ଆଜିର ରାଶିଫଳ ରବିବାର ୨୩ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଏହାର ଆନଦ ନେବେ । ସନ୍ତାନ ମାନକ ପାଇଁ ଆଜି ଦିନଟି ଭଲ ରହିବ । ଘର ପରିବାର ଲୋକଙ୍କ ସମର୍ଥନ ଆପଣକ ଜୀବନରେ ସଫଳତା ଆଣିଦେବ । କୌଣସି ବିଗିଡି ଯାଇଥିବା କାମ ଆଜି ପୂରଣ ହେବାକୁ ଯାଉଛି । ଧନ ଲାଭର ଯୋଗ ରହିଛି । କୌଣସି ସମ୍ପତି ମାମଲାରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଆପଣଙ୍କର କୌଣସି ଦୂର ସମ୍ପର୍କୀୟ ଲୋକଙ୍କ ଠାରୁ ସାହାଜ୍ୟ ମିଳିପାରେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ: ଏହି ରାଶିର ଲୋକ ମାନେ ନିଜ ସମ୍ପର୍କୀୟଙ୍କ ସହ ଭଲ ସମ୍ଭଧ ରହିବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଅଫିସରେ ନିଜ ସହ କର୍ମୀ ଓ ଉଚ୍ଚ ଅଧିକାରୀ ମାନଙ୍କ ସହ ଯୋଗ ମିଳିବା ଫ୍ଲରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ମିଳିପାରେ । ଦାଂପତ୍ଯ ଜୀବନରେ ଆପଣକ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ମାତା ପିତାଙ୍କ ସହ ଯୋଗ ମିଳିବା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଯେଉଁମାନେ ଆପଣକ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ମିଳିବ । ମାତା ପିତାଙ୍କ ସହ ଯୋଗରେ ଆପଣ କୌଣସି ନୂଆ କାମ ଆରମ୍ଭ କରି ପାରିବେ । ଆପଣଙ୍କ କର୍ମ କ୍ଷେତ୍ରରେ ଆପଣ ସଫଳ ହେବେ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଆରମ କରନ୍ତୁ ।
କର୍କଟ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଅନୁକୂଳ ରହିବ । ନିଜ ଠାରୁ ବଡ ପ୍ରିୟଜନ ମାନଙ୍କ ସହ ଯୋଗ ମିଳିବ । ବ୍ୟବସାୟରେ ଲାଭ ମିଳିବ । ପରିବାରରେ କୌଣସି କାରଣ ପାଇଁ କଳହ ଲାଗିପାରେ । ସେଥି ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଏହାର ସମାଧାନ କରନ୍ତୁ । ଚାକିରି କରିଥିବା ବ୍ୟକ୍ତି ନୂଆ ପଦ ପାଇବାର ଆଶଙ୍କା ରହିଛି । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖି ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ଠକ ବୟକତି ଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି ।
ସିଂହ:ଏହି ରାଶିର ଲୋକମାନେ ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆଜି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ ଦିନଟି ଶୁଭ ଅଟେ । ଚାକିରି କରିଥିବା ବ୍ୟକ୍ତି ନୂଆ ପଦ ପାଇ ପାରିବେ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରି ଆପଣ କମ ସଫଳତା ପାଇବେ । ସେଥି ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଭଲ ବ୍ୟବହାର କରନ୍ତୁ । ନଚେତ ଭବିଷ୍ୟତରେ ଏହାକୁ ନେଇ ସମସ୍ଯା ହୋଇପାରେ ।
କନ୍ୟା: ଏହି ରାଶିର ଲୋକ ମନ୍କର ଦିନଟି ଆଜି ଭଲରେ କଟିବ । ଚାକିରି କରିଥିବା ବ୍ୟକ୍ତି ଆଜି ନୂଆ ପଦ ମିଳିବାର ଆଶଙ୍କା ରହିଛି । ଘରର ପରିବେଶରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ସେଥି ପାଇଁ ଆପଣ ନିଜକୁ ପ୍ରସ୍ତୁତ କରି ରଖନ୍ତୁ । ନିଜ ପ୍ରିୟଜନ ମାନଙ୍କ ସହ ଯୋଗ ଆଜି ଅପାନଙ୍କୁ ମିଳିପାରେ । ଧନ ଲାଭର ଯୋଗ ରହିଛି । କୌଣସି ମହାନ ବ୍ଯକ୍ତିର ଉପଦେଶ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିଦେବ । ବିଦ୍ୟାର୍ଥୀ ମାନେ ନିଜ ପରିଶ୍ରମର ଫଳ ପାଇବେ । ମହିଳା ମାନେ ନିଜକୁ ଘର କାମରେ ବ୍ୟସ୍ତ ରଖିବେ । ଭାଇ ଭଉଣୀଙ୍କ ସାହାଜ୍ଯ ଆଜି ଆପଣଙ୍କୁ ମିଳିପାରେ ।
ତୁଳା:ଏହି ରାଶିର ଲୋକ ମାନେ ନିଜ ପରିବାର ସଦସ୍ୟଙ୍କ ପ୍ରତି ବହୁତ ଭଲ ବ୍ୟଭାର କରିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ଅଫିସରେ କାମ କରୁଥିବା ବ୍ୟକ୍ତି ନିଜ ସହ କର୍ମୀ ମାନଙ୍କର ସମର୍ଥନ ପାଇବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଉନ୍ନତି ହେବାର ଆଶଙ୍କା ରହିଛି ।
ବିଛା:ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନର ଆନଦ ନେବେ । ଆପଣ ମାନେ ନିଜ ଦକ୍ଷତାର ପରୀକ୍ଷା ଦେଇ ସଫଳତା ପାଇବେ । ବ୍ୟବସାୟରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ଚାକିରି କରିଥିବା ବ୍ୟକ୍ତି କୌଣସି ସମସ୍ୟାର ସାମନା କରିବେ । ଛାତ୍ର ମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରକହନ୍ତୁ ।
ଧନୁ:ଏହି ରାଶିର ଲୋକ ମାନୁ ନିଜ ପ୍ରିୟଜନ ଓ ସାଙ୍ଗ ସାଥିନ ସହ ଯୋଗ ମିଳିବ । ଉଚ୍ଚ ଶିକ୍ଷା ପାଇଁ ଛାତ୍ର ମାନବେ ଅଧିକ ପରିଶ୍ରମ କରିବେ । ଶିକ୍ଷକ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସମାଜରେ ଆପଣଙ୍କ ମାନ ସମାନର ବୃଦ୍ଧି ହେବ । ନିଜକୁ କୌଣସି ଠକ ଲୋକ ଠାରୁ ଦୂରେଇ ରଖନ୍ତୁ । ଆଜି ଆପଣ ଘର କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ସେଥି ପାଇଁ ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପ୍ରତି ଧ୍ୟାନ ଦେବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।
ମକର :ଏହି ରାଶିର ଲୋକ ମାନେ ପ୍ରେମ କରୁଥିଲେ ନିଜ ସାଥୀକୁ ମନ କଥା କହିବାର ଆଜି ଦିନଟି ଶୁଭ ରହିବ । ଧନ ଲାଭର ଯୋଗ ରହିଛି । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ । ଯାହା ଫଳରେ ଆପଣକ ଦାଂପତ୍ଯ ଜୀବନ ସୁଖପ୍ରଦ ହେବ । କୌଣସି ଅନୁଭବି ବ୍ୟକ୍ତିଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିପାରେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । ଆଜି ଆପଣ ମାନସିକ ଓ ଶାରୀରିକ ଚିନ୍ତାରେ ରହିବେ । ପରିବାରରେ କୌଣସି କାରଣକୁ ନେଇ କଳହ ସୃଷ୍ଟି ହୋଇପାରେ । ସେଥି ପାଇଁ ଆପଣ ଶାନ୍ତିର ସହ ଏହି ସମସ୍ୟାକୁ ସାମନା କରନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନେ କୌଣସି ସମାରୋହରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିବେ । ଆପଣ ଚେଷ୍ଟା କରିଥିବା ସମସ୍ତ କାମ ଆଜି ସଫଳ ହେବ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କୌଣସି କାମ କରିବା ପୂର୍ବରୁ ଭଲ ଭାବେ ଭାବି ଚିନ୍ତି କରନ୍ତୁ । ଆଜି ପଇସାକୁ ନେଇକି କିଛି ସମସ୍ଯା ହୋଇପାରେ । ସେଥି ପାଇଁ ସତର୍କ ରୁହନ୍ତୁ ।
ମୀନ: ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଯୋଗ ପାଇବେ । ଯାହା ଫଳରେ ଆପଣକ ବିବାହିତ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ । କର୍ମ କ୍ଷେତ୍ରରେ ଆପଣ ସଫଳ ହେବେ । ବ୍ୟବସାୟରେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି କରି ପାରିବେ । ଭାଇ ଭଉଣୀଙ୍କ ସାହାଜ୍ୟ ଆପଣଙ୍କୁ ମିଳିବ । କୌଣସି ମହାନ ବ୍ଯକ୍ତିର ଉପଦେଶ ଆଜି ଆପଣଙ୍କୁ ମିଳିପାରେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment