ଆଜିର ରାଶିଫଳ ଗୁରୁବାର ୨୯ ଏପ୍ରିଲ ୨୦୨୧

ମେଷ: ଆଜି ଆପଣଙ୍କ ଦିନ ଭଲ ରହିବ । ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । କୌଣସି ମହାନ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ: ଏହି ରାଶିର ଲୋକ ମାନେ ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ପରିବାର ଲୋକଙ୍କ ସକ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆପଣ ନିଜକୁ ଆନନ୍ଦ ମନେ କରିବେ । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେବେ କଠିନ ପରିଶ୍ରମ କରନ୍ତୁ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆପଣଙ୍କୁ ମିଳିବ । ବ୍ୟବସାୟରେ ଭଲ ଲଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ହେବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ନିଜ ଜୀବନ ସାଥିଙ୍କ ପ୍ରତି ଅଧିକ ଭାବୁକ ହେବେ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆପଣ ନିଜକୁ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆପଣକଉ ମିଳିବ । ଶିକ୍ଷକ ମାନେ ନୂଆ ପଦ ପାଇବାର ଯୋଗ ରହିଛି । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ଆର୍ଥିକ କାର୍ଯ୍ୟ ବା ଧନ ସମ୍ପତିକୁ ନେଇ କିଛି ବିବାଦ ହୋଇପାରେ । ସେଥି ପାଇଁ ଧ୍ୟାନ ରଖନ୍ତୁ
କର୍କଟ: ଆଜି ଆପଣଙ୍କ ଦିନ ସାମାନ୍ଯ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ କିଛି ସମୟ ପାଇଁ ମନାନ୍ତର ହୋଇପାରେ । ସେଥି ପାଇଁ ଧ୍ୟାନ ରଖନ୍ତୁ । କର୍ମ କ୍ଷେତରେ ଆପଣ ନିଜ ପରିଆରମର ଫଳ ଆଜି ପାଇବେ । ମାତା ପିତାଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । କୌଣସି ଅଟକି ଯାଇଥିବା ପୁରୁଣା କାମ ଆଜି ପୂରଣ ହେବାକୁ ଯାଉଛି । ନିଜ ଭୁଲ ଉପରେ ଧ୍ୟାନ ଦିଅନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ ।
ସିଂହ: ଏହି ରାଶିର ଲୋକ ମାନଙ୍କୁ ମାତା ପିତାଙ୍କ ସହ ଯୋଗ ଆଜି ମିଳିବାକୁ ଯାଉଛି । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଭଲ ଲଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବାକୁ ଯାଉଛି । ଜୀବନ ସାଥିଙ୍କ ସହ କୌଣସି ଜ୍ଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ଉପଦେଶ ମିଳିବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜ ଭବିଷ୍ୟତକୁ ନେଇ କିଛି ନୂଆ ଯୋଜନା କରି ପାରିବେ ।
କନ୍ୟା: ଆଜି ଆପଣକ ଦିନ ବହୁତ ଭଲରେ କଟିବ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆପଣ ନିଜକୁ ଧନ୍ୟ ମନେ କରିବେ । ଆପଣଙ୍କୁ ଜୀବନରେ ଅଧିକ ପରିଶ୍ରମ କରିବାକୁ ପଡିବ । ଯାହା ଫଳରେ ଆପଣ ସମସ୍ତଙ୍କ ନଜରରେ ପ୍ରଶଂସା ପାଇବେ । ଶିକ୍ଷକ ମାନେ ନୂଆ ପଦ ପାଇବାର ଯୋଗ ରହିଛି । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନନକର ସହ ଯୋଗ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ଖୁସି ଖବର ପାଇ ପାରନ୍ତି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ତୁଳା: ଏହି ରାଶିର ଲୋକ ମାନେ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ପାଇବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସମଯରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତରେ ସଫଳତା ପାଇବେ । ଭାଇ ଓ ଭଉଣୀଙ୍କ ସହ ଯୋଗ ଆଜି ମିଳିପାରେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ବ୍ୟବସାୟରେ ଭଲ ଲାଭ ହେବ । ଭବିଷ୍ୟତକୁ ନେଇ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । କାନୁନି ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ପଡୋଶୀ ଓ ପ୍ରିୟଜନ ମାନକ ସହ ଆପଣଙ୍କର ଭଲ ସମ୍ଭଧ ରହିବ ।
ବିଛା:  ଆଜି ଆପଣ ଦିନ ସାନଦାର ରହିବ । କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ମହିଳା ମାନେ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଛାତ୍ର ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ ଓ ସେଥିରେ ସଫଳ ମଧ୍ୟ ହେବେ । ଜୀବନ ସାଥିଙ୍କ ସହ ଭଲ ବୁଝାମଣା ରହିବ । ଯାହା ଫଳରେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ ।
ଧନୁ: ଏହି ରାଶିର ଲୋକ ମାନଙ୍କୁ କୌଣସି କ୍ଷେତ୍ରରୁ ଧନ ଲ୍ଭର ଆଶଙ୍କା ରହିଛି । ପରିବାରର ମାଙ୍ଗଳିକ କାର୍ଯ୍ୟକ୍ରମରେ ଆପଣ ନିଜକୁ ସାମିଲ କରିବେ । ଅଫିସରେ ଅଧିକାରୀ ମାନଙ୍କର ସମର୍ଥନ ଆପଣଙ୍କୁ ମିଳିବ । ଯେଉଁ ମାନେ ଆପଣକ ଉପରେ ନିର୍ଭର କରନ୍ତି ସେମାନକର ସହ ଯୋଗ କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିନତୁ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ଭବିଷ୍ୟତରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ ।
ମକର :ଆଜି ଆପଣକ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ଭାଇ ଓ ଭଉଣୀଙ୍କ ଜୀବନରେ ନୂଆ ଉନ୍ନତି ହେବାକୁ ଯାଉଛି । ଯାହା ଫଳରେ ଆପଣଙ୍କର ପାରିବାରିକ ବାତାବରଣ ଭଲ ରହିବ୍ନ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । ଧନ ଲାଭର ଯୋଗ ରହିଛି । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଅନ୍ୟ ସହ ଆଲୋଚନା ଅକରନ୍ତୁ । ଆଜି ଆପଣଙ୍କଳର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରୟାସ ଜାରି ରଖିବେ । ସମାଜରେ ଆପଣଙ୍କ ମାନ ସମାନର ବୃଦ୍ଧି ହେବ । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତରେ ପ୍ରଶଂସାର ପାତ୍ର ହେବେ ।
କୁମ୍ଭ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଯାହା ଫଳରେ ଆପଣ ସବୁ କ୍ଷେତରେ ସଫଳ ହେବେ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଶିକ୍ଷକ ମାନେ ନୂଆ ପଦ ପାଇବାର ଆଶଙ୍କା ରହିଛି । ଅଫିସରେ ବରିଷ୍ଠ ଅଧିକାରୀ ଓ ସହ କର୍ମୀ ମାନଙ୍କର ସମର୍ଥନ ଆପଣଙ୍କୁ ମିଳିବ । ଚାତରା ମାନେ ଉଚ୍ଚ ଶିକ୍ଷା ଚେଷ୍ଟା ଜାରି ରଖନ୍ତୁ । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି କରି ପାରିବେ ।
ମୀନ: ଏହି ରାଶିର ଲୋକ ମାନେ ପ୍ରେମ ସମ୍ପର୍କରେ ଆଗରେ ରହିବେ । ସନ୍ତାନ ମାନେ ପାଠପଢାରେ ସମସ୍ତଙ୍କ ଅପେକ୍ଷା ଆଗରେ ରହିବେ । ଭାଇ ଓ ଭଉଣୀଙ୍କ ସହ ଯୋଗ ପ୍ରାପ୍ତ ହେବ । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତରେ ସଫଳତା ପାଇବେ । ମାତା ପିତାଙ୍କ ସହ ଆପଣ ହସ ଖୁସିରେ ସମୟ ବିତାଇବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment