ଆଜିର ରାଶିଫଳ ମଙ୍ଗଳବାର ୦୮ ଜୁନ ୨୦୨୧

ମେଷ: ଏହି ରାଶି ର ଲୋକମାନେ ଖୁବ ଅଧିକ ସମ୍ମାନ ପାଇବା ପାଇଁ ଯାଉଛନ୍ତି । ଭଲ କାମରେ ଆଜି ଆପଣ ଧନ ନିବେଶ କରିବେ । ଆପଣଙ୍କ ଆଜିର ଦିନ ଖୁବ ଭଲ ଜୀବ । ଆପଣ କିଛି ନୂଆ ଜିନିଷ ଶିଖି ପାରିବେ ଆପଣ । ଆପଣଙ୍କ ପୈତୃକ ସମ୍ପତି ରେ ଖୁବ ଭଲ କାମ ଆପଣ କରି ପାରନ୍ତି । ଆପଣ ସମାଜ ପାଇଁ କିଛି କରି ନିଜକୁ ଖୁସି ଦେବେ ଆଜି । ଆଜି ଆପଣ ନିଜ ମା ଙ୍କର ଆଶୀର୍ବାଦ ପାଇବା କୁ ଯାଉଛନ୍ତି । ଆପଣ ଙ୍କ ଘରେ ଆପଣ କିଛି କଥା ନଥିଲେ ପାଟି ଫିଟାନ୍ତୁ ନି ନ ହେଲେ କିଛି କଳହ ସୃଷ୍ଟି ହୋଇ ପାରେ । ଆପଣ ହନୁମାନ ଜି ଙ୍କୁ ଆଜି କିଛି ପେଡା ଭୋଗ ଦିଅନ୍ତୁ ।
ବୃଷ: ଆପଣ ନିଜର କିଛି ବନ୍ଧୁ ମାନଙ୍କ ସହ ମିଶି ଅନ୍ୟ କାହାକୁ ସାହାଜ୍ଯ କରିବେ । ଆପଣ ନିଜେ ମଧ୍ୟ ନିଜ ସାଙ୍ଗ ମାନଙ୍କ ପାଖରୁ ଭଲ ଖବର ପାଇବେ । ଆଜିର ଦିନ ବ୍ୟାପାର ପାଇଁ ମଧ୍ୟ ଖୁବ ଭଲ ଅଟେ । ଆପଣ ଆଗରୁ କରିଥିବା ପରିଶ୍ରମ ଆପଣଙ୍କୁ ଖୁବ ସଫଳତା ଆଣିଦେବ । ଯଦି ଆପଣ ନିଜ ପରିବାର ପାଖରୁ କାହା ଠାରୁ ଭି ଧାର ନେଇଛନ୍ତି ତ ଆପଣ ତାଙ୍କୁ ଏହା ଫେରାଇ ଦିଅନ୍ତୁ । ଆଜି ଆପଣ ଯେତେ ପାରିବେ ଲୋକଙ୍କ ପାଖରୁ ଦୂରେଇ ରୁହନ୍ତୁ ।
ମିଥୁନ: ଆଜି ଆପଣଙ୍କ ପରିବାର ରେ ମାଙ୍ଗଳିକ କାମ ହୋଇ ପାରେ । ଆପଣଙ୍କ ସମସ୍ଯା ଆଜି ଟିକେ ବଢି ପାରେ । ଆଜି ଆପଣ ନିଜ ଲୋକଙ୍କ ଆଗରେ କିଛି ଗୁରୁ ନିସ୍ପତି ନେବେ । ଆଜି ଆପଣ ନିଜ କ୍ଷମତାର ଉପଯୋଗ କରୀ ପାରିବେ । ଆପଣ କିଛି ନୂଆ ବ୍ୟବଶାୟ ଆରମ୍ଭ କରିବେ । ଯଦି ଆପଣ ନିଜ ଧନ କୁ କେଉଁ ଠାରେ ନିବେଶ କରିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ନିଶ୍ଚିତ ଭାବେ କରନ୍ତୁ ଆଜିର ଦିନ ଆପଣଙ୍କୁ ଖୁବ ଭଲ ଫଳ ଦେବ । ଆପଣ ପରିବାର ରେ ଥିବା ପ୍ରତେକ ଲୋକଙ୍କ ସହ ନିଜର ତାଳ ମେଳ କୁ ଠିକ ରଖିବା ପାଇଁ ଚେଷ୍ଟା କରନ୍ତୁ । ହନୁମାନ ଚାଳିଶା ଆଜି ପଢନ୍ତୁ ଆପଣଙ୍କ ପାଇଁ ଖୁବ ଭଲ ହେବ ।
କର୍କଟ: ଆପଣଙ୍କ ରାଶିରେ ଚନ୍ଦ୍ରମା ଆଜି ବିରଜା ମାନ କରିବା ପାଇଁ ଯାଉଥିବାରୁ ଆଜି ଆପଣଙ୍କ ଦିନ ଖୁବ ଭଲ ଜୀବ । ଆଜି ଆପଣ କିଛି ନୂଆ ଚିନ୍ତାର ସହ ନିଜ ଦିନର ଆରମ୍ଭ କରିଥିବେ । ଆପଣଙ୍କ ଧନ ଖର୍ଚ୍ଚ ହେବାର ଯୋଗ ଦେଖାଉଛି । ଏହି ସମୟରେ ଆପଣ ନିଜ ପାଠ ପଢା କିମ୍ବା କେଉଁ ଜାଗାକୁ ଯିବାରେ ନିଜର ଆର୍ଥ କୁ ଖର୍ଚ୍ଚ କରିବେ । ଆପଣ ଆଜି କିଛି ଚଢେଇ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ । ଏହା ଆପଣଙ୍କ ପାଇଁ ଖୁବ ଭଲ ଫଳ ଦେବ ।
ସିଂହ: ଆପଣ ନିଜ ସାଙ୍ଗ ମାନଙ୍କ ସହ କେଉଁ ଜାଗାକୁ ଯିବାକୁ କାହୁଁ ଥିଲେ ଯାଇ ପାରିବେ ମାତ୍ର ଏହାକୁ କିଛି ଦିନ ପାଇଁ ଅଟକେଇ ଦିଅନ୍ତୁ । ଆଜି ଆପଣ ଯାହା ଚାହିଁବେ ଆପଣଙ୍କୁ ମିଳିବ । ଆଜିର ଦିନ ବ୍ୟାପାର, ଶିକ୍ଷା, ଚାକିରି ରେ ମଧ୍ୟ ଧନ ର ଲାଭ ମିଳି ପାରିବ । ଆପଣ ନିଜ ସ୍ଵପ୍ନ ପୂରଣ କରିବା ପାଇଁ ଆଜି ପ୍ରଥମ ସୋପାନ ଆରମ୍ଭ କରି ପାରିବେ । ଆପଣ ନିଜ ପରିବାରକୁ ନେଇ ବିବାଦରେ ରହିବେ । ଆପଣ ହନୁମାନ ଜି ଙ୍କୁ ପାନର ବିଦା ଦିଅନ୍ତୁ ଦେଖିବେ ଖୁବ ଭଲ ଫଳ ମିଳିବ । ଆପଣ ଆଜି ଦରକାର ନଥିବା କଥା କିମ୍ବା ଯାହା ଅତୀତରେ ଆପଣଙ୍କୁ କଷ୍ଟ ଦେଇଥିବ ସେହି ଭଳି କିଛି କଥା ମାନ ପକାନ୍ତୁ ନି ।
କନ୍ୟା: ଆପଣଙ୍କ ଅଫିସ ରେ କିଛି କର୍ମଚାରୀ ଆପଣଙ୍କୁ ଖୁବ ଭଲ ପାଇବେ । ସେମାନଙ୍କ ସାହାଯ୍ୟରେ ଆପଣ ଖୁବ ଜଲ୍ଦି ନିଜ କାମ ସାରି ପାରିବେ । ଆପଣଙ୍କ କର୍ମ କ୍ଷେତ୍ର ପାଇଁ ଏହି ସମୟ ଖୁବ ଭଲ ଅଟେ । ଆପଣ କିଛି ଯୋଜନା କରି ନିଜ କର୍ମ କ୍ଷେତ୍ରରେ ପାଦ ଦିଅନ୍ତୁ । ଆପଣ ଯଦି ବ୍ୟବଶାୟୀ ତେବେ ଆପଣ ଖୁବ ଆର୍ଥିକ ଲାଭ ପାଇବା ପାଇଁ ଯାଉଛନ୍ତି । ଆପଣ ଙ୍କର ପଇସା ଯଦି କେହି ନେଇ ଥାନ୍ତି ତେବେ ସେମାନେ ଆପଣଙ୍କୁ ଏହା ଖୁବ ଶୀଘ୍ର ଫେରାଇ ଦେବେ ।
ତୁଳା: ଆଜିର ଆପଣଙ୍କ ଦିନ ମିଶ୍ରିତ ଫଳ ଦେବ୍ବ । ଆପଣ ଆଜି କିଛି ସୁସ୍ଵାଦୁ ଖାଦ୍ୟ ଖାଇ ପାରନ୍ତି । ଆପଣ ଆଜି କେଉଁ କାମରେ ଅଟକି ଥିଲେ ତାହାକୁ ଖୁବ ଶୀଘ୍ର କରିକି ଦିଅନ୍ତୁ । ଆପଣଙ୍କ ପାଇଁ ଆଜି ଅଫିଶ ରେ ଦିନ ଖୁବ କଷ୍ଟ ଦାଯକ ରହିବ କାରଣ ଆପଣ ଆଜି ଛୁତିରେ ରହି ପାରନ୍ତି । ହୁଏତ ଏହା କିଛି ଅଧିକାରୀ ଙ୍କୁ ଭଲ ଣ ଲାଗି ପାରେ । ଆପଣ ଯେଉଁ ଭି ପରିସ୍ଥିତି ଆସୁ ତା ପାଇଁ ପ୍ରସ୍ତୁତ ରହିବେ । ଆପଣ ଆଜି ଖୁବ ଭଲ ଅସୁନ୍ଦର ଦିନ ବିତାଇବେ । ଆପଣ ଆଜି ନିଜ ପରିବାର ପାଇଁ କିଛି ଖାସ କରିବେ । ଆପଣ ଯଦି କେଉଁ କାମରେ ଭଲ ନାହାନ୍ତି ତେବେ ଚେଷ୍ଟା କରନ୍ତୁ କି ଆପଣ ସେହି କାମରେ ଖୁବ୍ ଭଲ କରିବେ । ଆପଣ ଚେଷ୍ଟା କରନ୍ତୁ ନିଶ୍ଚିତ ସଫଳ ହେବେ । ଆଜି ଆପଣ କିଛି ଗାଈ କିମ୍ବା ଅନ୍ୟ କାହାକୁ କିଛି ଖାଦ୍ଯ ଦାନ କରନ୍ତୁ ।
ବିଛା: ଆପଣଙ୍କ ଆର୍ଥିକ ସ୍ଥିତି ଖୁବ ଭଲ ରହିବ । ଆପଣଙ୍କ ମା ଙ୍କ ଦେହ ସାମାନ୍ୟ ଖରାପ ହୋଇ ପାରେ । ଆପଣ ଘରେ ଥିବା ପ୍ରତେକ ବୃଦ୍ଧ ଲୋକଙ୍କ ଉପରେ ଟିକେ ଭଲ କରି ନଜର ରଖନ୍ତୁ । ଆପଣଙ୍କ କେହି ପୁରୁଣା ବନ୍ଧୁ ନିଶ୍ଚିତ ଭାବେ ଆପଣଙ୍କୁ କିଛି ସାହାଜ୍ଯ କରିବ । ଆଜି ଆପଣ ଙ୍କ ଚାକିରି ହେବାର ସମ୍ଭାବନା କମ ଅଛି । ନିଜ ଜାଣ ବାହାନ ରେ ଣ ଯାଇ କାହା ସହ ଆପଣ ଗଲେ ଭଲ ହେବ । ପାରିବାରିକ ଶାନ୍ତି ରହିବ । ଅଳ୍ପ କିଛି ଦୋସ ଯାହା କିଛି ଆଜି ଅଛି ଆପଣଙ୍କ ଉପରେ ଏହା ମଧ୍ୟାହ୍ନ ଯାଏ ରହିବ ।
ଧନୁ: ଆପଣଙ୍କ ଘରକୁ ଅଚାନକ କେହି ମିତ୍ର ଆସି ପାରନ୍ତି । ଆପଣ କିଛି କାମରେ ତାଙ୍କ ସହ ଅଧିକ ସମୟ ବିତାଇବେ । ଆପଣ ଆଜି ବାଦ ବିବାଦ ଓ ଝଗଡା ଠାରୁ ଦୂରେଇ ରୁହନ୍ତୁ । ଆପଣ ପ୍ରମୋସନ୍ନ ପାଇ ପାରନ୍ତି । ଆପଣଙ୍କ ପାଇଁ କିଛି ଦୂର ସମ୍ପର୍କୀୟ ମାନେ କିଛି ଭଲ କାମ କରି ପାରନ୍ତି । ଆପଣ ଙ୍କ ଜୀବନରେ ଥିବା ସମାସତ୍ୟାକୁ ଆପଣ ଆଜି ଖୁବ ଭଲ ଭାବେ ସମାଧାନ କରିବେ । ଆପଣ ନିଜ ଧ୍ୟାନରେ ସବୁବେଳେ ଗୋଟେ ଜିନିଷ ରଖନ୍ତୁ କି ଆପଣ ଯାହା ଭି ହେଉ ନିଜ ଉପରେ ନିୟନ୍ତ୍ରଣ ରଖିବେ ।
ମକର :ଆପଣ ଆଜି ଖୁବ ଚେଷ୍ଟା କରିବେ ନିଜ କାମ ପାଇଁ ଓ ସଫଳ ମଧ୍ୟ ହେବେ । ଆଜି ଆପଣ ନାଲି ରଙ୍ଗର କପଡା ପିନ୍ଧାନ୍ତୁ ଏହା ଆପଣଙ୍କ ପାଇଁ ଖୁବ ଭଲ ସାବ୍ୟସ୍ତ କରିବ । ଆପଣ ଯଦି କେଉଁ ଆଡେ ଯିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କାଲୀ କିମ୍ବା ଆରଦିନ କୁ ରଖନ୍ତୁ । ଆପଣ ଆଜି ନିଜ ଶତ୍ରୁ କୁ ପରାସ୍ତ କରି ପାରିବେ । ଆଜିର ଦିନ ଆପଣଙ୍କ ପାଇଁ ଖୁବ ଭଲ ଦିନ ଅଟେ । ନିଜ ପରିବାର ସହ ଏହି ସମୟ ବାଣ୍ଟନ୍ତୁ ।
କୁମ୍ଭ: ଆପଣଙ୍କ ପାଇଁ ଆଜି ଏକ ନୂଆ ଦିନ । ନିଜ ଦିଅନ୍ନର ଆରମ୍ଭ ଖୁବ ହସ ଖୁଶିର ସହ କରିବେ । ଯେଉଁ ମାନେ ବିଦେଶରେ ରହୁଥିବେ ଆଜି ହଠାତ ଆପଣଙ୍କ ପାଖକୁ ଆସି ଆପଣଙ୍କୁ ଚକିତ କରାଇ ପାରନ୍ତି । ଆପଣ ନିଜ ଇଚ୍ଛା ଅନୁସାରେ ଖୁବ ଭଲ ପରିଣାମ ପାଇବେ । ଆପଣଙ୍କ ଅନେକ ଦିନର କେସ ଆଜି ତୁଟି ଜୀବ ଯାହା ପାଇଁ ଆପଣଙ୍କ ମାନଶୀକ ଚିନ୍ତା ଖୁବ ମାତ୍ରା ରେ କମି ଜୀବ ।
ମୀନ: ଆପଣ ଆଜି ନିଜ ଇଚାର ମାଲିକ । ଆଜି ଆପଣ ଯାହା ଚାହିଁବେ ତାହା କରି ପାରିବେ । ଆପଣ ଆଜି ନିଜ ଭିତରେ କିଛି ପର୍ପ୍ବର୍ତ୍ତନ ଆଣିବେ ଯାହା ଆପଣଙ୍କ ପାଇଁ ଖୁବ ଭଲ ସାବ୍ୟସ୍ତ ହେବ । ଆପଣ ନିଜ ବ୍ୟାପାର କ୍ଷେତ୍ରରେ ଖୁବ ଭଲ ପରିଣାମ ପାଇବେ । ଆପଣ ଆଜି ମାତା ପିତାଙ୍କ ସହ ବହୁ ଦିନ ପରେ ଏକ ଲମ୍ବା ଓ ସୁନ୍ଦର ମୁହୂର୍ତ ବିତାଇବେ । ଯାହା ଆପଣଙ୍କୁ ଖୁବ ଖୁସି ଦେବ ଓ ଆପଣଙ୍କୁ ଅତୀତର ସ୍ମୃତିରେ ହଜାଇ ଦେବ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment