ଆଜିର ରାଶିଫଳ ଶନିବାର ୦୩ ଏପ୍ରିଲ ୨୦୨୧

ମେଷ:  ଏହି ରାଶିର ଲୋକମାନେ କୌଣସି ନୂଆ କାମକୁ କରିବାକୁ ଚେଷ୍ଟା କରୁଥିଲେ ସେଥିରେ ଅସଫଳ ହେବେ । ଆପଣଙ୍କ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ । ମାତା ପିତାଙ୍କର ସହ ଯୋଗ ମିଳିବ । ଏହି ସମୟରେ ଆପଣଙ୍କ ଚେଷ୍ଟାର ଫଳ ମିଳିବ । ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ । ନିଜ ସାଥିମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଧନ ଲାଭର ଆଶଙ୍କା ରହିଛି । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । କୌଣସି ଦୂର ଜାଗାକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ ।
ବୃଷ: ଏହି ରାଶିର ଲୋକମାନେ ବ୍ୟବସାୟର ନୂଆ ଯୋଜନାରେ ସଫଳ ହେବେ । କୌଣସି କାମ କରିବା ପୂର୍ବରୁ ଚିନ୍ତା କରି କରିବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯାହା ଦ୍ଵାରା ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ରହିବ ଓ ଆପଣଙ୍କ ସମ୍ପର୍କ ମଜବୁତ ହେବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାର ମାନ ବଢିବ । ଆପଣଙ୍କ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ଅଫିସରେ କୌଣସି ନୂଆ ପଦ ମିଳିପାରେ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ ।
ମିଥୁନ: ଏହି ରାଶିର ଲୋକମାନେ କୌଣସି ନୂଆ କାମକୁ କରିବାକୁ ଚେଷ୍ଟା କରୁଥିଲେ ସେଥିରେ ଅସଫଳ ହେବେ । ଆପଣଙ୍କ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ । ମାତା ପିତାଙ୍କର ସହ ଯୋଗ ମିଳିବ । ଏହି ସମୟରେ ଆପଣଙ୍କ ଚେଷ୍ଟାର ଫଳ ମିଳିବ । ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ । ନିଜ ସାଥିମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଧନ ଲାଭର ଆଶଙ୍କା ରହିଛି । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । କୌଣସି ଦୂର ଜାଗାକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ ।
କର୍କଟ: ଏହି ରାଶିର ଲୋକମାନେ ନିଜ ବଚନର ସଠିକ ଉପଯୋଗ କରନ୍ତୁ । ନଚେତ କିଛି ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ସେଥି ପ୍ରତି ଧ୍ୟାନ ରଖନ୍ତୁ । ସମାଜରେ ଆପଣଙ୍କ ମାନ ସମାନ ବଢିବ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଦୃଢ ସମ୍ପର୍କ ରହିବ । ଦୁହେଁ ପରସ୍ପର ସହ ଅଧିକ ସମୟ ଅତିବାହିତ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ପରିବାର ଲୋକଙ୍କୁ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କୌଣସି ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ ।
ସିଂହ: ଏହି ରାଶିର ଲୋକମାନଙ୍କର ଚେଷ୍ଟାରେ ସଫଳତା ମିଳିପାରେ । ବିଦେଶରେ କାମ କରିବାକୁ ଆଜି ଆପଣଙ୍କୁ ସୁଯୋଗ ମିଳିବ । ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଜଡିତ ଲୋକମାନେ ନିଜ କାମଉ ଆଗକୁ ବଢେଇବାକୁ ଚେଷ୍ଟା କରିବେ ଓ ସେଥିରେ ସଫଳ ମଧ୍ୟ ହେବେ । ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ସେଥି ପ୍ରତି ଧ୍ୟାନ ଦେବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କୌଣସି କଥାକୁ ନେଇ ଆପଣ ପ୍ରଶଂସା ପାଇବେ ।
କନ୍ୟା: ଏହି ରାଶିର ଲୋକମାନଙ୍କର ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । କର୍ମ କ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ । ସେହି ପରୀକ୍ଷାରେ ଆପଣ ସଫଳ ମଧ୍ୟ ହେବେ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ବ୍ୟବସାୟ କରୁଥିବା ଲୋକମାନଙ୍କର ଭଲ ଲାଭ ମିଳିବ । ନିଜ ଲକ୍ଷ ଉପରେ କେନ୍ଦ୍ରିତ କରି ଜୀବନରେ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ । ଆପଣ ନିଜ ପ୍ରିୟଜନ ମାନଙ୍କ ସହ ଅଧିକ ସମୟ ବିତାଇବେ । ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନେ ଆଜି ଦିନରେ ସତର୍କ ରୁହନ୍ତୁ । କାରଣ ଆଜି ଆପଣଙ୍କ ଦିନଟି ଅନୁକୂଳ ନୁହେ ।
ତୁଳା: ଏହି ରାଶିର ଲୋକମାନଙ୍କର ବ୍ୟବସାୟରେ କୌଣସି କାରଣରୁ ସମସ୍ଯା ହୋଇପାରେ । ସେଥି ପ୍ରତି ସତର୍କ ରୁହନ୍ତୁ । ନିଜ ଠାରୁ ବଡ ଭାଇ ଓ ଭଉଣୀଙ୍କର ସହ ଯୋଗ ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେବ । ନିଜ ଆୟ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାର ସାମନା କରି ପାରନ୍ତି । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ମହିଳାମାନେ ନିଜ ଘରର କୌଣସି ନୂଆ ଜିନିଷ କିଣିବାରେ ଓ ଘରକୁ ସଜାଇବାରେ ବ୍ୟସ୍ତ ରହିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ ହେବ । କୌଣସି ସ୍ଥାନକୁ ଯାତ୍ରା କରିବାର ଆଶଙ୍କା ରହିଛି ।
ବିଛା:  ଏହି ରାଶିର ଲୋକମାନେ ଯଦି ନୂଆ କାମ କରିବାକୁ ଚାହୁଞ୍ଚନ୍ତି ତେବେ ଆଜି ଦିନଟି ଶୁଭ ଅଟେ । ଆପଣଙ୍କୁ ନିଜ କାମକୁ ଆଗକୁ ବଢେଇବା ପାଇଁ ନୂଆ ସୁଯୋଗ ମିଳିବ । ସେଥି ପ୍ରତି ଧ୍ୟାନ ଦେଇ ଭବିଷ୍ୟତରେ ଆଗକୁ ବଢନ୍ତୁ । ଚାକିରି କରିଥିବା ଲୋକମାନଙ୍କର ନିଜ ସହ କର୍ମୀ ଓ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରହିବ । ସନ୍ତାନ ମାନଙ୍କ ଯୋଗୁ ଆପଣ କୌଣସି ଖୁସି ଖବର ପାଇ ପାରିବେ । ଆଜି ଆପଣଙ୍କ ଦିନଟି ପୂଜା ପାଠରେ ରହିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ପ୍ରୟାସ କରନ୍ତୁ ।
ଧନୁ: ଏହି ରାଶିର ଲୋକମାନେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ । ପରିବାର ଲୋକମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ଧନ ଲାଭର ଆଶଙ୍କା ରହିଛି । ଆପଣଙ୍କ ସହଯୋଗୀ ମାନଙ୍କଠୁ ଆର୍ଥିକ ସାହାଜ୍ଯ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ସଠିକ ପରାମର୍ଶ ନିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଛାତ୍ରମାନେ ସ୍କୁଲରେ ନିଜ ଦକ୍ଷତାର ଭଲ ପ୍ରଦର୍ଶନ କରିବେ । ଯାହା ତାଙ୍କ ଭବିଷ୍ୟତ ପାଇଁ ନୂଆ ଦିଗର ଆରମ୍ଭ ହେବ । ଆପଣ ଆଜି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ କରି ପାରିବେ ।
ମକର : ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜ ନିଷ୍ପତି ଉପରେ ଭଲ ଭାବରେ ଚିନ୍ତା କରନ୍ତୁ । ଆପଣଙ୍କୁ କୌଣସି କାରଣରୁ ଶୁଭ ଖବର ମିଳିପାରେ । ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧି ଆସିପାରେ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ଯୋଗ ଦେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
କୁମ୍ଭ:ଏହି ରାଶିର ଲୋକମାନେ ଅଫିସରେ ନିଜର ଦଖ୍ୟାତା ପାଇଁ ପ୍ରଶଂସା ପାଇବେ । ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବେ । ଆର୍ଥିକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖନ୍ତୁ । ଦୁଖୀ ଗରିବଙ୍କୁ ସାହାଜ୍ଯ କରନ୍ତୁ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଆଜି ଆପଣଙ୍କ କୌଣସି ଜିନିଷ ଚୋରି ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ
ମୀନ: ଏହି ରାଶିର ଲୋକମାନେ ନିଜ କାମରେ ବ୍ୟସ୍ତ ରହିବେ । ଆପଣ ନିଜ ସମ୍ପତି ଜଡିତ କୌଣସି କାମରେ ମାନସିକ ଚିନ୍ତାରେ ରହିବେ । ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ମହିଳାମାନେ ନିଜ ଘରର କୌଣସି କାମକୁ ନେଇ ବ୍ୟସ୍ତ ରହିବେ । ଆପଣଙ୍କ ଘରେ ଅତିଥିର ଆଗମନ ଯୋଗୁ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ । ସନ୍ତାନମାନଙ୍କ କାରଣରୁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment