୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣରେ ବିଳମ୍ବ ହେବ

ଭୁବନେଶ୍ୱର: ମେ’ ୧ ତାରିଖରୁ ଦେଶବ୍ୟାପୀ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଯୋଜନା ଥିବା ବେଳେ ରାଜ୍ୟରେ ଏହି ବର୍ଗଙ୍କ ଟିକାକରଣରେ ବିଳମ୍ବ ହୋଇପାରେ। ଟିକା ଆସିବାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ ନିର୍ଦ୍ଧାରିତ ସମୟରେ ଟିକାକରଣ ନେଇ ଅନିଶ୍ଚିତତା ରିହିଛି ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

Comments (0)
Add Comment