ଆଜିର ରାଶିଫଳ ମଙ୍ଗଳବାର ୨୫ ମଇ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ରହିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । ଯାହା ଫଳରେ ଆପଣଙ୍କ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଆପଣଙ୍କ ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ । ସେଥି ପାଇଁ ସତର୍କ ରୁହନ୍ତୁ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ମତଭେଦ ସୃଷ୍ଟି ହୋଇପାରେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସନ୍ତାନ ମାନଙ୍କ ପାଇଁ ଆଜି ଆପଣ କୌଣସି କ୍ଷେତ୍ରରୁ ଖୁସି ଖବର ପାଇ ପାରିବେ ।
ବୃଷ: ଏହି ରାଶିର ଲୋକ ମାନଙ୍କର ଦିନଟି ଅନୁକୂଳ ରହିବ । ସାଙ୍ଗ ସାଥି ମାନଙ୍କ ସହ ଭଲ ସମୟ କଟିବ । ଆଜି ଆପଣଙ୍କର ଆର୍ଥିକ ଲାଭ ହେବ । ଯାହା ଫଳରେ ଭବିଷ୍ୟତରେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ମହିଳା ମାନେ ନିଜ ଘର କାମରେ ବ୍ୟସ୍ତ ରହିବେ । ଛାତ୍ରମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ । ଆଜି ଆପଣ ନିଜ ସାଥିଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ।
ମିଥୁନ: ଏହି ରାଶିର ଲୋକ ମାନେ କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଯାହା ଫଳରେ ଆପଣଙ୍କ ଦାଂପତ୍ଯ ଜୀବନରେ ସୁଖ ଶାନ୍ତି ଆସିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ ଯାହା ଫଳରେ ସେମାନେ ସଫଳ ମଧ୍ୟ ହେବେ । ଆଜି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଆପଣ ଅସୁବିଧାରେ ପଡି ପାରନ୍ତି । ମାତା ପିତାଙ୍କର ଆଶୀର୍ବାଦ ଆପଣଙ୍କ ଜୀବନରେ ସଫଳତା ଆଣିଦେଇ ପାରିବ । ଧନ ଲାଭର ଯୋଗ ରହିଛି । ନିଜ ସାଥି ମାନଙ୍କ ସହ ଭଲ ସମୟ ବିତାଇବାର ମୌକା ଆଜି ଆପଣଙ୍କୁ ମିଳିପାରେ ।
କର୍କଟ: ଏହି ରାଶିର ଲୋକ ମାନଙ୍କର ଆର୍ଥିକ ସ୍ଥିତି ଭଲ ରହିବା । କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବାରୁ ଆପଣଙ୍କ ସ୍ଥିତି ଭଲ ରହିବ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ମତଭେଦ ସୃଷ୍ଟି ହୋଇପାରେ । ଆପଣଙ୍କ ଦ୍ଵାରା ହୋଇଥିବା ଚେଷ୍ଟା ଆପଣଙ୍କୁ ସଫଳତା ଆଣିଦେବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । କୌଣସି ଖାସ ଲୋକଙ୍କର ଭେଟ ମିଳିପାରେ । ଯାହା ଫଳରେ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିପାରେ । ସନ୍ତାନ ମାନଙ୍କ ଜୀବନରେ କୌଣସି କାରଣରୁ ଖୁସି ଖବର ମିଳିପାରେ । ଆପଣଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ: ଏହି ରାଶିର ଲୋକ ମାନେ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଯାହା ଫଳରେ ଦାଂପତ୍ଯ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ମହିଳା ମାନେ ନିଜ ପାଇଁ କିଛି ନୂଆ ଜିନିଷ କିଣି ପାରନ୍ତି । ଆଜି ଆପଣ କୋଣସି ମାଙ୍ଗଳିକ ପୂଜାରେ ଯୋଗ ଦେଇ ନିଜକୁ ଧନ୍ଯ ମନେ କରିବେ । ଅଫିସରେ ନିଜ ସହ କର୍ମୀ ଓ ବଡ ଅଧିକାରୀ ମାନଙ୍କର ସମର୍ଥନ ମିଳିପାରେ । ଛାତ୍ର ମାନେ ନିଜ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରାଇବାକୁ ପଡିବ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ସମସ୍ତଙ୍କ ସହ ମଧୁର ବଚନରେ କଥା ହେବାକୁ ପ୍ରୟାସ କରନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସାହାଜ୍ଯ ଆଜି ଆପଣଙ୍କୁ ମିଳିପାରେ ।
କନ୍ୟା: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ବିଅଟାଇବେ । ଆଜି ଆପଣଙ୍କର ଆଧ୍ୟାତ୍ମିକ ଓ ଭୌତିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁ ଥିଲେ ଆଜି ଦିନଟି ଶୁଭ ଅଟେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ଚେଷ୍ଟା କରନ୍ତୁ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ନୂଆ ସମ୍ବାଦ ଶୁଣିବାକୁ ମିଳିପାରେ । ଆପଣ କୌଣସି କାନୁନି ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ ।
ତୁଳା: ଏହି ରାଶିର ଲୋକ ମାନେ ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ପାଇବେ । ସନ୍ତାନ ମାନଙ୍କର ପାଠ ପଢାରେ ଉନ୍ନତି ହେବ । ଆଜି ଆପଣଙ୍କ ଘରେ ସୁଖ ଶାନ୍ତି ରହିବ । ଚାକିରି କରିଥିବା ବ୍ୟକ୍ତିଙ୍କୁ ଉଚ୍ଚ ପଦ ମିଳିବାର ଆଶଙ୍କା ରହିଛି । କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଶତ୍ରୁ ମାନେ ଆପଣଙ୍କର କୌଣସି କ୍ଷତି କରିବାକୁ ଚେଷ୍ଟା କରିବେ । ସେଥି ପାଇଁ ଧ୍ୟାନ ଦିଅନ୍ତୁ ।
ବିଛା: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆନନ୍ଦ ନେବେ । ଛାତ୍ର ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ । କୋଣସି ଅନୁଭବି ବ୍ୟକ୍ତିଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ । ଯାହା ଫଳରେ ଆପଣଙ୍କ ଜୀବନରେ କୌଣସି ନୂଆ ପରିବର୍ତ୍ତନ ଆସିପାରେ । ସନ୍ତାନ ମାନକ ପାଇଁ ଆଜି ଦିନଟି ଅନୁକୂଳ ନୁହେ ।
ଧନୁ: ଏହି ରାଶିର ଲୋକ ମାନେ ନିଜ ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସହ ଆପଙ୍କର ଭଲ ସମ୍ଭଧ ରହିବ । ଯାହା ଫଳରେ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିଦେବ । ସମାଜରେ ଆପଣଙ୍କ ମାନ ସମାନ ବୃଦ୍ଧି ହେବ । ସେଥି ପାଇ ଆପଣ ସବୁ କ୍ଷେତ୍ରରେ ସଫଳ ହେବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ମାତା ପିତାଙ୍କର ଆଶୀର୍ବାଦ ଆପଣଙ୍କ ଜୀବନରେ ନୂଆ ଉନ୍ନତି ଆଣିଦେବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ ।
ମକର :ଏହି ରାଶିର ଲୋକ ମାନଙ୍କର ନିଜ ଭାଇ ଭଉଣୀଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ବିଦ୍ୟାର୍ଥୀ ମାନେ ନିଜ ଜୀବନରେ ସଫଳ ହେବେ । ଧନ ଲାଭର ଯୋଗ ରହିଛି । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ସମାଜରେ ଆପଣ ପ୍ରଶଂସାର ପାତ୍ର ହେବେ । କୌଣସି ଠକ ଲୋକଙ୍କ ଥାଉର ନିଜକୁ ଦୂରେଇ ରଖନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବ୍ୟବସାୟରେ ଜଡିତ ଲୋକମାନଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କ ଭବିଷ୍ୟତ ପାଇଁ ଭଲ ସମୟ ରହିବ । ନିଜ ପରିବାର ଲୋକଙ୍କର ଯତ୍ନ ନିଅନ୍ତୁ । ଛାତ୍ର ମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନେ ନିଜ ପରିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । ଆପଙ୍କ ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଭଲ ସମ୍ଭନ୍ଧ ରହିବ । ଛାତ୍ର ମାନଙ୍କ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାର ଆଶଙ୍କା ରହିଛି । ନିଜ ଜୀବନ ସାଥିଙ୍କ ସହ କୌଣସି କାରଣରୁ ମନାନ୍ତର ହୋଇପାରେ । ସେଥି ପାଇଁ ନିଜ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମୀନ: ଏହି ରାଶିର ଲୋକ ମାନଙ୍କର ଦିନ ଆଜି ଭଲ ରହିବ । ଚାକିରି କରିଥିବା ଲୋକ ମାନକର ନୂଆ ପଦ ମିଳିବାର ଯୋଗ ରହିଛି । କର୍ମଚାରୀ ମାଙ୍କୁ ନୂଆ ସୁଯୋଗ ମିଳିପାରେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧା ହୋଇପାରେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ସନ୍ତାନ ମାନଙ୍କ ପାଇଁ ଖୁସି ଖବର ମିଳିପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment