ଆଜିର ରାଶିଫଳ ସୋମବାର ୨୪ ମଇ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ଜୀବନ ସାଥି ସହ ଭଲ ସମୟ ବିତାଇବେ । କିଛି ବି ନିସ୍ପତି ନେବା ଆଗରୁ ଆପଣ ନିଜର ଧର୍ମ ପତ୍ନୀ ଙ୍କୁ ଥରେ ପଚାରି ନିଅନ୍ତୁ । ସକାଳୁ ଉଠି ପ୍ରଭୁ ଶନି ଦେବଙ୍କର ପାର୍ଥନା କରନ୍ତୁ । ଆପଣଙ୍କ ଏହି ସମୟ ମଧ୍ୟରେ ସନ୍ତାନ ପ୍ରାପ୍ତିର ଖୁସି ଖବର ପାଇ ପାରନ୍ତି । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ ନିଜର ଭାଗ୍ୟ ବଦଳାଇ ଦେବେ ଏତେ ଧନ ଆପଣଙ୍କ ପାଖକୁ ଆସିବ । ଆପଣ ଏହି ସମୟ ଭିତରେ ଭଗବାନ ଶନୀଙ୍କୁ ନିଜ ପୂଜା ଦ୍ଵାରା ପ୍ରସନ୍ନ କରି ପାରିବେ
ବୃଷ:ଆପଣଙ୍କର ସ୍ଵାସ୍ଥ ଭଲ ରହିବ । ଆପଣଙ୍କର ଭାଗ୍ୟ ଆପଣଙ୍କ ସହ ରହିବ । ଏହା ପାଇଁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ । ଆପଣ ଯାହା କରିବା ପାଇଁ ଚାହୁଁ ଛନ୍ତି ଆପଣ ତାହା କରି ପାରିବେ । ଆପଣ ନିଜ କାମ ବିଷୟରେ ନିଜ ବାପାଙ୍କ ସହ କଥା ହୋଇ ଆଗକୁ ନିଅନ୍ତୁ । ଯଦି ଆପଣ ଜଣେ ଛାତ୍ର ଅଟନ୍ତି ତେବେ ଆପଣଙ୍କ ପଢାରେ କିଛି ବିଘ୍ନ ଆସି ପାରେ । ଆପଣ ଦେଇଥିବା ପରୀକ୍ଷା ରେ ଆପଣ କୃତ କାର୍ଯ୍ୟ ହେବେନି ।
ମିଥୁନ: ଆପଣ ନିଜ ପାଇଁ କିଛି ନୂଆ ଜାନ ବାହନ କିଣି ପାରିବେ ଆପଣ କିଛି ଜରୁରୀ କାମରେ ଅଟକି ଯାଇ ପାରନ୍ତି । ଆପଣଙ୍କ ଘରେ କିଛି ଅନୁଷ୍ଠାନ ହୋଇ ପାରେ । ଆପଣ ନିଜ ଜୀବନରେ ଚାହୁଁଥିବା ମଣିଷକୁ ନିଜ ଜୀବନରେ ଆଣିବା କୁ ଯଦି ଚାହୁଞ୍ଚନ୍ତି ତେବେ ଏହା ଭଲ ଦିନ ଅଟେ । ଆପଣ ନିଜ ପରିବାର ଲୋକଙ୍କ ସହ କଥା ହୋଇ ପାରନ୍ତି ଏହି ବିଷୟରେ । ଆପଣ ନିଜ କାମ ଭଳି ନିଜ ପରିବାରକୁ କୁ ସମୟ ଦିଅନ୍ତୁ । ଆପଣ ଆଜି କିଛି ଭଲ ଖାଦ୍ଯ ଖାଇ ପାରିବେ ।
କର୍କଟ: ଏହି ରାଶିର ବ୍ୟକ୍ତି ମାନେ କିଛି ଜିନିଷ କିଣିବା ପାଇଁ ବାହାରକୁ ଯାଇ ପାରନ୍ତି । ପରିବାର ରେ ଶାନ୍ତି ପୂର୍ଣ ବାତାବରଣ ରହିବ । ଆପଣ ନିଜ କାମକୁ ନେଇ ଟିକେ ଚିନ୍ତାରେ ରହି ପାରନ୍ତି । ଆପଣଙ୍କ ଦିନ ଟି ଖୁବ ଭଲ ଜୀବ । ଆପଣ କିଛି ଲୋକଙ୍କୁ ସାହାଜ୍ଯ କରିବେ ଯାହା ପାଇନ ଲୋକମାନେ ଆପଣଙ୍କୁ ଖୁବ ଭଲ ପାଇବେ । ଆପଣ ନିଜ ଜୀବନର କିଛି ମହତ୍ଵ ପୂର୍ଣ ନିସ୍ପତି ନେବେ । ଆପଣ ଆଜି କିଛି ପାରା ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ ଏହା ଆପଣଙ୍କୁ ଶୁଭ ଫଳ ଦେବ ।
ସିଂହ:ଆପଣଙ୍କ ସହ କିଛି ଭଲ ଓ କିଛି ଖରାପ ସମୟ ବିତିବ ଏହି ଦିନ ଆପଣଙ୍କୁ ମିଶ୍ରିତ ଫଳ ଦେବ । କିଛି କ୍ଷତି ହେବାର ସମ୍ଭାବନା ଅଛି ଆପଣ ନିଜ ହିସାବକୁ ସଠିକ ଭାବେ ରଖନ୍ତୁ । ଆପଣ ନିଜ ସାଙ୍ଗ ମାନଙ୍କ ମଧ୍ୟରେ ଆକର୍ଷଣ ହୋଇ ପାରିବେ । ଯେଉଁ ମାନେ ନିଜ କୁ ଏକା ଅନୁଭବ କରୁଛନ୍ତି ସେମାନେ ନିଜ ପରିବାର କିମ୍ବା ବନ୍ଧୁଙ୍କ ସହ କଥା ହେବା ନିହାତି ଆବଶ୍ୟକ ଅଟେ । ଯଦି ଆପଣ ନିଜ ମନ କଥାକୁ କାହା ସହ ବାଣ୍ଟିବା ପାଇଁ ଚାହୁଁ ନାହାନ୍ତି ତେବେ କିଛି ସମୟ ପାଇଁ ମେଡିଟସନ କରନ୍ତୁ ।
କନ୍ୟା: ଆପଣ କିଛି ମାଙ୍ଗଳିକ କାମରେ ଯୋଗ ଦେଇ ପାରିବେ । ଆପଣ ନିଜର ଅଧୁର ସ୍ଵପ୍ନ ପୁରା କରିବେ। ନିଜ ପାଇଁ କରି ବାକୁ ଯାଉଥିବା କାମ ଯାହା ଆପଣ କିଛି ଆର୍ଥିକ ପରିସ୍ଥିତରେ ଆସି କରି ନଥିବେ ତାହା କରି ପାରିବେ । ଆପଣ ଯଦି କିଛି ମିଥ୍ୟା କଥାରେ ଦୋଷୀ ବୋଲି ପ୍ରମାଣିତ ହୋଇ ଥିବେ ତାହା ଏବେ ସବୁଙ୍କ ସାମନା କୁ ଆସିବ । ଆପଣ ନିଜର ଓ ପରିବାର ର ବହୁତ ଭଲଭାବେ ଯତ୍ନ ନେବେ ।
ତୁଳା:ଆପଣଙ୍କ ପରିବାରରେ ଖୁବ ଭଲ ସମୟ ରହିବ ସବୁ ଲୋକମାନେ ଭଲ ରହିବେ । ଆପଣଙ୍କୁ ଆମେ କହି ରଖିବାକୁ ଚାହୁଁ କି ଆପଣଙ୍କ କିଛି କାମ ଅଧାରେ ରହି ପାରେ । ଆପଣ ନିଜେ ନିଜ କାମ ପାଇଁ ଅସୁବିଧା କରିବେ । ଆପଣଙ୍କୁ ଧନ ପ୍ରାପ୍ତି ହେବ ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ନିଜ କାମକୁ ନେଇ ଚିନ୍ତାରେ ରହିବେ । ଆପଣ ଯଦି ଚାହିଁ ବେ ନିଜ ସାନ ଭାଇ କିମ୍ବା ଅନ୍ୟ କାହା ପାଖରୁ ସାହାଜ୍ଯ ମାଗି ପାରିବେ ।
ବିଛା:ଆପଣ ନିଜକୁ ଆଜି ଅନେକ ସମୟ ପରେ ଆନନ୍ଦରେ ରଖିବେ । ଆପଣ ନିଜ ଲୋକମାନଙ୍କୁ ଖୁସି ଦେବେ । ଆପଣ ନିଜ ଚାକିରିରେ ଉଚ୍ଚ ପଦରେ ଥିବା କର୍ମ ଚାରି ମାନଙ୍କୁ ନିଜ କାମ ଦ୍ଵାରା ଖୁସି କରେଇବାରେ ସାମର୍ଥ ହେବେ । ଆପଣ ନିଜର କାମରେ ଖୁବ ଭଲ ପ୍ରଦର୍ଶନ କରିବେ । ଆପଣ ଆଗକୁ ଯାଇ ନିଜ ପରିବାର ଲୋକଙ୍କ ନାମ କୁ ସମ୍ମାନିତ କରିବେ । ଆପଣ ଏଭଳି କିଛି କାମ କରିବେ ଯାହା ପାଇଁ ଆପଣଙ୍କ ଦେଶ ବାଶି ଆପଣଙ୍କ ଉପରେ ଗର୍ବ କରିବେ । ଆପଣ ଜଣେ ଭଲ ବ୍ୟକ୍ତି ର ମାନ୍ୟତା ପାଇବେ ସମାଜରେ । ପ୍ରତେକ ଲୋକ ଆପଣଙ୍କୁ ମହତ୍ଵ ଦେବ । ଆପଣ ଏସବୁ ନିଜର ପରିଶ୍ରମ ଦ୍ଵାରା ପାଇ ପାରିବେ ।
ଧନୁ:ଆପଣଙ୍କ ଦିନ ଆଜି ଖୁବ ଭଲ ଜୀବ ଆପଣ ନିଜ ପରିବାର ଲୋକଙ୍କ ସହ ଆଜି ଟିକେ ଜଗି ରାଖୀ କାଥା ହୁଅନ୍ତୁ । ଆପଣ ନିଜ କାମରେ ନିଜକୁ ବ୍ୟସ୍ତ ରଖିଥିବାରୁ ହୁଏତ ପରିବାରରେ ସାମାନ୍ଯ ଅସାନ୍ତି ହୋଇ ପାରେ । ଯଦି ଆପଣ ଚାହିଁବେ ତାହେଲେ ଆପଣ ଏହାକୁ ଠିକ କରି ପାରିବେ ଆପଣ ନିଜେ କିଛି ଏଭଳି କରନ୍ତୁ ଯାହା ପାଇଁ ଆପଣଙ୍କ ପରିବାର ଲୋକମାନେ ଆପଣଙ୍କୁ ବୁଝିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ ମନ ପ୍ରଫୁଲ ରହିବ । ଆପଣ ଆଜି ସକାଳୁ ନିଜର ସ୍ନାନ ସାରିଲା ପରେ ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଦାନ କରନ୍ତୁ । ଆପଣ ନିଜ କୁ ସାନ୍ତ ରଖିଲେ ନିଜେ ଓ ଅନ୍ୟ ମାନଙ୍କୁ ଖୁସି ଦେଇ ପାଇବେ ।
ମକର :ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଏହି ଦିନ ଖୁବ ଭଲ ଅଟେ । ଆପଣ ନିଜ ମିଠା କଥାରେ କାହାକୁ ବି ଫସେଇ ପାରିବେ କିମ୍ବା ତା ପାଖରୁ ନିଜର କାମ କରେଇ ପାରିବେ । ଆପଣ ଆଜି ଯାହାବି ଅଛନ୍ତି ନିଜ ପରିଶ୍ରମ ପାଇଁ ଅଛନ୍ତି ଯଦି ଆପଣ ଅଧିକ ପରିଶ୍ରମ କରିବେ ତାହେଲେ ଆପଣ ଖୁବ ସଫଳତା ପାଇବେ । ଆପଣଙ୍କର କିଛି ପୁରୁଣା ରହସ୍ୟ ଆଜି ସବୁଙ୍କ ଆଗରେ ଆସିଯିବ ଯାହାକୁ ଜାଣି ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣ ଏହି ସମୟ ମଧ୍ୟରେ କିଛି ଆଇନ ଭାଗନ୍ତୁ ନାହିଁ କାରଣ ଏହା ପାଇଁ ଆପଣ ଦଣ୍ଡିତ ହୋଇ ପାରନ୍ତି ।
କୁମ୍ଭ: ଆପଣଙ୍କ ଆର୍ଥିକ ପରିସ୍ଥିତି ଖୁବ ଭଲ ହୋଇଯିବ ଆପଣ ନିଜ ପରିବାର ସହ ଖୁବ ଭଲ ସମୟ ବିତାଇବେ । ଆପଣ ଙ୍କ ପାଇଁ ଥିବା ତାଙ୍କ ମାନରେ ଭଲ ପାଇବା ବଢିବ । ପରିବାରରେ ଆପଣଙ୍କ ଭାଇ ଓ ଭଉଣୀ ମଧ୍ୟରେ ଭାଇ ଚାରା ବଢିବ । ଆପଣ ନିଜ ଆର୍ଥିକ ବୃଦ୍ଧି କରିବାରେ ସକ୍ଷମ ହେବେ । ଆପଣ ଯାହା ବି କମେଇବେ ତା ଠାରୁ ଅଧିକ ଆପଣ ଖର୍ଚ୍ଚ କରି ଦେବେ ଆପଣ ଡେକହନ୍ତୁ କେଉଁ କେଉଁ କାମରେ ଆପଣ ପଇସା ବଞ୍ଚେଇ ପାରିବେ, ତାହା ର ସୁଛି କରି ତାକୁ କାମରେ ଲଗାନ୍ତୁ ।
ମୀନ: ଆପଣ ଆଜି କିଛି କରିବା ଆଗରୁ ନିଜ ମନ କୁ ଶାନ୍ତ କରିବା ଆବଶ୍ୟକ ଅଟେ । ଆପଣ ଯଦି ଜଲ୍ଦି କାମ କରିବା ପାଇଁ ଚେଷ୍ଟା କରିବେ ତାହେଲେ ଆପଣ ନିଜ ହିଁ କ୍ଷତି କରିବେ । ଆପଣ ନିଜର ଘର କିଣି ପାରିବେ । ଯେଉଁ ମାନଙ୍କର ନିଜ ଘର ନାହିନ ସେମାନେ ନିଜ ଘର ପାଇବେ । ଆପଣ ନିଜ ଘରେ ଅଧିକ ଖର୍ଚ୍ଚ କରିବେ ଯାହା ପାଇଁ ଆପଣଙ୍କର ଘର ଖୁବ ସୁନ୍ଦର ଦେଖା ଜୀବ । ଆପଣ ଯଦି ଶୁକ୍ର ଗ୍ରହ ସମ୍ବନ୍ଧିତ ବ୍ୟାପାର କରୁଛନ୍ତି ତାହେଲେ ଆପଣ ଖୁବ ଭଲ ଲାଭ କରିବେ ନିଜ ବ୍ୟାପାରରୁ । ଆପଣଙ୍କ ଘରେ କିଛି ସମୟ ପାଇଁ ଟିକେ ଅସାନ୍ତି ଦେଖାଯିବ । ଆପଣ ନିଜ ବାପା ମା ଙ୍କ ପାଖରୁ ଖୁସି ପାଇବେ, ସେମାନଙ୍କ ଦେହ ପାଇଁ ଏହି ସମୟରେ ଆପଣ ଟିକେ ଯତ୍ନ ବାନ ହୁଅନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment