ଆଜିର ରାଶିଫଳ ବୁଧବାର ୦୫ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ବ୍ୟବସାୟରେ ଭଲ ଲାଭ ହେବ ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁନଥିଲେ ଆଜି କରି ପାରିବେ । ଆପଣଙ୍କର କୌଣସି ଜରୁରୀ କାମ ପୂରଣ ହେବ । କୌଣସି ପୁରୁଣା ମିତ୍ର ଆପଣଙ୍କ ଘରକୁ ଆସି ପାରନ୍ତି । ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥିଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କର ପୁରା ସାଥ ଦେବା । ଆପଣଙ୍କ ଦାଂପତ୍ଯ ଜୀବନ ହସ ଖୁସିରେ ରହିବ । ଭାଇ ଓ ବହୁଣୀଙ୍କ ଠାରୁ କୌଣସି ସାହାଜ୍ଯ ଆଜି ଆପଣଙ୍କୁ ମିଳିପାରେ । ଧନ ଲାଭର ଯୋଗ ରହିଛି । ଆପଣଙ୍କର ପରିଶ୍ରମର ଫଳ ଆଜି ଆପଣଙ୍କଉ ମିଳିବାକୁ ଯାଉଛି । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ପରିବାର ଲୋକ ମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ଭରସା କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ପ୍ରୟାସ କରନ୍ତୁ ।
ମିଥୁନ: ଆଜି ଆପଣଙ୍କ ଦିନ ଭଲ ରହିବ । ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗ ଦେବେ । ମହିଳା ମାନେ ନିଜ କିଛି ନୂଆ ଜିନିଷ କିଣିବାରେ ବ୍ୟସ୍ତ ରହିବେ । ସମଯରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ପାଇବେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟ ମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ ।
କର୍କଟ: ଏହି ରାଶିର ଲୋକ ମାନଙ୍କଉ ସାମାଜିକ କ୍ଷେତରେ ପ୍ରଶଂସା ମିଳିବାକୁ ଯାଉଛି । ପରିବରା ଲୋକଙ୍କ ସହ କୌଣସି ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ବ୍ୟବସାୟରେ ଭଲ ଲାଭ ସହ ଅଧିକ ଉନ୍ନତି ମଧ୍ୟ ହୋଇପାରେ । ମାତା ପିତାଙ୍କ ଆଶୀର୍ବାଦ ମିଳିବା ଯୋଗୁ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ଯାହା ଫଳରେ ଆପଣ ଜୀବନ ଆନନ୍ଦମୟ ହେବ ।
ସିଂହ: ଆଜି ଆପଣଙ୍କ ଦିନ ଭଲ ରହିବ । ପରିବାର ଲୋକଙ୍କ ସହ ମନ୍ଦିର ଦର୍ଶନ କରିବାକୁ ଯାଇ ପାରନ୍ତି । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିବ । ଯାହା ଫଳରେ ଆପଣ ଆଜୀବନ କର୍ମ କ୍ଷେତ୍ରରେ ବିଜଯ ଲାଭ କରିବେ । ଭାଇ ଓ ଭଉଣୀଙ୍କ ସହ ଭଲ ସମ୍ଭଧ ରହିବା ସହ ଅଧିକ ସମୟ ବିତାଇବାର ମୌକା ଆଜି ଆପଣଙ୍କୁ ମିଳିବ । ଆପଣ ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କନ୍ୟା: ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । କର୍ମ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ଯେଉଁ ମାନେ ଚାକିରି କ୍ଷେତରେ ଅଛନ୍ତି ସେମାନଙ୍କଉ ନୂଆ ପଦ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ଅଧିକ ଲାଭ ହେବା ସହ କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଚାହୁନଥିଲେ ଆଜି ଦିନଟି ଶୁଭ ରହିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ସହ ଆପଣକର ଭେଟ ହୋଇପାରେ । ମାତା ପିତାଙ୍କ ସହ ଯୋଗ ଯୋଗୁ ଆପଣ ଜୀବନର କର୍ମ ଭୂମିରେ ବିଜଯ ଲାଭ କରିବେ । ମହିଳା ମାନେ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ।
ତୁଳା: ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ବିଦେଶକୁ ଯାତ୍ରା କରି ପାରନ୍ତି । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢି । ଯାହା ଫଳରେ ଆପଣ ଜୀବନର କର୍ମ ଭୂମିରେ ପ୍ରଶଂସାର ପାତ୍ର ହେବେ । ଛାତ୍ର ମାନେ ନିଜ ଭବିଷ୍ୟତରେ ସଫଳ ହେବାକୁ ଅଧିକ ପରିଶ୍ରମ କରନ୍ତୁ । ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ ।
ବିଛା:  ଆଜି ଆପଣଙ୍କୁ କୌଣସି ଜରୁରୀ କାମରେ ସଫଳତା ମିଳିବାକୁ ଯାଉଛି । କୌଣସି ପୁରୁଣା ମିତ୍ରଙ୍କୁ ଭେଟ କରିବା ପାଇଁ ଆଜି ଆପଣ ତାଙ୍କ ଘରକୁ ଯାଇ ପାରନ୍ତି । ବ୍ୟବସାୟରେ ଅଧିକ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକାଉ ଚାହୁଥିଲେ ଆଜି କରି ପାରିବେ । ଯେଉଁ ମାନେ ଆପଣକ ଉପରେ ନିରବର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରୟାସ ଜାରି ରଖନ୍ତୁ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ସମୟରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ ।
ଧନୁ: ଆଜି ଆପଣଙ୍କ ଦିନ ବହୁତ ଭାଲ ରହିବ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରରୁ ଖୁସି ଖବର ଶୁଣିବାକୁ ମିଳିବ । ମାତା ପିତାଙ୍କ ସହ ଯୋଗ ଆପଣଙ୍କଉ ଜୀବନର କର୍ମ କ୍ଷେତରେ ସଫଳତା ଆଣି ଦେବ । ଅଫିସରେ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କଉ ମିଳିବ । ଦାମ୍ପତ୍ୟ ଜିଏବନରେ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବା ସହ ପରସ୍ପରେ ଭିତରେ ଭଲ ବୁଝାମଣା ମଧ୍ୟ ରହିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ମକର : ଆଜି ଆପଣଙ୍କ ଦିନ ଶୁଭ ରହିବ । ପରିବାର ଲୋକନକ୍ସ ସହ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆପଣ ନିଜକୁ ଆନନ୍ଦ ଅନୁଭବ କରିବେ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଭଲ ସମ୍ଭଧ ରହିବ । ସମାଜରେ ଆପଣଙ୍କର ଗୋରବ ଓ ପ୍ରତିଷ୍ଠାର ମାନ ବଢିବ । ଯାହା ଫଳରେ ଆପଣ ସବୁ କ୍ଷେତରେ ପ୍ରଶଂସାର ପାତ୍ର ହେବେ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ନିଜର ଚେଷ୍ଟା ଜାରି ରଖନ୍ତୁ । ମହିଳା ମାନେ ନିଜକୁ ଘର କାମରେ ବ୍ୟସ୍ତ ରଖିବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବା ସହ କୌଣସି କ୍ଷେତ୍ରରୁ ଧନ ଲାଭର ଆଶଙ୍କା ରହିଛି । ଯେଉଁ ମାନେ ଆପଣକ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନଙ୍କୁ ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଯୋଗ ମିଳିବ । ଯାହା ମ୍ଫାଲରେ ଆପଣ ଜୀବନର କର୍ମ ଭୂମିରେ ବିଜୟ ଲାଭ କରିବେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳରେ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଅଫିସରେ ନିଜ ବରିଷ୍ଠ ଅଧିକାରୀ ମାନଙ୍କର ସମର୍ଥନ ଆଜି ଆପଣଙ୍କୁ ମିଳିବ । ଆଜି ଆପଣ ନିଜ ସାଙ୍ଗ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି ।
ମୀନ: ଏହି ରାଶିର ଲୋକ ମାନଙ୍କୁ ମାତା ପିତାଙ୍କ ସହ ଯୋଗ ମିଳିବା ଦ୍ଵାରା ଜୀବନରେ ସଫଳ ହେବେ । ଶିକ୍ଷକ ମାନେ ଉଚ୍ଚ ପଦ ପାଇବାର ଯୋଗ ରହିଛି । ଆଜି ଆପଣଙ୍କର କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । କୌଣସି ମହାନ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ରହିଛି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସହ ଯୋଗ କରନ୍ତୁ । ବ୍ୟବସାୟରେ ଭଲ ଲଭ ହେବା ସହ ଅଧିକ ଉନ୍ନତି ହେବାର ସମ୍ଭାବନା ରହିଛି ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment