ଆଜିର ରାଶିଫଳ ବୁଧୁବାର ୦୨ ଜୁନ ୨୦୨୧

ମେଷ: ଆପଣ ନିଜ ଲକ୍ଷ ସ୍ଥିର କରିବାରେ ସକ୍ଷମ ହେବେ । ଆପଣ ନିଜ ଜୀବନକୁ ଏକ ନୂଆ ମୋଡ ଦେବାକୁ ଯାଉଛନ୍ତି । ଆପଣ ନିଜ ଲକ୍ଷ ପାଇବା ପାଇଁ ହେଲେ ଆପଣଙ୍କ ମାନଶୀକ ସ୍ଥିତି ଭଲ ରଖିବାକୁ ହେବ । ଆପଣ ନିଜ ପାଇଁ ଅସଫଳତା ଆଣିବେ ଯଦି ଆପଣ କିଛି ଭଲ କରିବେନି ତ । ଆପଣ ନିଜ ସହଯୋଗୀ କିମ୍ବା ନିଜ ଆଖ ପାଖରେ ଥିବା କିଛି ଲୋକଙ୍କୁ ନିଜ ବିପଦ ବିଷୟରେ ପଚାରି ପାରିବେ । ଆପଣଙ୍କୁ କୂଟନୀତି ଆପଣେଇବାକୁ ପଡିପାରେ ହୁଏତ ଆପଣ କିଛି ଭଲ କାମରେ ନିଜର ମନକୁ ଲଗାଇବେ ।
ବୃଷ: ଆପଣଙ୍କ ଇଛା ଶକ୍ତି ଆତ୍ମନିର୍ଭରଶୀଳ ହୋଇ ପାରିବେ । ଆପଣ ଜୀବନରେ ନେବା ନିସ୍ପତି ନିଜ ଇଛା ଅନୁସାରେ ନେବେ । ଆପଣ ଜୀବନରେ ନିଜ ଜୀବନ ସାଥିର ଯୋଗଦାନ ଖୁବ ଅଧିକ ରହିବ । ଆପଣ ଆର୍ଥିକ ସାହାଜ୍ଯ ପାଇଁ ଆପଣଙ୍କ ସାଙ୍ଗ ଓ ବନ୍ଧୁ ମାନେ ଆଗେଇ ଆସିବେ ।
ମିଥୁନ: ଆପଣ ଜୀବନରେ ଖୁବ ଭଲ ଫାଇଦା ପାଇବେ । ଆପଣ ଆଜି ଖୁବ ଖୁସିରେ ରହିବେ । ଆପଣ ପ୍ରତେକ ଲୋକଙ୍କ ଅସୁବିଧାକୁ ଦେଖିକି କାମ କରିବେ । ଆପଣଙ୍କ ସଞ୍ଚୟ ଧନ ଆଜି ଆପଣଙ୍କ କାମରେ ଆସି ପାରିବ । ଆପଣ ଆଜି ଦୁଃଖ ସମାଚାର ପାଇବେ ନିଜ ବନ୍ଧୁଙ୍କ ପାଇଁ ।
କର୍କଟ: ସମୟ ଆର୍ଥିକ ରୂପରେ ଫଳଦାୟୀ ହେବ । ଯଦି ଆପଣ ନିଜ ଯୋଜନା ଅନୁସାରେ ଧନ ନିବେଶ କରିବେ ତାହେଲେ । ଆପଣ ନିଶ୍ଚିତ ଭାବେ ଲାଭ ପ୍ରଦ ପାଇବେ । ଆପଣ କିଛି ଭଲ ଜାଗାରେ ଇଣ୍ଟରଭ୍ୟୁ ପାଇଁ ଯାଇ ପାରନ୍ତି । ଆପଣ ନିଜ ଇଛା ଅନୁସାରେ କାମ ପାଇ ପାରିବେ । ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି ତାହେଲ ଆପଣ ନିଶ୍ଚିତ ଭାବେ ପାଇବେ କିନ୍ତୁ ଟିକେ ସମୟ ଲାଗିବ।
ସିଂହ: ଆପଣଙ୍କ ଆମଦାନୀ ଖୁବ ବଢିବାରେ ଲାଗିବ । ଆପଣ ପ୍ରେମରେ ସଫଳତା ପାଇ ପାରିବେ । ପରିବାର ସହ ଆପଣ କିଛି ଭଲ ସମୟ ବିତାଇବେ । ଆପଣ ଖୁବ ପରିଶ୍ରମୀ ହୋଇ ପାରିବେ ଓ ନିଜ ପରିସ୍ଥିତି କୁ ବଦଳାଇ ପାରିବେ । ଆଜି ଆପଣ କିଛି ଗରିବ ଲୋକଙ୍କୁ ଖାଇବାକୁ ଦେଇ ନିଜ ଗ୍ରହକୁ ଶାନ୍ତ କରି ପାରିବେ । ଆପଣଙ୍କ ଶରୀର ଭଲ ରହିବ । ଆପଣଙ୍କ ମାନସିକ ସ୍ଥିତି ଟିକେ ଖରାପ ଓ ଟିକେ ଭଲ ରହିବ । ଆପଣ ଚାହୁଁଥିବା କାମ ଏତେ ସହଜ ନୁହେଁ ମାତ୍ର ଏହା କଷ୍ଟ ମଧ୍ୟ ନୁହେଁ ।
କନ୍ୟା: ଆପଣ ଏବେ ଖୁବ ସକ୍ରିୟ ହେବାର ସମ୍ଭାବନା ଅଛି । ଧନର ବୃଦ୍ଧି ହେବାରେ ଲାଗିବ । ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କୁ ପ୍ରମୋଶନ ପାଇବା ଯୋଗ ଅଛି । ଯଦି ଆପଣ ଉଚ୍ଚ ଶିକ୍ଷା ପାଇଁ ଇଛୁକ ତେବେ ଏହି ସମୟ ରେ ଆପଣ ଆଡ୍ମିସନ କରି ପାରିବେ । ଆପଣ ଏହି ସମୟରେ ନିଜର କିଛି ବ୍ୟବସାୟ ମଧ୍ୟ କରି ପାରିବେ।
ତୁଳା: ଆପଣ ଏହି ସମୟ ମଧ୍ୟରେ କିଛି ଭଲ ଖବର ପାଇବେ । ଯଦି ଆପଣଙ୍କ ଆବଶ୍ୟକତା ଅଛି ତାହେଲେ ଆପଣ । ଆପଣ କିଛି ନୂଆ ଜାଗାକୁ ଯାଇ ପାରିବେ । ଆପଣ ଖୁବ ସଂଘର୍ଷ କରି ନିଜ କାମରେ ସଫଳତା ପାଇବେ । ଆପଣ ଚାହୁଁଥିବା କାମ ଏତେ ସହଜ ନୁହେଁ ମାତ୍ର ଏହା କଷ୍ଟ ମଧ୍ୟ ନୁହେଁ ।
ବିଛା: ଆପଣଙ୍କ ପରିବାରରେ କିଛି ଧାର୍ମିକ କାମ କରିବେ । ଆପଣ କିଛି ମାଙ୍ଗଳିକ କାମ କରି ପାରିବେ । ଆପଣଙ୍କ ଅସୁବିଧା ଏବେ ସାରିବା ପାଇଁ ଜାଉଛି । ଆପଣ ନିଜ ପରିବାର ସହ କିଛି ଭଲ ମୂହୁର୍ତ୍ତ ବିତାଇବେ । ଆପଣ ଆଜି ଆପଣ ନିଜ କ୍ଯାରିୟରରେ ଖୁବ ସଂଘର୍ଷ କରିବେ । ଆପଣ କିଛି ଭଲ ସମୟ ବିତାଇବେ । ଯେଉଁ ମାନେ ନିଜର କାମ ଛାଡି ଘରେ ବସିଥିଲେ ସେମାନଙ୍କୁ ଖୁବ ଭଲ ଜାଗାରେ ଚାକିରି ମିଳିବାର ଯୋଗ ଅଛି ।
ଧନୁ: ଆପଣ ଆଜି ଦିନରେ ଖୁବ ଭଲ ସମୟ ବିତାଇବେ । ଆପଣ ନିଜ ଅଫିସ କାମରେ ବ୍ୟସ୍ତ ରହିବେ । ଆପଣ କିଛି ଭଲ ପାର୍ଟନର କରିବେ । ନିଜ କାମରେ ରଖୁଥିବା ପିଲାଙ୍କ ବିଷୟରେ ଖୁବ ଭଲ ରେ ଜାଣିକି ଚାକିରିରେ ରଖନ୍ତୁ । ଆପଣ ଏହି ସମୟ ରେ ବାହାରକୁ ଯିବା ପାଇଁ ପ୍ଳାନ କରିଥିଲେ ଚେଷ୍ଟା କରନ୍ତୁ ତାହା ଘରେ ବସି ସାରିବେ । କାରଣ ଆପଣ ନିଜ ପରିବାର ଠାରୁ ଦୂରେଇ ରହିବା ଏହି ସମୟରେ ଠିକ ହେବନି । ଆପଣ କିଛି ସ୍ଵାଦିଷ୍ଟ ଭୋଜନ ଖାଇବେ ଆଜି । ଘରୁ ବାହାରିବା ସମୟରେ ନିଜ ମାତା ପିତାଙ୍କୁ ପ୍ରଣାମ କରି ଆପଣ ଯାଅନ୍ତୁ ଦେଖିବେ ସବୁ କାମରେ ବିଜୟୀ ହେବେ । ନିଜ ସନ୍ତାନ ସହ କିଛି ଭଲ ମୂହୁର୍ତ୍ତ ବିତାନ୍ତୁ । ତାଙ୍କୁ ଭି ସୁଯୋଗ ଦିଅନ୍ତୁ କି ସେମାନେ ଆପଣଙ୍କ ବିଷୟରେ ଜାଣନ୍ତୁ ।
ମକର :ଆପଣ ଯଦି କେଉଁ ଜାଗାକୁ ଯିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ କିଛି ଦିନ ପରେ ଯାତ୍ରା କରନ୍ତୁ । ଆପଣ କିଛି ସମୟ ନିଜ ମଧ୍ୟ ବିତାନ୍ତୁ । ଆପଣଙ୍କ କାମରେ କିଛି ବାଧା ଆସିପାରେ । ଆପଣ ଖୁବ ସଚେତନର ସହ ନିଜ କାମ କରନ୍ତୁ । ଆପଣ ନିଜ ସମୟର ସଦୁପା ଯୋଗ କରନ୍ତୁ । ଆପଣ କାହା କଥାରେ ଧ୍ୟାନ ଦିଅନ୍ତୁନି । ଆପଣଙ୍କ ଶରୀର ପାଇଁ ଯତ୍ନବାନ ହୁଅନ୍ତୁ । ଏହି ସମୟରେ ଆପଣ ବ୍ୟାୟାମ କରିବା ସହ କିଛି ଫଳ ମଧ୍ୟ ଖାନ୍ତୁ ।
କୁମ୍ଭ: ଏହି ରାଶିର ଲୋକମାନେ ଆଜି ଭଗବାନ ଶିବଙ୍କୁ ଆରଧାନ କରି ଘରୁ ବାହାରିଲେ ଖୁବ ଭଲ ଫଳ ପାଇବେ । ଆପଣ କିଛି ଦିନ ପାଇଁ ନିଜ ମୁହଁ କୁ ବନ୍ଦ ରଖନ୍ତୁ । କାରଣ ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ହେଉନି । ଯାହା ପାଇଁ ଆପଣ ଖୁବ ଆସୁବିଧାର ସମୁଖୀନ ହେବେ । ଆପଣ କିଛି ଦିନ ମା ପାର୍ବତୀ ଓ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ଦେଖିବେ ଆପଣ ଖୁବ ଭଲ ପରିଣାମ ପାଇବେ । ଆପଣ ନିଜ ପଡୋଶୀ କିମ୍ବା ପୁରୁଣା ମିତ୍ରା ସହ ନିଜ ଅସୁବିଧା ବିଷୟରେ କଥା ହୋଇ ପାରିବେ । ଯାହା ପାଇଁ ଆପଣ ଅନେକ ହାଲୁକା ଅନୁଭବ କରିବେ ।
ମୀନ:ଆଜି ଆପଣଙ୍କ ଦିନ ଖୁବ ଭଲ ଜୀବ ।ଆପଣ ଆଜି ନିଜକୁ ଖୁବ ଭଲ କାମରେ ନିଯୁକ୍ତି କରିବେ । ଆପଣ କିଛି ନିମନ୍ତ୍ରଣ ରକ୍ଷା କରି ସେଠାକୁ ଯାଇ ପାରନ୍ତି । ନିଜ ଧନ ର ଧ୍ୟାନ ରଖନ୍ତୁ କାରଣ ଆଜି ଏଭଳି କିଛି ପରିସ୍ଥିତି ଉପୁଜି ପାରେ କିମ୍ବା ଏଭଳି କିଛି ଖଳ ଲୋକଙ୍କ ହାତରେ ଆପଣଙ୍କ ଧନ ଯାଇ ପାରେ । ଯାହା ପାଇଁ ଆପଣ ଅନେକ ପଶ୍ଚାତାପ କରିବେ । ଆପଣ ନିଜ ପରିବାର ରେ ଥିବା ବଡ ଲୋକଙ୍କୁ ଟିକେ ନଜର ରଖନ୍ତୁ । କାରଣ ଆନେକ ସମୟରେ ଆମେ ସେମାନଙ୍କ କଥା ନକାଟି ଅନେକ କାମ କରି ଥାଉ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment