ଆଜିର ରାଶିଫଳ ବୁଧୁବାର ୨୩ ଡିସେମ୍ବର ୨୦୨୦

ମେଷ
ସମସ୍ତ ଚିନ୍ତରୁ ମୁକ୍ତି ମିଳିବା ପରେ ମନ ହାଲକା ଲାଗିବ । ଘରରେ ସୁଖ ଶାନ୍ତିର ବାତାବରଣ ରହିବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ  ସବୁବେଳେ ପ୍ରସ୍ତୁତ ରୁହନ୍ତୁ । ଆକସ୍ମିକ ଖର୍ଚ ମଧ୍ୟ ହୋଇପାରେ ଏହା ସାହିତ ଆକସ୍ମିକ ଧନ ଲାଭ ମଧ୍ୟ ହୋଇପାରେ । ଏହି ସମୟରେ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ସହିତ ଆପଣ ସଫଳତା ମଧ୍ୟ ପାଇବେ । ବାଦ ବିବାଦରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତୁ । କୌଣସି ପ୍ରତିଷ୍ଠିତ ଲୋକଙ୍କ ସମ୍ପର୍କରେ ଆସିବା ଦ୍ଵାରା ବ୍ୟବସାୟରେ ଭଲ ଲାଭ ମିଳିବ ।
ବୃଷ

ଅଚାନକ ଭାଗ୍ୟ ଉନ୍ନତି ହେବାର ସମ୍ଭାବନା ଅଛି । ଆଜି ବାପା ଓ ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ । ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ଅଛି । ବ୍ୟବସାୟକୁ ନେଇ ଆପଣ ବ୍ୟସ୍ତ ରହିପାରନ୍ତି । ବାଦ ବିବାଦ ସ୍ଥିତି ଉତ୍ତପନ୍ନ ହୋଇପାରେ । କାର୍ଯ୍ୟକୁ ନେଇ ଯାତ୍ରା ଅଧିକ କରିପରାନ୍ତି । ସାଙ୍ଗ ଓ ସାମାଜିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ । ଧନ ସମ୍ପତ୍ତି ପ୍ରାପ୍ତ ହେବାର ସମ୍ଭାବନା ଅଛି । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ
ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଠିକଠାକ ରହିପାରେ । ଆଜି ନୂଆ କାର୍ଯ୍ୟରେ ସଫଳତା ମିଳିପାରେ । ପରିବାରରେ ଶୁଖ ଶାନ୍ତିର ପରିବେଶ ରହିବ । କୌଣସି ଉଚ୍ଚ ଅଧିକାରୀଙ୍କ କାରଣରୁ ଆପଣଙ୍କୁ ଅଚାନକ ଧନ ମିଳିବ । ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଖାଇବା ପିଇବା ଓ ଭୂମି ସମ୍ବନ୍ଧୀୟ ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଆଜି କୌଣସି ନୂଆ କାର୍ଯ୍ୟ କରନ୍ତୁ ନାହିଁ ନଚେତ କ୍ଷତିରେ ପଡି ପାରନ୍ତି ।
କର୍କଟ
ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିବ । ଆପଣଙ୍କୁ କୌଣସି ସହଯୋଗୀଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଆଜି ଆପଣ ଭାବି ଚିନ୍ତି କଥା କୁହନ୍ତୁ । ମାନ ସମ୍ମାନରେ ବୃଦ୍ଧି ହୋଇପାରେ । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ଆଜି କୌଣସି ଜିନିଷ ଅଲଗା ଜାଗାରେ ରଖି ପୁଣି ଭୁଲିଯିବେ । ନିଜ କଥାକୁ ଅନ୍ୟ ପାଖରେ ସ୍ପଷ୍ଟ ଭାବରେ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ମିଳିବ । ଧର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ । ଆଳସ୍ୟ ଠାରୁ ବଞ୍ଚି ରହିବା ପାଇଁ ଲାଭପ୍ରଦ ରହିବେ । ମାନସିକ ଚିନ୍ତା ଦୂର ହେବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ସିଂହ
ଆପଣଙ୍କୁ ନିଜର କୌଣସି ପାଖ ଲୋକ ଠାରୁ ବଞ୍ଚି ରହିବାର ଅଛି । ଆପଣ ନିଜର ଜୀବନସାଥିଙ୍କ ପାଇଁ ଆଜି ବହୁତ ମହତ୍ଵ ରଖିବେ । ଚାକିରି କରୁଥିବା ଲୋକମାନଙ୍କୁ ବିଦେଶରୁ ଡକରା ଆସିପାରେ । ଭୂମି ଓ ବାହନ କରିଥିବା ନିବେଶ ଦ୍ଵାରା ଭଲ ଲାଭ ମିଳିବ । ଆଜି କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ । ବହୁତ ପରିଶ୍ରମ କରିବା ପରେ ସଫଳତା ମିଳିବ । କିନ୍ତୁ ଆର୍ଥିକ ସ୍ଥିତି ମଜବୁତ ରହିବ । ଆଜି ଦିନରେ ଆପଣ ଜମି ସବନ୍ଧିତ ନେବା ଦେବା କରନ୍ତୁ ନାହିଁ ଅନ୍ୟଥା ଭାରି ହାନିର ସାମ୍ନା କରିବାକୁ ପଡିପାରେ ।
କନ୍ୟା
ପଦୋନ୍ନତି ହେବା ସହ ଆର୍ଥିକ ସ୍ଥିତି ମାମଲାରେ ସୁଧାର ଆସିପାରେ । ମନକୁ ଶାନ୍ତ ରଖନ୍ତୁ ଓ ଭଗବାନକୁ ସ୍ମରଣ କରନ୍ତୁ । ଘରେ ସମ୍ପର୍କୀୟମାନେ ଆସିବା ଦ୍ଵାରା ଆନନ୍ଦଦାୟକ ସ୍ଥିତି ରହିବ । ଦାମ୍ପତ୍ୟ ଜୀବନ ଓ ଗାଡି ସୁଖ ମିଳିପାରେ । ସ୍ଵଜନମାନଙ୍କ ସହିତ ବିବାଦ ହୋଇପାରେ । ବୟସ୍କ ବ୍ରାହ୍ମଣମାନଙ୍କୁ ଭୋଜନ ଅବଶ୍ୟ କରନ୍ତୁ, ସମ୍ପର୍କରେ ମଧୁରତା ଆସିବ । ଆର୍ଥିକ ସ୍ଥିତି ମଜବୁତ ହେବ କିନ୍ତୁ ଅନାବଶ୍ୟକ ଖର୍ଚ ଅଧିକ ରହିପାରେ । କ୍ରୋଧର ମାତ୍ରା ଅଧିକ ରହିଥିବାରୁ ମନ ଅଶାନ୍ତି ରହିପାରେ ।
ତୁଳା
ଘରର ସଦସ୍ୟଙ୍କ ସହିତ ଆପଣ ଜରୁରୀ ଚର୍ଚା କରିପାରନ୍ତି । ଆର୍ଥିକ ଲାଭର ସଂଯୋଗ ରହୁଛି । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ବହୁତ ଆୟ ବଢିପାରେ । ବ୍ୟବସାୟରେ କିଛି ଛୋଟୋ ଛୋଟୋ ଦୁଖ ଆସିପାରେ । କିନ୍ତୁ ସାବଧାନର ସହିତ ରୁହନ୍ତୁ । ଆପଣଙ୍କ ଘରେ ଥିବା ବଡ ଲୋକ ଓ ଗୁରୁଜନଙ୍କ ପାଖରୁ ଆଶୀର୍ବାଦ ମିଳିବ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଟଙ୍କା ଖର୍ଚ ଅଧିକ ହୋଇପାରେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକ ସ୍ଥିତି ଭଲ ରହିବ ।
ବିଛା
ସମ୍ପର୍କୀୟମାନଙ୍କ ଠାରୁ ଶୁଭ ସୂଚନା ଶୁଣି ଖୁସି ହେବେ । ଉଧାର ଦେଇଥିବା ଟଙ୍କା ମିଳିଯିବ । କୃଷି କ୍ଷେତ୍ରରେ ଉନ୍ନତି ଆସିବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ନୂତନ ଚାକିରୀ ପାଇଁ ପ୍ରୟାସ କରି ପାରନ୍ତି । କିଛି ଯୁବକମାନେ ଉତ୍ସାହ ବର୍ଦ୍ଧକ ସମାଚାର ପାଇବେ । ଅଚାନକ ବନ୍ଧୁ ବାନ୍ଧବମାନଙ୍କ ଠାରୁ ଶୁଭ ସମାଚାର ମିଳିପାରେ । ପରିବାରରେ ଆନନ୍ଦ ପୁର୍ଣ ବାତାବରଣ ରହିବ । ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ବୈବାହିକ ଜୀବନ ବି ସଫଳ ରହିବ । ଶଶୁର ଘର ପକ୍ଷ ଆପଣଙ୍କ ସହଯୋଗ କରିବେ ।
ଧନୁ
ଘରେ କୌଣସି ଧାର୍ମିକ କାର୍ଯ୍ୟ ହୋଇପାରେ । କୌଣସି ସମ୍ପର୍କୀୟଙ୍କ ଘରୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ସୂଚନା ମିଳିପାରେ । ଆଜିର ଦିନ ସେହିଭଳି ଖାସ ରହିବ ନାହିଁ । ଯେଉଁଭଳି ଭାବରେ ଆପଣ ଇଚ୍ଛା କରୁଥିଲେ । ସେଥିପାଇଁ ରୋମାଞ୍ଚକ କାର୍ଯ୍ୟ କରି ନିଜର ଦିନକୁ ରୋମାଞ୍ଚକ ପୂର୍ଣ କରନ୍ତୁ । ଆପଣଙ୍କ ବ୍ୟକ୍ତିତ୍ବ ଆପଣଙ୍କ ଆକର୍ଷଣର କେନ୍ଦ୍ର ହେବ । ଆର୍ଥିକ ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ । ଭୌତିକ ସୁଖ ସାଧାନରେ ଉନ୍ନତି ଆସିବ ।
ମକର
ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ ହୋଇପାରେ । ରାଜନୀତିରେ ଉନ୍ନତି ମିଳିବ । ମାନ ସମ୍ମାନ ପ୍ରାପ୍ତି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ ଅଟେ । ବ୍ୟବସାୟରେ ପାର୍ଟନରମାନଙ୍କ ଠାରୁ ସାହାଯ୍ୟ ମିଳିବ । ଆପଣ ଆଜି ଉପର ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ । ନଚେତ ଆପଣ ବଡ ଅସୁବିଧାରେ ପଡ଼ିପାରନ୍ତି । ଧନ ଲାଭ, ଉତ୍ତମ ଭୋଜନ ଓ ଉପହାର ମିଳିବା ଦ୍ଵାରା ଆପଣଙ୍କର ଖୁସି ବୃଦ୍ଧି ହେବ ।
କୁମ୍ଭ
ପୂର୍ବରୁ ରହିଯାଇଥିବା କାମବର୍ତ୍ତମାନ ଆପଣଙ୍କର ପୂର୍ଣ୍ଣ ହୋଇବ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆପଣ ପୂର୍ବରୁ ଭାବିଥିବା ପୁରୁଣା କାମ ବର୍ତ୍ତମାନ ପୂର୍ଣ୍ଣ ହେବ । ଆଜି ଆପଣ ଯେଉଁ କାମ କରିବେ ସେହି କାମରେ ସଫଳ ହେବ । ଆଜି ଆପଣ ଅନ୍ୟର ଉପକାର କରିପାରନ୍ତି । ବ୍ୟବସାୟ ମଧ୍ୟ ଭଲ ହେବାର ସମ୍ଭାବନା ଅଛି । ଆପଣ ଅଳ୍ପ ସାବଧାନ ହୋଇ କାମ କରନ୍ତୁ । ନଚେତ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆଜି ଆପଣ ପରିବାରରେ ଏକ ମହତ୍ଵ ପୂର୍ଣ କାର୍ଯ୍ୟରେ ବଡ ଭୂମିକା ନେଇପାରନ୍ତି ।
ମୀନ
ଜୀବନସାଥିଙ୍କ ସହିତ ଭଲରେ ଦିନ କଟିବ । ସରକାରୀର ଲାଭ ମିଳିପାରେ । ଧନ ନେବା ନେବାରେ ସାବଧାନ ରୁହନ୍ତୁ । କୌଣସି ମାର୍ଗ ବାଛିବା ପୂର୍ବରୁ ପ୍ରଥମେ ବଡମାନଙ୍କର ରାୟ ଜାଣି ନିଅନ୍ତୁ । ପାଚନ ତନ୍ତ୍ର ଅଳ୍ପ ଖରାପ ହେବାର ସମ୍ଭାବନା ଅଛି । ଆପଣଙ୍କର ଖର୍ଚ ଓ ଆୟ ଦୁଇଟିକୁ ସନ୍ତୁଳନ କରି ଚଲାନ୍ତୁ । ପରିବାର ପ୍ରତି ଆପଣଙ୍କର ମନରେ ସେନ୍ହ ଓ ମମତା ସବୁବେଳେ ରହିଥିବ । ମାତା ପିତାଙ୍କ ଓ ଭାଇ ବାନ୍ଧୁଙ୍କ ସହଯୋଗ ମିଳିପାରେ । ଆପଣ ଆଜି ଉପର ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ ନଚେତ ଆପଣ ବଡ ଅସୁବିଧାରେ ପଡ଼ିପାରନ୍ତି । 

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ସେଆର କରନ୍ତୁ
Comments (0)
Add Comment