ଆଜିର ରାଶିଫଳ ଗୁରୁବାର ୦୩ ଜୁନ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ପରିଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଆପଣଙ୍କୁ ଭାଇ ବନ୍ଧୁ ମାନଙ୍କର ସହ ଯୋଗ ମିଳିବାକୁ ଯାଉଛି ।
ବୃଷ: ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ନିଜ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । କୌଣସି କାମକୁ ଆପଣ ବିଦେଶ ଯାତ୍ରା କରି ପାରନ୍ତି । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମନ ବଢିଆବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଇଁ ଆପଣ କୌଣସି କାରଣରୁ ଶୁଭ ସମ୍ବାଦ ଶୁଣିବାକୁ ପାଇ ପାରନ୍ତି । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ଅଧିକ ପରିଶ୍ରମ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ନିଜ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । କୌଣସି କାମକୁ ଆପଣ ବିଦେଶ ଯାତ୍ରା କରି ପାରନ୍ତି । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମନ ବଢିଆବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଇଁ ଆପଣ କୌଣସି କାରଣରୁ ଶୁଭ ସମ୍ବାଦ ଶୁଣିବାକୁ ପାଇ ପାରନ୍ତି । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ଅଧିକ ପରିଶ୍ରମ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।।
କର୍କଟ: ଏହି ରାଶିର ଲୋକ ମାନଙ୍କୁ ମାତା ପିତାଙ୍କ ସହ ଯୋଗ ପ୍ରାପ୍ତ ହେବ । ଯାହା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ ଯାହା ଫଳରେ ଆପଣ ହସ ଖୁସିରେ ସମୟ କଟାଇବେ । କୌଣସି ମହାନ ବ୍ୟକ୍ତିଙ୍କର ଭେଟ ହୋଇପାରେ । ଧନ ଲାଭର ଯୋଗ ରହିଛି । ସମାଜରେ ଆପଣଙ୍କର ମନ ସମାନ ବୃଦ୍ଧି ହେବ । ଯାହା ଫଳରେ ଆପଣ କର୍ମ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ସିଂହ: ଏହି ରାଶିର ଲୋକ ମାନେ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପଡୋଶୀ ଓ ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । ବିବାହିତ ଜୀବନରେ ଜୀବନ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା ଜାରି ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ମହିଳା ମାନେ ନିଜକୁ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରଖିବେ ।
କନ୍ୟା: ଏହି ରାଶିର ବ୍ୟକ୍ତିଙ୍କୁ କାନୁନି ମାମଲାକୁ ନେଇ କୌଣସି ଖାସ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବା ସହ ଦୁହିଙ୍କ ଭିତରେ ଭଲ ବୁଝାମଣା ମଧ୍ୟ ରହିବ । ମହିଳା ମାନେ ଧାର୍ମିକ କାର୍ଯ୍ୟରେ ଆଜ୍ୟ ବ୍ୟସ୍ତ ରହିବେ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ଅଫିସରେ ଆପଣଙ୍କର ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ ।
ତୁଳା: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରିବାକୁ ଯାଇ ପାରନ୍ତି । ବ୍ଯବସାୟିକ ଗତିବିଧି ଭଲ ରହିବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସାହାଜ୍ଯ କରନ୍ତୁ । ଆଜି କୌଣସି ଅନୁଭବି ବ୍ୟକ୍ତିଙ୍କର ଉପଦେଶ ମିଳିପାରେ । କୌଣସି ଖାସ ସାଙ୍ଗ ବା ପରିଜନ ମାନଙ୍କ ସହ ଭଲ ସମ୍ଭଧ ରହିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବିଛା: ଏହି ରାଶିର ଲୋକ ମାନେ ଭାଇ ଓ ଭଉଣୀଙ୍କ ସହ ଯୋଗ ପାଇବେ । ମହିଳା ମାନେ ନିଜ ପାଇଁ କିଛି ନୂଆ ଉପହାର କିଣିବେ । ସନ୍ତାନ ମାନଙ୍କ ପାଠପଢା ଓ ସ୍ୱାସ୍ଥ୍ୟକୁ ଆପଣ ମାନସିକ ଚିନ୍ତାରେ ରହିବେ । କୌଣସି କ୍ଷେତ୍ରରୁ ଧାନ ଲାଭର ଯୋଗ ରହିଛି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ କର୍ମ କ୍ଷେତ୍ରରେ ସଫଳ ହେବେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । କାନୁନି ମାମଲାକୁ ନେଇ କୌଣସି ସମସ୍ଯା ହୋଇପାରେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଧନୁ: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ ।
ମକର :ଏହି ରାଶିର ଲୋକ ମାନଙ୍କୁ ଜୀବନ ସାଥିଙ୍କର ସହ ଯୋଗ ପ୍ରାପ୍ତ ହେବ । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ପାଇବେ । ଅଫିସରେ ଉଚ୍ଚ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । କୌଣସି କ୍ଷେତ୍ରରୁ ଧନ ଲାଭର ଆଶଙ୍କା ରହିଛି । ଭୂମି ବାହନ କିଣିବା ବା ବିକ୍ରି କରିଲେ ଅଧିକ ଲାଭବାନ ହେବେ । ବିଦ୍ୟାର୍ଥୀ ମାନେ ନିଜର ଉଚ୍ଚ ଶିକ୍ଷା ପାଇଁ ଅଧିକ ପରିଶ୍ରମ କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ଆଜି ପୁରା ସାଥ ଦେବା । ଆପଣଙ୍କର କୌଣସି ଅଟକି ଥିବା ପୁରୁଣା କାମ ଆଜି ପୂରଣ ହେବାକୁ ଯାଉଛି । ବ୍ୟବସାୟରେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଭଲ ରହିବ । ଅନାବଶ୍ୟକ କାର୍ଯ୍ଯରେ ଆପଣଙ୍କର ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରୟାସ ଜାରି ରଖନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । ଯାହା ଫଳରେ ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ ।
ମୀନ: ପରିବାର ଲୋକଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିବ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିବ । ଆପଣଙ୍କ ଜୀବନ ଶୈଳୀରେ ନୂଆ ପରିବର୍ତ୍ତନ ଆସିବାକୁ ଯାଉଛି । ନିଜ ଶତ୍ରୁ ଠାରୁ ସତର୍କ ରୁହନ୍ତୁ । ମାତା ପିତାଙ୍କ ସମର୍ଥନ ଆପଣଙ୍କୁ ଭବିଷ୍ୟତରେ ସଫଳତା ଆଣି ଦେବ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବଢିବ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment