ଆଜିର ରାଶିଫଳ ଶନିବାର ୨୯ ମଇ ୨୦୨୧

ମେଷ: ଆପଣ ନିଜ ମାନଶୀକ ଚୀନ୍ତାରୁ ନିଜକୁ ମୁକ୍ତି କରିବେ । ଆପଣଙ୍କ ଜୀବନ ସାଥି ଓ ଆପଣଙ୍କ ଭିତରେ ଭଲ ପାଇବା ବଢିବ । ଆପଣଙ୍କ ଘରେ କିଛି ଅନୁଷ୍ଠାନ କିମ୍ବା କିଛି ଫଙ୍କସନ ହେବ ଯାହା ପାଇଁ ଆପଣଙ୍କ ପରିବାର ର ପ୍ରତେକ ବ୍ୟକ୍ତି ଏକତ୍ରିତ ହୋଇ ରହିବେ । ଏହା ଦ୍ଵାରା ଆପଣଙ୍କ ପରିବାରରେ ଭଲ ପାଇବା ବଢିବ । ଆପଣ ନିଜ ପରିବାର କିମ୍ବା ନିଜ ସାଙ୍ଗ ସାଥି ମାନଙ୍କ ଠାରୁ ଆର୍ଥିକ ସାହାଜ୍ଯ ପାଇବେ । ଆପଣ ନିଜ ବ୍ୟବସାୟ କୁ ନେଇ କିଛି ଦାଇତ୍ଵ ନେବେ ଯାହା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ଆପଣଙ୍କ ପରିବାର ଲୋକମାନେ ଆପଣଙ୍କୁ କହି ପାରନ୍ତି କି ଆପଣ ତାଙ୍କୁ ସମୟ ଦେଉ ନାହାନ୍ତି ।
ବୃଷ: ଯଦି ଆପଣ ନିଜ କ୍ଯାରିୟର କୁ ନେଇ ଆଗକୁ ନେବା ପାଇଁ ଚାହାଁନ୍ତି ତେବେ ଆପଣଙ୍କୁ ଖୁବ ସାରା ସୁଯୋଗ ମିଳିବାକୁ ଯାଉଛି । ଆପଣଙ୍କୁ ନିଜ ବ୍ୟାପାର ପାଇଁ କିଛି ଆର୍ଥିକ ସହାୟତା ମିଳିବ । ଆପଣଙ୍କ ଜୀବନରେ କିଛି ବିପଦ ଆସିବ । ଆପଣ ଖୁବ ଚତୁରାତ ସହ ନିଜକୁ ବଞ୍ଚାଇ ପାରିବେ । ଆପଣ କିଛି ଭଲ ବନ୍ଧୁ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜିର ଦିନ ମାଧ୍ୟମ ଧରଣର ଜୀବ ଆପଣଙ୍କର ।
ମିଥୁନ:ଆପଣଙ୍କ ପାଇଁ ଏହି ସମୟ ଖୁବ ଭଲ ରହିବ କାରଣ ଶୁକ୍ର ଓ ବୁଧ ଭଲ ସ୍ଥିତିରେ ରହିବ । ଆପଣଙ୍କ ଜୀବନରେ କିଛି ମାଙ୍ଗାଳିକ କାମ କରିବା ପାଇଁ ଯାଉଛନ୍ତି । କିଛି ପରିବାର ଲୋକ କିମ୍ବା ସମ୍ପର୍କୀୟ ଲୋକ ମାନେ ଆପଣଙ୍କ ଘରକୁ ଆସି ପାରନ୍ତି । ଆପଣ ନିଜ ବ୍ୟାପାରରେ ଅଧିକ ଭଲ ଉର୍ନତି କରିବେ । ଆପଣଙ୍କ ବିବାହ ପାଇଁ କିଛି ପ୍ରସ୍ତାବ ଆସିପାରେ ଯଦି ଆପଣ ଅବିବାହିତ ଅଟନ୍ତି ।
କର୍କଟ: ଆପଣଙ୍କ ଭାଇ ଭଉଣୀ ସହ ଆପଣଙ୍କ ସମ୍ପର୍କ ଭଲ ରହିବ ଆପଣ ଯଦି ଚାହିଁବେ କିଛି ଭଲ ଆୟୋଜନ କରି ପରିବାର ଲୋକଙ୍କୁ ଖୁସି ଦେଇ ପାରିବେ । ଏହି ସମୟ ମଧ୍ୟରେ ଆପଣଙ୍କୁ କିଛି ଧନ ପ୍ରାପ୍ତି ହେବାର ଯୋଗ ଅଛି । ଆପଣ କିଛି ଭଲ ଡିଲ କରି ପାରନ୍ତି । ଆପଣଙ୍କୁ ନିଜକୁ ଉପରକୁ ଉଠାଇବା ପାଇଁ ଅନେକ କଠିନ ପରିଶ୍ରମ କରିବାକୁ ପଡିବ । ଏହି ସମୟରେ ଆପଣ ଯଦି କେଉଁ ଜାଗାକୁ ଯାତ୍ରା କରିବା ପାଇଁ ଚିନ୍ତା କରୁଛନ୍ତି ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖନ୍ତୁ
ସିଂହ: ଆପଣ ଯାହାକୁ ବିବାହ କରିବା ପାଇଁ ଚାହୁଁଛନ୍ତି ଆପଣ ତାଙ୍କୁ ବିବାହ କରି ପାରିବେ । ଆଜି ଦିନ ଆପଣଙ୍କ ପାଇଁ ଖୁବ ଶୁଭ ଅଟେ । ଆପଣ ନିଜ ପରିବାର ଠାରୁ କିଛି ଦିନ ପାଇଁ ଦୁରରେ ରହି ପାରନ୍ତି ଯାହା ପାଇଁ ପରିବାର ଲୋକମାନେ ସାମାନ୍ଯ ରାଗି ପାରନ୍ତି ଆପଣଙ୍କ ଉପରେ । ଆପଣ ଆଜି କିଛି ନିସ୍ପତି ନେଇ ପାରନ୍ତି ନିଜ ପିଲାଙ୍କୁ ନେଇକି ଯାହା ଆପଣଙ୍କୁ ପରିସ୍ଥିତି କୁ ଦେଖିକି ନେବାକୁ ପଡି ପାରେ । ଆପଣଙ୍କୁ ଅନେକ ଲୋକ ଆପଣଙ୍କ ନିସ୍ପତି ପାଇଁ ପ୍ରଶଂସା କରି ପାରନ୍ତି । ଆପଣ ପରିଶ୍ରମ କରି ଚାଳନ୍ତୁ ଆପଣଙ୍କୁ ସମୟ ଆସିଲେ ଏହାର ଶୁଭ ଫଳ ମିଳିବ ।
କନ୍ୟା: ଏହି ରାଶିର ଲୋକମାନେ ନିଜ ପରିବାର ପାଇଁ ଯାହା କରିବେ ସେଥିରେ ଯେତିକି ଖୁସି ନ ହେବେ । ତାହା ଅପେକ୍ଷା ସେମାନେ ନିଜ ସାମାଜିକ କାମରେ ନିଜକୁ ଖୁବ ଶାନ୍ତି ଦେଇ ପାରିବେ । ଯଦି ଆପଣ କିଛି କଥା କୁ ମନରେ ରଖିଛନ୍ତି ତେବେ ଆପଣ ଏହାକୁ ନିଜ ପରିବାର ସହ କଥା ହେଇକି ଏହାର ବାଟ କାଢି ପାରିବେ । ଜଦି ଆପଣ ଚୁପ ରହିବେ ତାହେଲେ ଆପଣ ନିଶ୍ଚିତ ଭାବେ ନିଜକୁ ଚିନ୍ତାରେ ପକେଇବେ । ଆପଣଙ୍କ ପ୍ରଶଂସା ଶୁଣିକି କିଛି ଲୋକମାନେ ଆପଣଙ୍କ ନାମରେ ଅନେକ କଥା କହିବେ ଆପଣ ଏହାକୁ ଧ୍ୟାନ ଦିଅନ୍ତୁନି । ନିଜ କାମରେ ନିଜକୁ ବ୍ୟସ୍ତ ରଖନ୍ତୁ ଓ ନିଜକୁ ଖୁସି କରୁଥିବା କାମ କରନ୍ତୁ ।
ତୁଳା: ଆପଣଙ୍କ ଆଜିର ଦିନ ଖୁବ ଭଲ ଜୀବ । ଆପଣ ନିଜ ପରିବାର ସହ କିଛି ମାଙ୍ଗଳିକ କାମରେ ନିଜକୁ ବ୍ୟସ୍ତ କରି ପାରିବେ । ଆପଣ ଟିକେ ଧର୍ଯ୍ୟ ରଖନ୍ତୁ କି ଆପଣ ଜିନିଷ କୁ ସମ୍ଭାଳି ପାରିବେ । ଆପାଣ ମାନେ ରଖନ୍ତୁ କି କିଛି ଜିନସ ସମ୍ଭାଳିବା ପାଇଁ ସମୟ ନିଏ । ଆପଣ କିଛି ଦିନ ପାଇଁ ନିଜକୁ ଏକ ବିରତି ଦିଅନ୍ତୁ ଓ କିଛି ସମୟ ପାଇଁ ଏକା ରହିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ସଫଳତା ମିଳି ପାରିବ । କିଛି ଏଭଳି ଘଟଣା ହୋଇ ପାରେ ଯାହା ଆପଣଙ୍କ ଜୀବନରେ ପ୍ରାଥମିକତାକୁ ବଦଳାଇ ଦେଇ ପାରେ । ଆପଣ ନିଜକୁ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ କରି ପାରିବେ । ନିଜ ଉପରେ ଭରସା ରଖନ୍ତୁ ଓ ସବୁ ଦିନ କିଛି ଖାଇବା କୁ ଦିଅନ୍ତୁ ପାରା ମାନଙ୍କୁ ।
ବିଛା: ଆପଣଙ୍କ ଆମଦାନୀ ଖୁବ ବଢିବାରେ ଲାଗିବ । ଆପଣ ନିଜ ଉପରେ ଅଙ୍କୁଶ ଲଗାନ୍ତୁ । ଆପଣ ପ୍ରେମରେ ସଫଳତା ପାଇ ପାରିବେ । ପରିବାର ସହ ଆପଣ କିଛି ଖାସ କରିବେ ଯାହା ପାଇଁ ସେମାନଙ୍କ ପାଖେ ଆପଣଙ୍କ ମହତ୍ଵ ବଢି ଜୀବ । ଆପଣ ଖୁବ ପରିଶ୍ରମୀ ହୋଇ ପାରିବେ ଓ ନିଜ ପରିସ୍ଥିତି କୁ ବଦଳାଇ ପାରିବେ । ଆଜି ଆପଣ କିଛି ଗରିବ ଲୋକଙ୍କୁ ଖାଇବାକୁ ଦେଇ ନିଜ ଗ୍ରହକୁ ଶାନ୍ତ କରି ପାରିବେ । ଆପଣଙ୍କ ଶରୀର ଭଲ ରହିବ । ଆପଣଙ୍କ ମାନସିକ ସ୍ଥିତି ଟିକେ ଖରାପ ଓ ଟିକେ ଭଲ ରହିବ । ଆପଣ ଚାହୁଁଥିବା କାମ ଏତେ ସହଜ ନୁହେଁ ମାତ୍ର ଏହା କଷ୍ଟ ମଧ୍ୟ ନୁହେଁ ।
ଧନୁ: ଆପଣ ନିଜ ଶୁଭକାଙ୍ଖି ଙ୍କ ସାହାଜ୍ଯ ପାଇବେ । ଆଜି ଆପଣ ଖୁବ ଭଲରେ ଦିନକୁ ବିତାଇବେ । କିଛି ଚିନ୍ତା ଆସିପାରେ ନିଜ ପିତା ମାତାଙ୍କ ସ୍ଵାସ୍ଥକୁ ନେଇକି । ଆପଣ ଏହାର ସାମନା କରି ପାରିବେ ଆଜି କାଲିର ପରିବେଶକୁ ଦେଖିକି କିଛି ଖରାପ ଚିନ୍ତା କରନ୍ତୁ ନି । ନିଜେ ଟିକେ ଖାଇବା ପିବା ର ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କୁ କିଛି ଭଲ ଅନୁଭବ ରହିବ । କିଛି ଭଲ ସଙ୍କେତ ଆସିପାରେ ଆପଣଙ୍କ ପରିବାର ପାଇଁ । ଆପଣ ସମୟ ହାତରେ ସବୁ କିଛି ଛାଡି ଦିଅନ୍ତୁ ଏହା ସବୁ ଠାରୁ ବଡ ଔଷଧ ଅଟେ ।।
ମକର :ନିଜ ପରିବାର ପାଇଁ ଥିବା କର୍ତ୍ତବ୍ୟ ଆପଣ କରିବେ । ଏହା ପାଇଁ ଆପଣ କେବେବି ପଛକୁ ହଟିବେନି । ଆପଣ ନିଜ ପରିବାର ପାଇଁ କିଛି ତ୍ୟାଗ ଆଜି କରି ପାରନ୍ତି । ଆପଣଙ୍କ ଶତ୍ରୁ ପାଇଁ ଆପଣ ସବୁବେଳେ ଏକ କଣ୍ଟା ହୋଇ ରହିବେ । ଆପଣ ଆଜି କିଛି ଭଲ ବହି ପଢୀ ପାରନ୍ତି କିମ୍ବା ଆପଣ କିଛି ଶିକ୍ଷଣୀୟ ଜିନିଷ ଜାଣି ପାରିବେ । ଆପଣ ନିଜ ଜୀବନରେ ଏହି ଶିକ୍ଷା କୁ ନିଶ୍ଚିତ ଭାବେ ଲଗାନ୍ତୁ ।
କୁମ୍ଭ: ଏହି ସମୟ ଆପଣଙ୍କ ପାଇଁ ଖୁବ ଖୁସି ଦାୟକ ରହିବ । କିଛି ଭଲ ସମୟ ଆପଣ ବିତାଇବେ ନିଜ ସାଙ୍ଗ କିମ୍ବା ସହ ପାଠୀଙ୍କ ସହ ଯାହା ଦ୍ଵାରା ଆପଣ ଯେବେ ପରସ୍ପର ଠାରୁ ଦୂରେଇ ଥିବେ ତାହେଲେ ଆପଣ ଏହାକୁ ମନେ ପକେଇବେ । ଆପଣଙ୍କ ପରିବାରର ବାତାବରଣ ଭଲ ହେବା ପାଇଁ ଟିକେ ସମୟ ଲାଗି ପାରେ । ଆପଣଙ୍କ ସାନ ଭାଇ ଭଉଣୀ ଙ୍କ ବିବାହ ଠିକ ହୋଇ ପାରେ ଏହି ସମୟରେ । କିଛି ଆର୍ଥିକ ସ୍ଥିତି ଏପାଖ ସେପାଖ ହୋଇ ପାରିବ ।
ମୀନ: ଆପଣଙ୍କ ପାଇଁ ଆଜି ଭଲ ଦିନ ଅଟେ ଆପଣ ଭଲ ସମୟ ବିତାଇବେ । ଯେଉଁ ମାନେ ନିଜ ଘର ପରିବାର ଠାରୁ ଦୂରରେ ରହିଥିଲେ ସେମାନେ ଆଜି ଘରକୁ ଆସିବା ଯୋଗ ଅଛି । ଆପଣ ନିଜକୁ ଟିକେ ଆଗକୁ ନେବାକୁ ଚେଷ୍ଟା କରନ୍ତୁ । ଆପଣ ନିଜର ଅଳସୁଆ ଗୁଣ ଛାଡି ଟିକେ ନିଜର ଯେଉଁ କାମ ଯେଉଁ ସମୟରେ କରିବା କଥା ସେ କାମକୁ ଶେଷ କରନ୍ତୁ । ଯେଉଁ ମାନେ ନିଜର କାମ ଛାଡି ଘରେ ବସିଥିଲେ ସେମାନଙ୍କୁ ଖୁବ ଭଲ ଜାଗାରେ ଚାକିରି ମିଳିବାର ଯୋଗ ଅଛି । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment