ଆଜିର ରାଶିଫଳ ବୁଧୁବାର ୧୪ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ କଟାଇବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନର ବିକାଶ ହେବ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ଭିତରେ କୌଣସି କାରଣ ପାଇଁ ମତଭେଦ ସୃଷ୍ଟି ହୋଇପାରେ । ଛାତ୍ର ମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିପାରେ । ଆଜି ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ବ୍ୟବସାୟୀ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ:  ଏହି ରାଶିର ଲୋକ ମାନେ ନିଜ ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବେ । ଧନ ଲାଭର ଯୋଗ ରହିଛି । କୌଣସି ସ୍ଥାନକୁ ଯାତ୍ରା କରିବାର ଆଶଙ୍କା ରହିଛି । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ପିତା ମାତାଙ୍କ ଆଶୀର୍ବାଦ ମିଳିବା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଚାକିରି କରିଥିବା ବ୍ୟକ୍ତି କୌଣସି ନୂଆ ପଦ ପାଇବାର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ନିଜ ପରୀକ୍ଷାରେ ଉତିର୍ଣ୍ଣ ହେବେ । ନିଜକୁ କୌଣସି ଠକ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ନିଜ ଜୀବନ ସାଥିଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଯାହା ସେମାନଙ୍କ ଦାଂପତ୍ଯ ଜୀବନରେ ସଫଳତା ଆଣି ଦେବା । କର୍ମ କ୍ଷେତ୍ରରେ ଆଜି ଆପଙ୍କ ଦିନଟି ଅନୁକୂଳ ରହିବ । ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆପଣ ଆନନ୍ଦ ହେବେ । ସନ୍ତାନ ମାନଙ୍କ ପାଇଁ ଆଜି ଆପଣ କୌଣସି କାରଣରୁ ଚିନ୍ତିତ ରହିବେ । ଆଜି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ମାତା ପିତାଙ୍କ ଆଶୀର୍ବାଦ ମିଳିଲେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ ।
କର୍କଟ:  ଏହି ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତି ଅନୁକୂଳ ରହିବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ଆଜି ସଫଳ ହେବାର ଆଶଙ୍କା ରହିଛି । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ମନାନ୍ତର ହେବ । ଯାହା ଫଳରେ ସମସ୍ଯା ସୃଷ୍ଟି ହେବ । ବ୍ୟବସାୟୀ ମାନେ ନିଜ କାର୍ଯ୍ୟରେ ଭଲ ଫଳ ପାଇବେ । କୌଣସି ମହାନ ବ୍ଯକ୍ତିର ଭେଟ ଆଜି ଆପଣଙ୍କୁ ମିଳିପାରେ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କ ସହ ଯୋଗ ଆପଣଙ୍କୁ ମିଳିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ: ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଯୋଗ ମିଳିବା ଫଳରେ ସୁଖ ସମୃଦ୍ଧି ଆସିପାରେ । କୋଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ନିଜକୁ କୌଣସି ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଚାକିରି କରିଥିବା ଲୋକା ମାନେ ଆଜି ନୂଆ ପଦ ମିଳିବାର ଆଶଙ୍କା ରହିଛି । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ସମସ୍ତ ସହ ଆପଣ ମଧୁର ବଚନରେ ଆଲୋଚନା କରନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ଚେଷ୍ଟା କରନ୍ତୁ ।
କନ୍ୟା:ଏହି ରାଶିର ଲୋକମାନେ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଧନ ଲାଭର ଯୋଗ ରହିଛି । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଆପଣ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । ନିଜ ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ ।
ତୁଳା: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ବ୍ୟବସାୟରେ ଭଲ ଲାଭ ହେବ । ନିଜକୁ କୌଣସି ଠକ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ଅଫିସରେ ନିଜ ସହ କର୍ମୀ ମାନଙ୍କର ସମର୍ଥନ ମିଳିପାରେ । ନିଜ ସାଙ୍ଗ ସାଥି ମାନଙ୍କ ସହ ଭଲ ସମ୍ଭଧ ରହିବ । ହଠାତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଅନ୍ୟ ସହ ଶାନ୍ତି ପୂର୍ଣ୍ଣ ଭାବେ ଆଲୋଚନା କରନ୍ତୁ ।
ବିଛା:  ଏହି ରାଶିର ଲୋକମାନେ ଦମ୍ପତୟ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ପାଇବେ । ଯାହା ସେମାନଙ୍କ ଜୀବନରେ ମଧୁରତା ଆଣିଦେବ । ନିଜ ପ୍ରିୟଜନ ମାନଙ୍କ ସହ ଆପଙ୍କର ଭଲ ସମ୍ଭଧ ରହିବ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ । ଆପଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଆପଣଙ୍କ ସମସ୍ତ ଚେଷ୍ଟାର ଫଳ ସମୟ ଅନୁସାରେ ଆପଣଙ୍କୁ ମିଳିପାରେ । ମହିଳା ମାନେ ନିଜକୁ ଘର କାମରେ ବ୍ୟସ୍ତ ରଖିବେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଧନୁ:ଏହି ରାଶି ଲୋକ ମାନେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁ ଥିଲେ ଆଜି ଦିନଟି ଶୁଭ ଅଟେ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସାହାଜ ଆଜି ଆପଙ୍କୁ ମିଳିବାର ରହିଛି । ପରିବାର ଲୋକଙ୍କ ଭିତରେ ଭଲ ବୁଝାମଣା ରହିବ । ଯାହା ଫଳରେ ପରିବାରର ବାଟବରଣରେ ନୂଆ ପରିବର୍ତ୍ତନ ଆସିବ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ ଜୀବନର ଚଲାପଥରେ ସହ ଯୋଗ କରିବେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ଆପଣ ନିଜକୁ ସତର୍କ ରଖନ୍ତୁ । ଆଜି ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେବ । ଅଟକିଥିବା ଧନ ଆଜି ମିଳିଯିବ ।
ମକର :ଏହି ରାଶିର ଲୋକମାନଙ୍କୁ ଭାଇ ଭଉଣୀଙ୍କ ସହ ଯୋଗ ମିଳିବ । ଯାହା ଫଳରେ ଆପଣ ନିଜ ଜୀବନରେ ସଫଳ ହେବେ । ଘର ପରିବାରର ବାତାବରଣରେ ନୂଆ ପରିବର୍ତ୍ତନ ଆସିବ । ମହିଳା ମାନେ ନିଜ ପାଇଁ କିଛି ନୂଆ ଜିନିଷ କିଣିବାରେ ନିଜକୁ ବ୍ୟସ୍ତ ରଖିବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆପଣ ନିଜକୁ ଧନ୍ଯ ମନେ କରିବେ । ଅଧିକ ପରିଶ୍ରମ କରି ଆପଣ ଆଜି କମ ସଫଳତା ପାଇବାରୁ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକମାନେ କୋଣସି ନୂଆ ଯୋଜନା ଆରମ୍ଭ କଇରବାକୁ ଚାହୁଥିଲେ ଆଜି କରି ପାରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ମାତା ପିତାଙ୍କ ଆଶୀର୍ବାଦ ମିଳିବାରୁ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ମିଳିବ । ନିଜ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ ।
ମୀନ: ଏହି ରାଶିର ଲୋକ ମାନେ ବିଦେଶକୁ ଯାତ୍ରା କରିବାର ଯୋଗ ରହିଛି । ଛାତ୍ର ମାନେ ନିଜ ସହ କର୍ମଣୀଙ୍କ ସହ ଭଲ ସମୟ ବିତାଇବେ । ଚାକିରି କରିଥିବା ବ୍ୟକ୍ତି କୌଣସି ନୂଆ ପଦ ମିଳିବାର ଆଶଙ୍କା ରହିଛି । ଶିକ୍ଷକ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧା ହୋଇପାରେ । ସମାଜରେ ଆପଣଙ୍କ ମାନ ସମାନ ବୃଦ୍ଧି ପାଇବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment