ଆଜିର ରାଶିଫଳ ସୋମବାର ୨୮ ଡିସେମ୍ବର ୨୦୨୦

ମେଷ

ଆଜି ଆପଣଙ୍କ ରାଶିରେ ଖର୍ଚ ଯୋଗ ଦେଖଉଥିବା ଲାଗି ପଇସା ବେକାରରେ ଖର୍ଚ ହୋଇଯିବ । ଆଜି କିଛି ବିଗିଡି ଯାଇଥିବା କାମ ଠିକ ହୋଇବ । ଜୀବନସାଥିର ସହଯୋଗ ଓ ସାନିଧ୍ୟ ଲାଭ ହୋଇବ । ସନ୍ତାନ ପକ୍ଷ ତରଫରୁ ଆପଣଙ୍କୁ ଶୁଭ ସମାଚାର ମିଳିପାରେ । ସନ୍ଧ୍ଯା ସମୟରେ ଆପଣଙ୍କ କାଫି ସମଯରୁ ରୋକୀ ହୋଇଥିବା କାମ ବନିପାରିବା । ଏଥିରେ ମନରେ ଖୁସି ହେବ । ରାତ୍ରି ସମୟରେ ପ୍ରିୟଜନଙ୍କ ସହିତ ଭେଟ ଓ ଆମୋଦ ପ୍ରମୋଦରେ ବିତିବ । ଆଜି ଭାଗ୍ୟ ୮୦ ପ୍ରତିଶତ ସାଥ ଦେବ ।

ବୃଷ

ଆଜିର ଦିନ ଆପଣଙ୍କୁ ଶୁଭ ଫଳଦାୟୀ ଅଟେ ।  ସନ୍ତୋଷ ଓ ଶାନ୍ତିରେ ସହିତ ବିତିବ । ଚେଷ୍ଟା କଲେ ସଫଳତା ମିଳିବ । ନୂଆ ଅନୁବନ୍ଧ ମାଧ୍ୟମରେ ପଦ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆଜି ଭାଗ୍ୟ ୯୦ ପ୍ରତିଶତ ସାଥ ଦେବ ।

ମିଥୁନ

ଆଜି ଆପଣଙ୍କୁ ଆବଶ୍ୟକ କାର୍ଯ୍ୟ ରେ ସମର୍ଥନ ପ୍ରାପ୍ତ ହବାର ଅଛି, ଭଲ ପାଇବା ଆପଣଙ୍କ ଜୀବନ ବାନ୍ଧି ରହିବା ପାଇଁ ଆବଶ୍ୟକ ଅଟେ । ଅଲଗା କାହା କଥା ଶୁଣି ନିଜ ପ୍ରେମୀ ଉପରେ ସନ୍ଦେହ କରନ୍ତୁ ନାହିଁ ନଚେତ ସୁଖ ଜୀବନ ନଷ୍ଟ ହୋଇ ଜୀବ, ସ୍ୱାସ୍ଥ୍ୟ ପାଇଁ ସମୟ ଭଲ ଅଟେ । ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

କର୍କଟ

ଆଜିର ଗ୍ରହର ଯୋଗ ଆପଣଙ୍କ ପାଇଁ ଶୁଭ ଫଳ ପ୍ରାପ୍ତ ହେବାର ସଙ୍କେତ ମିଳୁଛି । ଉତ୍ତମ ସମପତିର ଲାଭ ହୋଇପାରିବ । ଜୀବିକା କ୍ଷେତ୍ରରେ ପ୍ରଗତି ହେବ । ମନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସନ୍ତାନ ଦାୟିତ୍ଵ ପୁର୍ତି ହେବା ଦ୍ଵାରା ଆପଣଙ୍କୁ ସନ୍ତୁଷ୍ଟ ଭାବ ମନରେ ଆସିବ । ଯାତ୍ରା ଦେଶାଟନରା ଲାଭ ହେବ । ସନ୍ଧ୍ଯାରୁ ନେଇ ରାତି ପର୍ଯ୍ୟନ୍ତ ମିତ୍ର ମାନଙ୍କ ଆଗମନ ଲାଗି ସମୟ ବହୁତ ଭଲ ରହିବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ସିଂହ

ଆଜି ଆପଣଙ୍କ ରାଶିର ସ୍ଵାମୀ ଏମିତି ଯୋଗ ଦେଖାଉଛି ଆମଦାନୀର ନୂଆ ସ୍ରୋତ ଖୋଲିବ । ବାନୀର ସୌମ୍ୟତା ଆପଣଙ୍କ ସନମାନ ଦେବ । ଶିକ୍ଷା ପ୍ରତିଯୋଗିତାରେ ବିଶେଷ ସଫଳତା ମିଳିବ । କିଛି ଅସୁବିଧା ଲାଗି ଆପଣଙ୍କୁ ଅଧିକ ଦୌଡା ଦୌଡିରା ସାମ୍ନା କରିବାକୁ ପଡିପାରେ । ଆଖିରେ କୌଣସି ପ୍ରକାର ସମସ୍ଯା ହୋଇପାରିବ । ଶତ୍ରୁ ନିଜ ନିଜ ଭିତରେ  ଲଢି ନଷ୍ଟ ହୋଇଯିବ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳ ଦେବା ଭଳି ପ୍ରତୀତ ହେଉଛି ଓ ଆପଣଙ୍କ  ରୋଜଗାର ବ୍ୟାପାର କ୍ଷେତ୍ରରେ ଜାରି ପ୍ରୟାସରେ ଅକଳ୍ପନୀୟ ସଫଳତା ପ୍ରାପ୍ତ ହେବ । ଆଜି ଆପଣ କୌଣସି ସରକାରୀ କାମରେ ସଫଳତା ପ୍ରାପ୍ତ କରିବେ । ଶୁଭ ଖର୍ଚ ବା କୀର୍ତିରା ବୃଦ୍ଧି ହେବ । ଆଜି ଭାଗ୍ୟ ୭୯ ପ୍ରତିଶତ ସହଯୋଗ କରିବ ।

ତୁଳା

ଆଜିର ଦିନ ଆପଣଙ୍କୁ ସଫଳତା ଦେବା ସହିତ ଖୁଶିର ମହୋଲ ବନିବ । ଘର ପରିବାରର ସବୁ ସଦସ୍ୟଙ୍କ ଖୁସି ବଢିବ । ବିରୋଧୀଙ୍କ ନାସ ହେବ । ଯାତ୍ରାର କାର୍ଯ୍ୟ କ୍ରମ ବନିକି ଯାତ୍ରା ସ୍ଥଗିତ ରହିବ ।

ବିଛା

ଆଜିର ଦିନ ଆପଣଙ୍କ ପାଇଁ ଚୁନତିପୂର୍ଣ ରହିବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବି ମୁସ୍କିଲର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟରେ ଅସୁବିଧାର ସମୁଖିନ୍ନ ହେବାକୁ ପଡିପାରେ । ଆଜିର ଦିନ ଶରୀରରା ଚେକ ଅପ ଓ ଡାକ୍ତର ପାଖକୁ ଜୀବାରେ ବିତିବ । ପରିବାର ଲୋକ ସାହାର୍ଯ୍ୟ ପାଇଁ ଠିଆ ହେବ ଓ ମିତ୍ରଙ୍କ ଠାରୁ ମଧ୍ୟ ସହଯୋଗ ପ୍ରାପ୍ତ ହେବ ।

ଧନୁ

ଆଜିର ଦିନ ଆପଣଙ୍କ ପାଇଁ ଖାସ ହୋଇବ । ବିରୋଧିବି ଆପଣଙ୍କ ପ୍ରଶଂସା କରିବେ ଓ ଶାସନ ସତା ପକ୍ଷରୁ ଆପଣଙ୍କୁ ଲାଭ ମିଳିବ । ଶଶୁର ଘର ପକ୍ଷରୁ ପର୍ଯ୍ୟାପ୍ତ ମାତ୍ରାରେ ଧନ ହାତରେ ଲାଗିବ । ଏଥିରେ ଆପଣ ରୋକୀ ହୋଇଥିବା କାମ ବନିବ । ସାମାଜିକ କାର୍ଯ୍ୟ କ୍ରମ ହୋଇପାରିବ । ସାମାଜିକ କାର୍ଯ୍ୟ କ୍ରମରେ ଭାଗ ନେବାର ଅବସର ପ୍ରାପ୍ତ ହେବ । ମନ ପ୍ରସନ୍ନ ରହିବ । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ ଦେବ ।

ମକର

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହେବ ଓ ଆପଣଙ୍କ ଆର୍ଥିକ ମାମଲାରେ ସଫଳତା ମିଳିବ । ଆଜୀବିକା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସିଦ୍ଧ ହେବ । ଜୁନିୟରସଙ୍କ ଆପଣଙ୍କୁ ସଯୋଗ ପ୍ରାପ୍ତ ହେବ । ସନ୍ଧ୍ଯା କାଳ ସମୟରେ କୌଣସି ଝଗଡାରେ ପଡିବେ ନହିଁ । ରାତ୍ରିରେ ପ୍ରିୟା ଅତିଥିଙ୍କର ସ୍ଵାଗତ  ସ୍ଵାଗତ ଯୋଗ ବନିବ । ମାତା ପିତାଙ୍କର ସ୍ୱାସ୍ଥ୍ୟରା ଖାସ ଧ୍ୟାନ ରଖନ୍ତୁ । କାହା ଘରକୁ ଜୀବ ଦ୍ଵାରା ଖୁସି ମିଳିବ ।

କୁମ୍ଭ

ଆଜିର ଦିନ ଆପଣଙ୍କ ପାଇଁ ଟିକେ କଠିନ ହେବ । ଆପଣଙ୍କୁ ସ୍ୱାସ୍ଥ୍ୟ ସୁଖରେ ବ୍ଯବଧାନ ର ସାମ୍ନା କରିବାକୁ ପଡିପାରେ । ପୁଣି ଟଙ୍କା ପତ୍ର ମାମଲାରେ ଅସୁବିଧା ହୋଇପାରେ । କିଛି ବିପରୀତ ସମାଚାର ଶୁଣିକି ଅକସ୍ମାତ ଯାତ୍ରାରେ ଯିବାକୁ ପଡିପାରେ । ସାବଧାନ ରୁହନ୍ତୁ ଓ ବିବାଦରୁ ବଚନ୍ତୁ । ଆଜି ଭାଗ୍ୟ ୫୭ ପ୍ରତିଶତ ସଯୋଗ କରିବ ।

ମୀନ

ଆଜିର ଦିନ ଆପଣଙ୍କ ସନ୍ତାନର ସମସ୍ୟାର ସମାଧାନ କରିବାରେ ବିତିବ । ଦାଂପତ୍ଯ ଜୀବନରେ ଆସୁଥିବା ସମସ୍ଯାର ଏବେ ଅନ୍ତ ହୋଇବ । ଏବେ କାହାକୁବୀ ଦେବା ନେବା କରନ୍ତୁ ନହିଁ, ସମ୍ପର୍କ ଖରାପ ହେବାର ଭୟ ରହିବ । ଧାର୍ମିକ କ୍ଷେତ୍ରର ଯାତ୍ରା ଓ ପୂଣ୍ୟ କାର୍ଯ୍ୟ ଉପରେ ଖର୍ଚ ହୋଇପାରେ । ଆଜି ଭାଗ୍ୟ ୬୭ ପ୍ରତିଶତ ସହଯୋଗ କରିବ l

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ସେଆର କରନ୍ତୁ
Comments (0)
Add Comment