ଆଜିର ରାଶିଫଳ ଗୁରୁବାର ୨୭ ମଇ ୨୦୨୧

ମେଷ: ଆପଣ ଆଗ ଅପେକ୍ଷା ଭଲରେ ରହିବ । ଆପଣ ନିଜ ଅପେକ୍ଷା ନିଜ ପରିବାର ପାଇଁ ଚିନ୍ତା ରେ ରହିବ । ଆପଣ ଅଧିକ ପରିଶ୍ରମ ନ କରି ମଧ୍ୟ ପରୀକ୍ଷାରେ ସଫଳ ରହିବ । ମାତ୍ର ଆପଣ ଆସା କରୁଥିବା ଫଳ ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣ ନିଜେ ପରିଶ୍ରମ କରିବେ । ଏହି ସମୟ ଆସା ର ସମୟ ଅଟେ । ଆପଣଙ୍କୁ ଅନ୍ୟ ଜାଗାରୁ ଚାକିରି ପାଇଁ ଅଫାର ଆସିପାରେ । ଆପଣ ଯଦି ଚାହିଁବେ ନିଜ କାମକୁ ଭଲଭାବେ କରି ନିଜ ଉପର କର୍ମଚାରୀଙ୍କୁ ଆପଣ ଖୁସି କରି ପାରିବେ । ଆପଣ ନିଜକୁ ବାହାର ସମସ୍ଯା ଠାରୁ ଦୂରେଇ ରଖନ୍ତୁ ।
ବୃଷ: ଆପଣଙ୍କ ସମୟ ଭଲ ରହିବ୍ବ ଭାଗ୍ଯର ସମ୍ପୂର୍ଣ ସହଯୋଗ ମିଳିବ । ଆପଣଙ୍କ ଜୀବନର ଉର୍ନତ୍ତି ଆପଣଙ୍କ ଉପରେ ନିର୍ଭର କରେ କି ଆପଣ କିଭଳି ଭାବେ ନିଜର ବ୍ୟବହାର ଠିକ କରୁଛନ୍ତି । ଆପଣଙ୍କ ପାଇଁ ଏହା ଭଲ ହେବାକୀ ଆପଣ ନିଜ ବ୍ୟଭାର ବଦଳାଇବେ । ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ଦେଖିବେନି ନିଜ କୁ ଆପଣ ନିଜ ସହ ତୁଳନା କରିବେ । ଆପଣ ଖୁବ ପ୍ରଭାବଶାଳି ବ୍ୟକ୍ତି ହୋଇ ପାରିବେ ।
ମିଥୁନ: ଆପଣ ସବୁ ଜିନିଷକୁ ନିଜ ଅଧୀନରେ ଆଣିବାକୁ ଚେଷ୍ଟା କରନ୍ତୁନି । ଆପଣ ଯଦି ନିଜ ହିସାବରେ ଜିନିଷକୁ କରିବା ପାଇଁ ଚେଷ୍ଟା କରିବେ ଖୁବ ଅସୁବିଧା ହେବ । ଆପଣଙ୍କୁ ଟିକେ ସାବଧାନୀର ସହ ନିଜ କାମ କରିବାକୁ ପଡିବ ଏହାର କାରଣ ହେଉଛି ଆପଣ ଯଦି ଟିକେବି ଲୋକଙ୍କ ସହ ଅଧିକ ମିସିବେ ସେମାନେ ଆପଣଙ୍କ ଫାଇଦା ନେବା ପାଇଁ ଚେଷ୍ଟା କରିବେ । ଏହା ବ୍ୟତିୟ ଆପଣଙ୍କ ଜୀବନରେ ସବୁକିଛି ଭଲ ବିତିବ ଆପଣ ନିଜ ଜୀବନକୁ ଖୁବ ଆନନ୍ଦରେ ବିତାଇବେ ଆପଣ ନିଜ ପରିବାର ସହ ଖୁବ ଭଲରେ ରହିବେ ।
କର୍କଟ: ଆପଣ ନିଜ ବ୍ୟାପାର କାମରେ ବାହାରକୂ ଯିବା ଭଳି ପରିସ୍ଥିତି ଆସିପାରେ, ମାତ୍ର ଏହାକୁ ଆପଣ କିଛି ଅଲଗା ଭାବେ ଏହାର ସମାଧାନର ରାସ୍ତା ବାଛନ୍ତୁ । ଆପଣଙ୍କ ଭାବନା ଅନ୍ୟ ମାନଙ୍କ ପାଇଁ ଯାହା ଅଛି ତାହା ଆପଣଙ୍କ ପରିବାର ପାଇଁ ସମସ୍ଯା ସୃଷ୍ଟି କରି ପାରିବେ । ଆପଣଙ୍କ ପରୋପକାରିତା ଗୁଣ ପାଇଁ ଆପଣଙ୍କୁ ଅନେକ ଲୋକ ପସନ୍ଦ କରିବେ । ଆପଣ ଅନ୍ୟ ମାନଙ୍କ ସମସ୍ଯାର ସମାଧାନ ପାଇଁ ଖୁବ ଚେଷ୍ଟା କରିବେ । ଆପଣଙ୍କ ଏହି ସମୟ ଖୁବ ଭଲରେ ଜୀବ ଆଜି ଆପଣ କିଛି ନୂଆ ଜୀବନର ଅନୁଭୂତି କରିବେ ।
ସିଂହ: ଆପଣଙ୍କ କ୍ଯାରିୟର ପାଇଁ ଏହା ଭଲ ଅଟେ । ଆପଣ ନିଜ କାମରେ ଭଲ ପ୍ରଦର୍ଶନ କରି ବିଦେଶରେ ଆପଣ ନିଜ କାମ ପାଇଁ ଯାଇ ପାରିବେ । ଆପଣ ନିଜ ଉପରେ ବିସବାଶ ରଖନ୍ତୁ ଓ ସମୟ ସହ ନିଜକୁ ଖୁବ ଆଗକୁ ନେଇ ଚାଲନ୍ତୁ । ଆପଣ ଯଦି ଜେନ ବ୍ୟବସାୟୀ ଅଟନ୍ତି ଆପଣ ନିଜ ପାଇଁ ନୂଆ ନିବେଶ କରିବା କଥା ଅଭି ଚିନ୍ତା କରନ୍ତୁନି । ଆପଣଙ୍କ ପରିବାରରେ ଅନେକ ଥର ହୋଇ ଥିବା ଝଗଡାର ସମାଧାନ ମିଳିଯିବ । ଆପଣଙ୍କ ଅଧୁରା ଥିବା କାମ ଆଜି ସମ୍ପୂର୍ଣ ହେବାକୁ ଯାଉଛି । ଆପଣଙ୍କ ଉପରେ ଭଗବାନ ଶନୀଙ୍କ ଶୁଭ ଦ୍ରୁଷ୍ଟି ଥିବାରୁ ଆପଣ ଖୁବ ଖୁସସି ପାଇବେ ଆଜି ।
କନ୍ୟା: ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କ କିଛି କାମ ଲୋକଙ୍କୁ ପ୍ରଭାବିତ କରିବ ଖୁବ । ଆପଣଙ୍କ ମା ବାପା ଆପଣଙ୍କୁ ଖୁବ ସାହାଜ୍ଯ କରିବେ ଆପଣଙ୍କୁ । ଆପଣଙ୍କ ପରିବାରରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ ପରିବାର ଲୋକମାନେ ଆପଣଙ୍କ ଉର୍ନତ୍ତି ରେ ଆପଣଙ୍କୁ ଖୁବ ସାହାଜ୍ଯ କରିବେ । ଆପଣଙ୍କ ମନଗଳ ଭଲ ଥିବାରୁ ଆପଣ ଅଚଳ ସମ୍ପତି କିଣିବାର ଯୋଗ ଅଛି । ଆପଣଙ୍କୁ ଅନେକ ସୁଯୋଗ ମିଳିବ ଆପଣ ଏହାର ସଠିକ ଭାବେ ଉପଯୋଗ କରିବେ । ଆପଣ କିଛି ରୁଟି କିମ୍ବବା ଆପଣଙ୍କ ସକ୍ଷମ ଅନୁସାରେ ଆପଣ କିଛି ଖାଦ୍ଯ ପଦାର୍ଥ କୁକୁରମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ । ଆପଣଙ୍କୁ ଏହା ଦ୍ଵାରା ସଠିକ ଓ ଭୁଲ କଣ ବାଛିବାର ବୁଦ୍ଧିର ଆଶୀର୍ବାଦ ମିଳିବ ।
ତୁଳା: ଆପଣଙ୍କ ଦିନ ଆଜି ଖୁବ ଭଲ ଜୀବ ଆପଣଙ୍କୁ ଆଜି ନିଜ କାମ କୁ ନେଇକି କିଛି ଅଲଗା ପ୍ରକାର ଚିନ୍ତା ଆଶିବ ଓ ଆପଣ ଏଥି ପାଇଁ ନିଜକୁ ଖୁବ ତତ୍ପର ରଖିବେ । ଆପଣ ଖୁବ ମୋଜ ମଜଲିଶ ରେ ନିଜ ଡିଆଙ୍କୁ ବିତାଇବେ । ଆପଣଙ୍କ ଭିଆତ୍ରୁ ଯେଉଁ ମାନେ ଟେକନିକାଲ ଲାଇନ, ଲଲିତ କଳା, ରେ ଅଛନ୍ତି ସେମାନେ ଖୁବ ଅଗଗ୍ରନୀ କରିବେ ଏହି ସମୟରେ । ଆପଣଙ୍କ କିଛି ବନ୍ଧୁ ମାନେ ଆପଣଙ୍କୁ ଖୁବ ସାହାଜ୍ଯ କରିବେ । ଆପଣ ନିଜ ପାଇଁ ଓ ସମଗ୍ର ଦେଶର ଊର୍ଣ୍ଣତି ପାଇଁ ସର୍ବଶ୍ରେଷ୍ଟ ପ୍ରୟାଶ କରିବେ ଯାହା ଦ୍ଵାରା ଆପଣଙ୍କୁ ସାଭୁ ଖୁବ ପ୍ରଶଂସା କରିବେ ।
ବିଛା: ଆପଣଙ୍କ ଆଜିର ଦିନ ଟିକେ ଭଲ ଟିକେ ଚିନ୍ତାର ସହ ଜୀବ । ଆପଣ ନିଜ ପଦାକୁ ନେଇ ଟିକେ ଚିନ୍ତା ରହିବେ । ଯେଉଁ ମାନେ ରାଜନୀତି କିମ୍ବା କିଛି କମ୍ପାନୀରେ ଚାକିରି କରିଛନ୍ତି ସେମାନଙ୍କୁ ଟିକେ ପଇସାର ଅଶୁବିଧା ହୋଇ ପାରେ ଆଜି । ଆପଣଙ୍କ ପାରିବାରିକ ଜୀବନ ଖୁବ ଭଲ ଜୀବ କିଛି ଦୂର ବନ୍ଧୁମାନଙ୍କ ପାଖରୁ ଆପଣଙ୍କୁ କିଛି ଖୁସି ଖବର ମିଳି ପାରିବ । ଆପଣ ଯଦି ନିଜର ଚୀନତାରୁ ମୁକ୍ତି ପାଇବା ପାଇଁ ଚହୁଁଛନ୍ତି ତେବେ ଆପଣ ଚିନ୍ତା କରିବା ବନ୍ଦ କରି ଦିଅନ୍ତୁ । ଆପଣ ନିଜ ଆଗରେ ଥିବା ଭଲ ସମୟ କୁ ଦେଖନ୍ତୁ । ଆପଣ ଆଜି ହଳଦିଆ ବସ୍ତ୍ର ଧାରଣ କରନ୍ତୁ ଓ କିଛି ଦାନ ଦକ୍ଷିଣା ଦିଅନ୍ତୁ । ଆପଣଙ୍କୁ ନିଜ ଚିନ୍ତାରୁ ମୁକ୍ତି ମିଳିବ ।
ଧନୁ: ଆପଣ ଦିନ ଉତ୍ତମ ରହିବ । ଆପଣ ନିଜ ଜୀବନସାଥି ସହ କିଛି ଭଲ କାମରେ ନିଜକୁ ମାଙ୍ଗଳିକ କାମରେ ସାମିଲ ରହିବେ । ଆପଣ ନିଜ ପରିବାର ପାଇଁ କିଛି ଭଲ କରିବା ପାଇଁ ଚେଷ୍ଟା କରିବେ । ଆପଣ ନିଜ ଜ୍ଜୀବନ ସାଥି ସହ କିଛି ଭଲ କାମ କରିବେ ଯାହା ଆପଣଙ୍କୁ ଖୁବ ଖୁସି ଦେବ । ଆପଣ ନିଜ ସମଜା ପାଇଁ କିଛି ଭଲ କାମ କରିବେ । ଏହି ସମୟ ମଧ୍ୟରେ ଯେଉଁ ମାନଙ୍କ ସନ୍ତାନ ନହିଁ ସେମାନେ ସନ୍ତାନ ପ୍ରାପ୍ତିର ଖୁସି ପାଇ ପାରିବେ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ ।
ମକର :ଆପଣଙ୍କ ଦିନ ଆଜି ଖୁବ ଆନନ୍ଦମୟ ରହିବ ଆପଣ ନିଜ ଇଚ୍ଛା ର ଚାହୁଁ ଥିବା କିଛି କାମରେ ନିଜକୁ ନିଯୋଜିତ କରି ପାରିବେ । ଆପଣ ନିଜ ପାଇଁ କିଛି ବସ୍ତୁ କିମ୍ବା କିଛି ଜାନ ବାହାନ କିଣି ପାରିବେ । ଆପଣଙ୍କ କାର୍ଜ୍ୟାଳୟରେ କାମ ଖୁବ ସହଜ ହୋଇ ଜୀବ ଆପଣଙ୍କ ପାଇଁ । ଆଜି ଆପଣଙ୍କୁ ପ୍ରମୋଶନ ମିଳିବାର ଯୋଗ ଅଛି । କିଛି ଉଚ୍ଚ ପଦରେ ଥିବା କର୍ମଚାରୀ ମାନେ ଆପଣଙ୍କୁ ଅନେକ ଭଲ ପାଇବା ଓ ସମ୍ମାନ ଦେବେ ।
କୁମ୍ଭ: ଆଜି ଆପଣ ଭାବିଥିବା କାମ ହୋଇଯିବ । ଆପଣ କିଛି ନୂଆ ବ୍ୟାପାର କରି ପାରିବେ । ଆପଣ କିଛି ଅନୁଷ୍ଠାନ କରିବେ ଯାହା ଦ୍ଵାରା ଆପଣଙ୍କ ପରିଆବର ରେ ଥିବା ସବୁ ପ୍ରକାର ଖରାପ ଗ୍ରହ ମାନଙ୍କ ପ୍ରଭାବ୍ବ କମିବାକୁ ଲାଗିବ । ଆପଣ ନିଜକୁ ଅଧିକ ଭାଗ୍ୟ ଶାଳି ଅନୁଭବ କରିବେ ନିଜ ସନ୍ତାନ ମାନଙ୍କ ପାଇଁ । ଆପଣ କିଛି ସାମାଜିକ କାମରେ ନିଜକୁ କେନ୍ଦ୍ରିତ କରିବେ । ଆପଣ ନିଜକୁ ଭଲ ବିଚାର ଭିତରେ ରଖିବେ । ଆପଣ ନିଜର ଖରାପ ସ୍ଥିତିରୁ ବାହାରି ଆସିବେ ଏହି ସମୟ ମଧ୍ୟରେ ଆପଣ ନିଜକୁ କିଛି କାମରେ ବ୍ୟସ୍ତ ରଖନ୍ତୁ ଓ ଶନି ଦେବଙ୍କ ସନିଶ୍ଚର ମନ୍ତ୍ରର ଜପ କରନ୍ତୁ ।
ମୀନ: ଆପଣଙ୍କ ଦିନ ସାମାନ୍ଯ ରହିବ । ଆପଣ ବିପରୀତ ପରିସ୍ଥିତିରେ ବୁଝି ସୁଝିକି ନିସ୍ପତି ନେବାରେ ସକ୍ଷମ ରହିବେ । ଆପଣଙ୍କୁ ଆଗକୁ ପାଠ ପଢିବାର ଆନନ୍ଦ ମିଳିବ । ଆପଣଙ୍କ ଗୁରୁ ଅନୁକୂଳ ସ୍ଥିତିରେ ଅଛି ତେଣୁ ଆପଣ ନିଜ ସୁଯୋଗ କୁ ବ୍ୟଭାର କରି ନିଜକୁ ଅଧିକ ଉପରକୁ ଉଠାଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ଆପଣ ଯଦି ନିଜକୁ ଚିନ୍ତାରେ ପକାଇବେ ତାହେଲେ ଆପଣ ଜଲ୍ଦି ଉର୍ଣତି କରିବେ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment