ଆଜିର ରାଶିଫଳ ମଙ୍ଗଳବାର ୦୧ ଜୁନ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ନିଜ ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଭଲ ସମ୍ପର୍କ ରହିବ । ଆଜି ଦିନଟି ଆପଣଙ୍କର ଅନୁକୂଳ ରହିବ । ଆପଙ୍କ ଜୀବନର କୌଣସି ସମସ୍ୟାର ସମାଧାନ ହେବ । ଯାହା ଫଳରେ ଆପଣ ନିଜ ଜୀବନରେ ଆଗକୁ ବଢି ପାରିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଛାତ୍ର ମାନେ ନିଜ ପାଠ ପଢାରେ ଉତିର୍ଣ୍ଣ ହେବା ପାଇଁ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କର ଆର୍ଥିକ ସ୍ଥିତିକୁ ନେଇ ଆପଣ ଆଜି ମାନସିକ ଚିନ୍ତାରେ ରହିବେ ।
ବୃଷ: ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ରା ସହ ଦେଖା ହୋଇପାରେ । ଦାଂପତ୍ଯ ଜୀବନରେ କୌଣସି କାରଣ ପାଇଁ ମତଭେଦ ହୋଇପାରେ । ସେଥିପାଇଁ ଧ୍ୟାନ ଦିଅନ୍ତୁ । ସମାଜରେ ଆପଣଙ୍କ ମାନ ସମାନର ବିକାଶ ହେବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜ ଠାରୁ ବଡ ଗୁରୁଜନ ମାନକ ଆଶୀର୍ବାଦ ମିଳିବା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । କୋଣସି ନୂଆ ଦାୟିତ୍ଵ ଆଜି ଆପଣଙ୍କୁ ମିଳିପାରେ । ଯଦି ଆପଣ ଚାକିରି କରୁଥାନ୍ତି ତେବେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟ ମାନଙ୍କର ମଧ୍ୟ ଧ୍ୟାନ ରଖନ୍ତୁ ।
ମିଥୁନ: ଆଜି ଆପଣଙ୍କର ଅଟକି ଯାଇଥିବା ସବୁ କାମ ପୂରଣ ହେବ । ମାତା ପିତାଙ୍କର ସହଯୋଗରେ ଆପଣ ଆଜି ନୂଆ କାମ ଆରମ୍ଭ କରି ପାରିବେ । ନିଜକୁ କୌଣସି ବାଦ ବିବାଦରୁ ଦୂରେଇ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ମହିଳା ମାନେ ନିଜକୁ ଘର କାମରେ ବ୍ୟସ୍ତ ରଖିବେ । ଚତ୍ର ମାନେ ଅଧିକ ପରିଶ୍ରମ କରି ସଫଳତା ପାଇବେ । ଅଫିସରେ ନିଜ ସହ କର୍ମୀ ଓ ଉଚ୍ଚ ଅଧିକାରୀ ମାନଙ୍କର ସହ ଯୋଗ ଆପଣଙ୍କୁ ମିଳିବ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କର୍କଟ: ଆଜି ଆପଣଙ୍କୁ ରୋଜଗାର ନୂଆ ଉପାୟ ମିଳିବ । ଆର୍ଥିକ ଲାଭ ପାଇଁ କରିଥିବା ପ୍ରୟାସ ଆପଣଙ୍କର ସଫଳ ହେବ । ପରିବାର ଲୋକଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିପାରେ । ସେଥି ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆଜି ଆପଣ ଆନନ୍ଦ ହେବେ । ଛାତ୍ର ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ । ସମାଜରେ ଅପନକ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯାହା ଫଳରେ ଆପଣ ସମସ୍ତ ନଜରରେ ପ୍ରଶଂସା ପାଇବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ସିଂହ: ଆଜି ଆପଣ କୌଣସି ନୂଆ ଯୋଜନା କରିବା ପାଇଁ ଚିନ୍ତା କରିବେ । ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ନିଜ ସାଙ୍ଗ ସାଥି ମାନଙ୍କ ସହ ଅଧିକ ସମୟ ବିତାଇବାର ମୌକା ଆପଣଙ୍କୁ ମିଳିପାରେ । ଚାକିରି କରିଥିବା ବ୍ୟକ୍ତି କୌଣସି ନୂଆ ପଦ ପାଇ ପାରନ୍ତି । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ ଯାହା ଆପଣଙ୍କୁ ଆନନ୍ଦ ଦେବ । ନିଜକୁ କୌଣସି ଠକ ବ୍ୟକ୍ତି ଠାରୁ ଦୂରେଇ ରଖନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।
କନ୍ୟା: ଆଜି ଆପଣ କୌଣସି ଜରୁରୀ କାମକୁ ଭଲ ଭାବେ ସମ୍ପୂର୍ଣ କରିବେ । ଆଜି ଆପଙ୍କ ଦିନଟି ଅନୁକୂଳ ରହିବ । ସମସ୍ତଙ୍କ ସହ ଆଜି ଆପଣଙ୍କର ଭଲ ସମ୍ଭଧ ରହିବ । କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁନଥିଲେ ଆଜି ଦିନରେ କରି ପାରିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ ଭଲ ଲଭ ମିଳିବ । ଭାଇ ଭଉଣୀଙ୍କ ସହ ଅଧିକ ସମୟ ବିତାଇବା ସହ ସେମାନଙ୍କର ସହ ଯୋଗ ମଧ୍ୟ ଆଜି ଆପଣଙ୍କୁ ମିଳିପାରେ । ବିଦ୍ୟାର୍ଥୀ ମାନେ କରିଥିବା କଠିନ ପରିଶ୍ରମର ଫଳ ପାଇବେ । କୌଣସି ବ୍ୟକ୍ତିଙ୍କ କାରଣରୁ ଆପଣଙ୍କ ଘରର ବାତାବରଣରେ ପରିବର୍ତ୍ତନ ଦେଖାଯିବ ।
ତୁଳା: ଆଜି ଆପଣଙ୍କ ଭାଗ୍ୟ ଆପଣକର ପୁରା ସାଥ ଦେବ । ମାତା ପିତାଙ୍କ ସହଯୋଗ ମିଳିବା ଫଳରେ ଆପଣଙ୍କର କୌଣସି ନୂଆ କାମ ପୁରା ହେବ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଘର ପରିବାରରେ ପରସ୍ପର ଭିତରେ ଭଲ ବୁଝାମଣା ରହିବ । ସନ୍ତାନ ମାନକ ପାଠ ପଢା ଓ ସ୍ୱାସ୍ଥ୍ୟକୁ ଆପଣ ମାନସିକ ଚିନ୍ତାରେ ରହିବେ । ପ୍ରେମ କରୁଥିବା ବ୍ୟକ୍ତି ନିଜ ସାଥିଙ୍କୁ ମନ କଥା କହିବାର ଆଜି ଦିନଟି ଶୁଭ ଅଟେ । ଧନ ଲାଭର ଯୋଗ ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବିଛା: ପରିବାର ଲୋକଙ୍କ ଉପଦେଶ ଆଜି ଆପଣଙ୍କୁ କର୍ମ କ୍ଷେତ୍ରରେ ସଫଳତା ଆଣିଦେବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ଧ୍ୟାନ ରଖନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ । ଯାହା ଫଳରେ ଆପଣକ ଦାଂପତ୍ଯ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । କୌଣସି ମହାନ ବ୍ୟକ୍ତିଙ୍କ ସହ ଆପଣଙ୍କର ଭେଟ ମିଳିବ । ଯାହା ଫଳରେ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
ଧନୁ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିବେ । ମହିଳା ମାନେ ନିଜ ପାଇଁ ନୂଆ ଜିନିଷ କିଣିବାରେ ନିଜକୁ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଇଁ ଆଜି ଆପଣ କୌଣସି କ୍ଷେତ୍ରରୁ ଶୁଭ ଖବର ଶୁଣିବାକୁ ପାଇବେ । ଛାତ୍ର ମାନେ ନିଜ କକ୍ଷରେ ପରୀକ୍ଷା ଦେବେ ଓ ସେଥିରେ ସଫଳ ମଧ୍ୟ ହେବେ । ସମାଜରେ ଆପଣଙ୍କ ମାନ ସମାନର ବିକାଶ ହେବ । ଯେଉଁମାନେ ଆପଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନ ଲାଭର ଆଶଙ୍କା ରହିଛି । ଅଫିସରେ କାମ କରୁଥିବା ବ୍ୟକ୍ତି ନିଜ ସହ କର୍ମୀ ଓ ଅଧିକାରୀଙ୍କର ସହ ଯୋଗ ପାଇବେ । ଯାହା ଫଳରେ ସେମାନେ ନିଜ ଜୀବନରେ ସଫଳ ହେବେ ।
ମକର :ଆଜି ଆପଣ କୌଣସି କାରଣରୁ ଶୁଭ ଖବର ପାଇବେ । ସମୟ ଅନୁସାରେ ଆପଣ ନିଜ କାମକୁ ସମ୍ପୂର୍ଣ କରିବେ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବୃଦ୍ଧି ହେବ । କୌଣସି ଜରୁରୀ କାମକୁ ନେଇ ଆଜି ଆପଣ ବ୍ୟସ୍ତ ରହିବେ । କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ନିଜ ପରିବାର ସଦସ୍ୟଙ୍କ ସହ ତାଳମେଳ ରଖିବାକୁ ପ୍ରୟାସ କରନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ କୌଣସି ଜରୁରୀ ସୂଚନା ପାଇ ପାରିବେ । ଏହି ରାଶିର ଛାତ୍ର ମାନେ ନିଜ ପାଠ ପଢାରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବେ ।
କୁମ୍ଭ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ଆଶଙ୍କା ରହିଛି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି କାମ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କ ସହ ଯୋଗ ମିଳିବା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଆପଣ ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆପଣ ଆନନ୍ଦ ହେବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମୀନ:ଏହି ରାଶିର ଲୋକମାନଙ୍କର ସନ୍ତାନ ମାନଙ୍କ ପାଇଁ ଭଲ ଦିନ ରହିବ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହଯୋଗ ମିଳିବ । ଯାହା ଆପଣଙ୍କ ସମ୍ପର୍କରେ ମଧୁରତା ଆଣିଦେବ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment