ଅଚଣ୍ଡା ରେ ୧୦୬ ଜଣକୁ ଦିଆଗଲା କରୋନା ଟିକା

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ମହାମାରୀ କରୋନା କୁ ପ୍ରତିହତ କରିବା ପାଇଁ ସରକାର ଙ୍କ ତରଫରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ଦିଆଯାଉଛି କରୋନା ଟିକା ।ଏହି ପରିପ୍ରେକ୍ଷିରେ ଆଜି ସୁବର୍ଣ୍ଣ ପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅଚଣ୍ଡାରେ ବରିଷ୍ଠ ନାଗରିକ ମାନଙ୍କୁ କରୋନା ଟିକାକରଣ କରାଯାଇଛି ।ଅଚଣ୍ଡା ରେ ଜ୍ଞାନ ରଞ୍ଜନ ପଞ୍ଜିକରଣ କରିଥିବା ବେଳେ ରେବତୀ ଜଗଦଲା ୧୦୬ ଜଣକୁ ଟିକାକରଣ କରିଥିଲେ ।ଏଥିରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ ।

Comments
Loading...