ ସ୍ୱଳ୍ପ ବର୍ଷା ହେଲେପାଣି ନିଷ୍କାସନ ହୋଇ ନ ପାରି ଘାଇ ସୃଷ୍ଟି କରିବା ସହିତ ଗାତରେ ପାଣି ଜାମା, ଉକ୍ତ ରାସ୍ତା ର ଅଧିକାରୀ ଧର୍ମଗଡ଼ ପିଡବ୍ଲୁଏସ୍ଡ଼ିଇଓ,ଓ ଜେଇ ଙ୍କୁଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି, ଯାହା ଫଳରେ ଯାତାୟତ କରୁଥିବା ସାଧାରଣ ଜନଜୀବନବିଶେଷ ଭାବରେ ପ୍ରଭାବିତ ପଡୁଛି,ତେଣୁ କଳାହାଣ୍ଡି ଜିଲ୍ଲା ପାଳ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ମରାମତି କାର୍ଯ୍ୟ କରିବା ପାଇଁ ଜନ ସାଧାରଣ ଦାବି କରିଛନ୍ତି,ଆସନ୍ତୁ ଶୁଣିବା ସେହି ସ୍ଥାନରେ ମନଟୁ ସାହୁ ଓ ଅନ୍ତର୍ଯ୍ୟାମୀ ପଟେଲଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Comments
Loading...