ଆଜିର ରାଶିଫଳ ୦୧ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନଙ୍କର ଦିନ ଭଲ ରହିବ । ଆପଣ ମାତା ପିତାଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଆପଣ କର୍ମ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସାହାଜ୍ଯ କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ: ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗ ଦେବେ । ଧନ ଲାଭର ଆଶଙ୍କା ରହିଛି । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେଲେ ଅଧିକ ପରିକ୍ରମା କରନ୍ତୁ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଶିକ୍ଷକ ମାନେ କର୍ମ କ୍ଷେତରେ ସଫଳ ହେବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରହିବେ । ଅଫିସରେ ଆପଣଙ୍କର କାମର ପ୍ରଶଂସା ହେବ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ବ୍ୟବସାୟୀ ମାନଙ୍କୁ ନିଜ କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିବାକୁ ଯାଉଛି । ଯେଉଁ ମାନେ ଆପଣକ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । କୌଣସି ମହାନ ବ୍ୟକ୍ତିଙ୍କର ସାହାଜ୍ଯ ଆପଣଙ୍କୁ ମିଳିପାରେ ।
କର୍କଟ: ଏହି ରାଶିର ଲୋକ ମାନେ କାରୋବାରକୁ ନେଇ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ଆପଣଙ୍କୁ ମିଳିବ । ଆଜି ଆପଣ ଧାର୍ମିକ କାର୍ଜ୍ଯରେ ଯୋଗ ଦେବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯେଉଁ ମାନେ ଆପଣଙ୍କ ଉପରେ ଭରସା କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ: ଏହି ରାଶିର ଲୋକ ମାନଙ୍କୁଆ ଜୀବନ ସାଥିଙ୍କ ଠାରୁ ଉପରେ ମିଳିବା ଦ୍ଵାରା ଅଧିକ ପଇସା ରୋଜଗାର କରିବାର ରାସ୍ତା ମିଳିବ । କୌଣସି ନୂଆ ମିତ୍ରଙ୍କ ସହ ଭେଟ ହୋଇପାରେ । ଯାହା ଫଳରେ ଆପଣ ନିଜକୁ ଆନନ୍ଦ ଅନୁଭବ କରିବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ସମସ୍ତଙ୍କ ସହ ମଧୁର ବଚନରେ କଥା ହେବାକୁ ଚେଷ୍ଟା କରନ୍ତୁ । ଚାକିରି କରିଥିବା ବ୍ୟକ୍ତି ନୂଆ ପଦ ପାଇବାର ଆଶଙ୍କା ରହିଛି । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିକ । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ ।
କନ୍ୟା: ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ମହିଳା ମାନେ ଘର କାମରେ ନିଜକୁ ବ୍ୟସ୍ତ ରଖିବେ । ସାଙ୍ଗ ମାନକ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ଯାହା ଫଳରେ ଆପଣ ଜୀବନା କର୍ମ କ୍ଷେତରେ ସଫଳତା ହାସଲ କରିବେ । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ବିଦ୍ୟାର୍ଥୀ ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ । ଆପଣ ସମୟର ସଦୁପୋଯୋଗ କରିବାକୁ ଚେଷ୍ଟା କରନ୍ତୁ ।
ତୁଳା: ଏହି ରାଶିର ଲୋକ ମାନେ ପରିବରା ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ଶମ୍ଭ ରହିବ । ନିଜ ସାଙ୍ଗ ସାଥିଙ୍କ ଠାରୁ ଆଜି ଆପଣଙ୍କୁ ସାହାଜ୍ଯ ମିଳିବାକୁ ଯାଉଛି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ ।
ବିଛା:  ଆଜି ଆପଣ ଦିନ ଅନୁକୂଳ ରହିବ । ଜୀବନ କର୍ମ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ଅଧିକ ପରିଶ୍ରମ କରନ୍ତୁ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବ । ସମୟରେ ଆପଣଙ୍କର ମନ ସମାନ ବଢିବ । କୌଣସି କଳହ ବା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଧନୁ: ଆଜି ଆପଣ ଦିନ ସାନଦାର ରହିବ । ଚାକରି କରିଥିବା ବ୍ୟକ୍ତି ନୂଆ ପଦ ପାଇବାର ଯୋଗ ରହିଛି । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଧାର୍ମିକ କାର୍ଯ୍ୟରେ ଆପଣ ଯୋଗ ଦେବେ । ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କୁ ନୂଆ ଅବସର ମିଳିପାରେ । ନିଜକୁ କୌଣସି ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ଶୁଣିବାକୁ ମିଳିପାରେ । କୌଣସି ମହାନ ବ୍ୟକ୍ତିଙ୍କର ଭେଟ ଆଜି ଆପଣକଉ ମିଳିପାରେ । ଯାହା ଫଳରେ ଆପଣ ଜୀବନ କର୍ମ କ୍ଷେତରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
ମକର : ଏହି ରାଶିର ବ୍ୟକ୍ତିଙ୍କୁ ଭବିଷ୍ୟତକୁ ନେଇ ନିଜ ଗୁରୁଙ୍କ ଠାରୁ ସାହାଜ୍ଯ ମିଳିପାରେ । ଅଫିସରେ ନିଜ ସହ କର୍ମୀ ଓ ବରିଷ୍ଠ ଅଧିକାରୀଙ୍କର ସମର୍ଥନ ଆଜି ଆପଣଙ୍କୁ ମିଳିବ । ସମୟରେ ଆପଣକ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।
କୁମ୍ଭ: ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ଆଜି ଆପଣଙ୍କୁ ମିଳିବ । ବ୍ୟବସାୟରେ ଭଲ ଲଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି କରି ପାରିବେ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରୟାସ ଜାରି ରଖନ୍ତୁ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । ଯେଉଁ ମାନେ ଆପଣଙ୍କ ଉପରେ ନିରବର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି ।
ମୀନ: ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟରେ ଆପଣ ଯୋଗ ଦେଇ ନିଜକଉ ଆନନ୍ଦ ଅନୁଭବ କରିବେ । ସମାଜରେ ଆପଣଙ୍କର ମନ ସମାନ ବଢିବ । କୌଣସି ନୂଆ ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ତାଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ଆଜି ଆପଣଙ୍କୁ ମିଳିବ । ମହିଳା ମାନେ ନିଜ କିଛି ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । ମାତା ପିତାଙ୍କ ସହ ଯୋଗ ମିଳିବା ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment