ଆଜିର ରାଶିଫଳ ଗୁରୁବାର ୦୮ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ବିଦେଶକୁ ଯାତ୍ରା କରିବାର ଯୋଗ ରହିଛି । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଭଲ ଖାଦ୍ଯ ଓ ବ୍ଯାୟାମ କରିବା ଫଳରେ ଆପଣଙ୍କ ଶରୀର ଭଲ ରହିବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ସେଥି ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜ ବଡ ଭାଇ ଭଉଣୀଙ୍କ ସହ ଯୋଗ ମିଳିବା ଦ୍ଵାରା ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଚି ପାରିବେ ।
ବୃଷ:  ଏହି ରାଶିର ଲୋକମାନେ ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଦୂର ଜାଗାକୁ ଭ୍ରମଣ କରିବାକୁ ଯାଇପାରନ୍ତି । ଛାତ୍ରମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ । ଚିକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନିଜ ସହ କର୍ମୀ ଓ ଉଚ୍ଚ ଅଧିକାରୀ ମାନଙ୍କର ସାହାଜ୍ଯ ମିଳିପାରେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନ ହେଲେ ଆପଣଙ୍କ ଆର୍ଥିକ ସ୍ଥିତି କମଜୋର ରହିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ସାଙ୍ଗ ସାଥି ମାନଙ୍କ ସହ ଭଲ ସମ୍ପର୍କ ରହିବା ସହ ଅଧିକ ସମୟ ବିତାଇବେ । ମହିଳା ମାନେ ଘରର କୌଣସି କାମରେ ନିଜକୁ ବ୍ୟସ୍ତ ରଖିବେ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ସେଥି ପାଇଁ ନିଜକୁ ଧନ୍ଯ ମନେ କରିବେ । ଘରର ସାଜସଜାରେ ଅଧିକ ପଇସା ଖର୍ଚ୍ଚ କରିବେ । ତେଣୁ ସେଥି ପ୍ରତି ସତର୍କ ରୁହନ୍ତୁ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯାହା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳ ଆଣିଦେବ । ଚାକିରୀ କରିଥିବା ବ୍ୟକ୍ତିଙ୍କୁ ନୂଆ ପଦ ମିଳିପାରେ । ପ୍ରେମ କରୁଥିବା ବ୍ୟକ୍ତି ନିଜ ସାଥୀଙ୍କୁ ମନ କଥା କହିବା ପାଇଁ ଆଜି ଦିନଟି ଭଲ ଅଟେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ ।
କର୍କଟ:  ଏହି ରାଶିର ଲୋକମାନଙ୍କର ବ୍ୟବସାୟରେ ଭଲ ଲାଭ ମିଳିବ । ଧନ ଲାଭର ଆଶଙ୍କା ରହିଛି । କୌଣସି ନୂଆ ଯୋଜନା କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ସନ୍ତାନ ମାନଙ୍କ ପାଇଁ କୌଣସି ଖୁସି ଖବର ପାଇବେ । ସେଥି ପାଇଁ ଆପଣଙ୍କ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ । କୌଣସି ମହାନ ବ୍ଯକ୍ତିର ଭେଟା ମିଳିପାରେ । ବିଦ୍ୟାର୍ଥୀ ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ ଓ ସେଥିରେ ସଫଳ ମଧ୍ୟ ହେବେ । ପ୍ରେମ କରୁଥିବା ବ୍ୟକ୍ତି ନିଜ ସାଥିଙ୍କ ସହ କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ସିଂହ: ଏହି ରାଶିର ଲୋକମାନଙ୍କର ଚାକିରିରେ ନୂଆ ପଦ ମିଳିବା ଆଶଙ୍କା ରହିଛି । ଆକସ୍ମିକ ଭାବେ କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ସାନ୍ତା ମାନଙ୍କ ଯୋଗୁ ଆପଣଙ୍କ ଘରର ମାହୋଲ ଖୁସିରେ ରହିବ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଭଲ ବୁଝାମଣା ରହିବା ସହ ଦୁହିଙ୍କ ସମ୍ପର୍କରେ ମଧୁରତା ଆସିବ । ଦୁହେ ପରସ୍ପର ସହ ଅଧିକ ସମୟ ବିତାଇବାକୁ ମଉକା ପାଇବେ । ଆଜି ଆପଣଙ୍କର କୌଣସି ଜିନିଷ ଚୋରୀ ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ ।
କନ୍ୟା:ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ପୁରୁଣା ମିତ୍ରମାନଙ୍କ ସହ ଭେଟ ହୋଇପାରେ । ବ୍ୟବସାୟରେ ଭଲ ଲାଭ ମିଳିବ । କାନୁନି ମାମଲାରେ ଜଡିତ ଥିବା ବ୍ୟକ୍ତି ଆଜି ସଫଳ ହେବେ । କୌଣସି କାରଣ ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କୌଣସି ନୂଆ ଯୋଜନା କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ଛାତ୍ରମାନେ ନିଜ ଜୀବନରେ ଅଧିକ ପରିଶ୍ରମ କରି ଆଗକୁ ବଢିବା ଉଚିତ । କୌଣସି ଠକ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ ।
ତୁଳା: ଏହି ରାଶିର ଲୋକମାନଙ୍କର ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧିର ବିକାଶ ହେବ । ବ୍ୟବସାୟରେ ସଫଳତା ମିଳିବ । ବିଦେଶକୁ ଯାତ୍ରା କରିବାର ସମ୍ଭାବନା ରହିଛି । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ମହିଳା ମାନେ କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ନିଜ ଠାରୁ ବଡ ଗୁରୁଜନ ମାନକ ସହ ଯୋଗୁ ଆଜି ଆପଣଙ୍କୁ ମିଳିପାରେ । ଏହି ସୁଯୋଗର ଫାଇଦା ଉଠାନ୍ତୁ । ଭାଇ ଭଉଣୀ ମାନଙ୍କର ସାହାଜ୍ଯ ମିଳିପାରେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମାଜରେ ଆପଣକ ମାନ ସମାନର ମାନ ବଢିବ । ନିଜ ପରିବାର ଲୋକଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବିଛା:  ଏହି ରାଶିର ଲୋକମାନେ ଶିକ୍ଷାରେ ଜଡିତ କୌଣସି କାମକୁ ନେଇ ବିଦେଶକୁ ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କ ସନ୍ତାନର ଦେହ ଖରାପ ହୋଇପାରେ । ସେଥି ପାଇଁ ସେମାନଙ୍କର ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନେ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ସମାଜରେ ଆପଣଙ୍କର ଆଲୋଚନାକୁ ନେଇ ପ୍ରଶଂସା ପାଇବେ । ଏହି ସୁଯୋଗର ଆନନ୍ଦ ନିଅନ୍ତୁ । ମହିଳା ମାନେ ନିଜକୁ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରଖିବେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଧନୁ: ଏହି ରାଶିର ଲୋକମାନଙ୍କର ଦିନଟି ସାମାନ୍ଯ ରହିବ । କର୍ମ କ୍ଷେତ୍ରରେ କିଛି ସମସ୍ଯା ହୋଇପାରେ । ସେଥି ପାଇଁ ଆପଣ ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ଭଲ ସମୟ ବିତାଇବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଧନ ଳଭଦ୍ର ଯୋଗ ରହିଛି । ଘରକୁ ଅତିଥି ଆସିଥିବାରୁ ମହିଳା ମାନେ ଆଜି ବ୍ୟସ୍ତ ରହିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ସାନ୍ତା ମାନଙ୍କ ପାଇଁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି ।
ମକର :ଏହି ରାଶିର ଲୋକମାନେ କୌଣସି କାରଣରୁ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଏହି ଯାତ୍ରା ଆପଣଙ୍କ ଜୀବନରେ ଖୁସି ଆଣିଦେବ । ଚାକିରୀ କରିଥିବା ଲୋକମାନେ ନୂଆ ପଦ ମିଳିପାରେ । ଆପଣ ନିଜ ପରିବାର ଲୋକଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ନିଜ ଭବିଷ୍ୟତରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । କୌଣସି ମହାନ ବ୍ୟକ୍ତିଙ୍କର ଉପଦେଶ ଶୁଣିବାକୁ ମିଳିବ । ବ୍ୟବସାୟରେ ଭଲ ଲାଭ ହେବା ସହ କୋଣସି ନୂଆ ଯୋଜନା ଆରମ୍ଭ କରିପାରିବେ । ଭାଇ ଭଉଣୀଙ୍କ ସମର୍ଥନ ଆଜି ଆପଣଙ୍କୁ ମିଳିବ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ ।
କୁମ୍ଭ:ଏହି ରାଶିର ଲୋକଙ୍କର ଧ୍ୟାନ ନିଜ ସ୍ଵପ୍ନରେ ରହିବ । କର୍ମ କ୍ଷେତ୍ରରେ ଆପଣ ସଫଳ ହେବେ । ନିଜ ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଭଲ ସମ୍ପର୍କ ରହିବ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀଙ୍କର ସହ ଯୋଗ ମିଳିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଛାତ୍ରମାନେ ନିଜ ଦକ୍ଷତାର ପରିଦର୍ଶନ କରିବେ ଓ ସେଥିରେ ସଫଳ ମଧ୍ୟ ହେବେ ।
ମୀନ: ଏହି ରାଶିର ଲୋକମାନେ ନିଜ ସାଥିଙ୍କ ସହ ଭଲ ସମୟ ବିତାଇବେ । ମହିଳା ମାନେ ନିଜକୁ ଘରର କୌଣସି କାମରେ ବ୍ୟସ୍ତ ରଖିବେ । ସନ୍ତାନ ମାନେ ନିଜ ପିତା ମାତାଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ସମାଜରେ ଆପଣକ ମାନ ସମାନ ବୃଦ୍ଧି ହେବ । କୌଣସି ମହଣ ବ୍ଯକ୍ତିର ଭେଟା ମିଳିପାରେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment