ଆଜିର ରାଶିଫଳ ମଙ୍ଗଳବାର ୦୬ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ ଦୁହିଙ୍କ ଭିତରେ ଦୃଢ ସମ୍ପର୍କ ସୃଷ୍ଟି ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ନିଜ ସନ୍ତାନ ମାନଙ୍କ ଯୋଗୁ ନୂଆ ଖବର ପାଇ ପାରନ୍ତି ।
ବୃଷ:  ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଆପଣ ନିଜ ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ଘରର କୌଣସି କାମରେ ନିଜକୁ ବ୍ୟସ୍ତ ରଖିବେ । କୋଣସି ମହାନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । କର୍ମ କ୍ଷେତ୍ରରେ ଆପଣଙ୍କ ସହ ଯୋଗୀ ମାନଙ୍କର ସମର୍ଥନ ମିଳିବ । ବିଦ୍ୟାର୍ଥୀ ମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରାଇଶ୍ରମ କରନ୍ତୁ । ଭାଇ ଭଉଣୀଙ୍କ ସହ ଭଲ ସମ୍ଭଧ ରହିବ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ମନ କଥା ନିଜ ସାଥୀକୁ କହିପାରନ୍ତି । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ କଥାବାର୍ତ୍ତା କରନ୍ତୁ ।
ମିଥୁନ: ଏହି ରାଶିର ଲୋକମାନଙ୍କର ଦିନ ଭଲରେ କଟିବ । ଆଜି ଆପଣ ମିଠା ବଚନ କହିବେ ଯାହା ଅନ୍ୟ ମାନଙ୍କ ଉପରେ ଭଲ ପ୍ରଭାବ ପକାଇବ । ବେପାର କରୁଥିବା ଲୋକମାନେ ବ୍ୟବସାୟରେ ଭଲ ଲାଭ ମିଳିବ । ସନ୍ତାନ ମାନଙ୍କ ଯୋଗୁ ଆଜି ଆପଣ ମାନସିକ ଚିନ୍ତାରେ ରହିବେ । ଚାକିରି କରିଥିବା ଲୋକମାନେ ନିଜ କ୍ରମ କ୍ଷେତ୍ରରେ ସଫଳ ହେବେ । ଭାଇ ଭଉଣୀଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କର ଆଯ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାୟହିଙ୍କ ସହ ଭଲ ସମ୍ଭଧ ରହିବ । ନିଜ ପିଲାମାନଙ୍କର କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦିଅନ୍ତୁ ।
କର୍କଟ:  ଏହି ରାଶିର ଲୋକମାନେ ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ବିତାଇବେ । ପରିବାରରେ କୌଣସି କଥାକୁ ଆପଣ ଚିନ୍ତିତ ରହିବେ । ସନ୍ତାନ ମାନଙ୍କ ପାଇଁ ସମସ୍ଯା ହୋଇପାରେ । ସେଥି ପାଇଁ ସତର୍କ ରୁହନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସମସ୍ତଙ୍କ ନଜରରେ ପ୍ରଶଂସାର ପାତ୍ର ହେବେ । ଛାତ୍ରମାନେ କଠିନ ପରିଶ୍ରମ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ: ଏହି ରାଶିର ଲୋକମାନେ ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭର ଯୋଗ ରହିଛି । ବ୍ୟବସାୟୀ ମାନଙ୍କୁ ଭଲ ଲାଭ ମିଳିବ । ପ୍ରେମ ଜୀବନରେ ଆପଣ ସଫଳ ହେବେ । ସାଙ୍ଗ ସାଥିଙ୍କ ସହ ଯୋଗ ଆପଣଙ୍କୁ ମିଳିପାରେ । ଆପଣ ଆଜି ଘରର କୌଣସି କାମରେ ବ୍ୟସ୍ତ ରହିବେ । ରୋଗରେ ପଡିଥିବା ଲୋକମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ । ନିଜ ଠାରୁ ବଡ ଭାଇ ଭଉଣୀଙ୍କ ସହ ଯୋଗ ମିଳିବ । କୌଣସି ମହାନ ବ୍ୟକ୍ତି ଠାରୁ ଉପଦେଶ ମିଳିପାରେ ।
କନ୍ୟା:ଏହି ରାଶିର ଲୋକମାନଙ୍କର ଦିନଟି ଆଜି ଭଲରେ କଟିବ । ଆପଣ ନିଜ ସୁବିଧା ଅନୁଯାଇ ଖର୍ଚ୍ଚ କରିବେ । ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ ଯେଉଁଥିରେ ଆପଣ ସଫଳ ମଧ୍ୟ ହେବେ । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । କୌଣସି କାରଣରୁ ଆପଣ ଆଜି ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ ନିଜ ଜୀବନରେ ଆଗକୁ ବଢନ୍ତୁ । ଛାତ୍ରମାନେ ଆଜି ଦିନରେ ନିଜ କଠିନ ପରିଶ୍ରମର ଫଳ ପାଇବେ ।
ତୁଳା: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ । ସନ୍ତାନ ମାନଙ୍କ ପାଇଁ ଆଜି ଦିନଟି ଭଲ ରହିବ ଓ ସେମାନେ ଈଶ୍ବରଙ୍କ କୃପା ପାଇବେ । ବିଦ୍ୟାର୍ଥୀ ମାନେ ନିଜ ପରୀକ୍ଷାରେ ଉତିର୍ଣ୍ଣ ହେବେ । ବ୍ୟବସାୟ କରୁଥିବା ଲୋକମାନଙ୍କର ବେପାରରେ ହାନି ଘଟିବ । ନିଜ ଡରକୁ ଭୁଲି ଜୀବନରେ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ । ଆପଣ ଆଜି କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରି ଅନ୍ୟ ସହ ଆଲୋଚନା କରନ୍ତୁ । ମହିଳାମାନେ ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ ।
ବିଛା:  ଏହି ରାଶିର ଲୋକମାନେ ଆଜି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ସହ ଅଧିକ ପଇସା ଖର୍ଚ୍ଚ କରି ପାରନ୍ତି । ବିଦେଶକୁ ଯାତ୍ରା କରିବାର ମୌକା ମିଳିବ । ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ବିତାଇବେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୋରବ ଓ ପ୍ରତିଷ୍ଠାର ମାନ ବଢିବ । ସେଥି ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାଟର ହେବେ । ନିଜକୁ ମାନସିକ ଚୀନତାରୁ ଦୂରେଇ ରଖନ୍ତୁ । ଛାତ୍ରମାନେ ନିଜ ଭବିଷ୍ୟତରେ ଆଗକୁ ବଢିବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ମହିଳା ମାନେ ଘରକୁ ଅତିଥି ଆସିଥିବା କାରଣରୁ ତାଙ୍କ ସେବାରେ ନିଜକୁ ବ୍ୟସ୍ତ ରଖିବେ ।
ଧନୁ: ଏହି ରାଶିର ଲୋକମାନେ ନିଜ ଜୀବନ ସାଥିଙ୍କ ସହ ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଅଫିସରେ ନିଜ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ଆପଣଙ୍କର କାମରେ କୌଣସି କ୍ଷତି ହେବା କାରଣରୁ ଆପଣ ଚିନ୍ତିତ ରହିବେ । ମହିଳା ମାନେ ଘରର ସାଜସଜାରେ ନିଜକୁ ବ୍ୟସ୍ତ ରଖିବେ । ନିଜ ପଡୋଶୀ ମାନଙ୍କ ସହ ଭଲ ସମ୍ଭନ୍ଧ ରହିବ । ବିଦ୍ୟାର୍ଥୀ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସନ୍ତାନ ମାନଙ୍କର ଉନ୍ନତିରେ ବିକାଶ ଘଟିବ । ବ୍ୟବସାୟୀ ମାନଙ୍କର ଭଲ ଲାଭ ମିଳିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ମକର : ଏହି ରାଶିର ଲୋକମାନଙ୍କର ଧାନ ଲାଭର ଯୋଗ ରହିଛି । ସେଥି ପାଇଁ ଆପଣଙ୍କ ଦିନଟି ଆନନ୍ଦରେ ଅତିବାହିତ ହେବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ କଥାବାର୍ତ୍ତା ହୁଅନ୍ତୁ । ସନ୍ତାନ ମାନଙ୍କ ପାଇଁ ଆପଣଙ୍କ ସମାନ ବଢିବ । ଆଜି ଆପଣଙ୍କର କୌଣସି ଜିନିଷ ଚୋରୀ ହୋଇପାରେ କିମ୍ବା ଦୁର୍ଘଟଣା ଘଟିପାରେ ସେଥି ପାଇଁ ନିଜର ଯତ୍ନ ନିଅନ୍ତୁ । ଦାଂପତ୍ଯ ଜୀବନରେ ନିଜ ସ୍ତ୍ରୀଙ୍କ ସହ ଭଲ ବୁଝାମଣା ରହିବା ସହ ଦୁହିଙ୍କର ସମ୍ପର୍କ ଦୃଢ ହେବ ।ଚାକିରି କରିଥିବା ଲୋକମାନେ ଆଜି ନୂଆ ପଦ ପାଇ ପାରନ୍ତି । ନିଜ ସହକର୍ମୀ ମାନଙ୍କର ସମର୍ଥନ ମିଳିପାରେ ।
କୁମ୍ଭ:ଏଏହି ରାଶିର ଲୋକମାନେ ନିଜ ପରିବାର ସହ କୌଣସି ସମାରୋହକୁ ଯାତ୍ରା କରିବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ମହିଳା ମାନେ ପୂଜା ପାଠରେ ନିଜର ସବୁ ସମୟ ବିତାଇବେ । ପରିବାରରେ ଖୁସିର ମାହୋଲ ରହିବ । ଆପଣଙ୍କୁ ନିଜର ଭଲ ଭବିଷ୍ୟତ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ଆଜି ଆପଣଙ୍କ ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହୋଇପାରେ । ସେଥି ପାଇଁ ନିଜର ଧ୍ୟାନ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ଭରସା ଓ ବିଶ୍ଵାସ କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ପ୍ରୟାସ କରନ୍ତୁ ।
ମୀନ: ଏହି ରାଶିର ଲୋକମାନେ କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବା ସହ ଦୁହିଙ୍କ ସମ୍ପର୍କରେ ମଧୁରତା ଆସିବ । ଭାଇ ଭଉଣୀଙ୍କ ପାଇଁ ଆପଣ ଚିନ୍ତିତ ରହିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟୀ ମାନେ ନିଜ ବେପାରରେ ଭଲ ଲାଭ କରିବେ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ କିଛି ଭଲ ଉପଦେଶ ମିଳିପାରେ । ଗରିବ ଦୁଖୀ ଲୋକଙ୍କୁ ସାହାଜ୍ଯ କରନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନକ ଆଶୀର୍ବାଦ ନିଅନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment