ଆଜିର ରାଶିଫଳ ରବିବାର ୩୦ ମଇ ୨୦୨୧

ମେଷ: ଆପଣଙ୍କ ପାଇଁ ଆଜି ଏକ ଭଲ ଦିନ ଅଟେ । ଆପଣଙ୍କୁ ଆଜି ଶୁଭ ଲାଭ ମିଳିବ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ନିଜ ରୋଜଗାର ପାଇଁ ଚିନ୍ତାରେ ଥିବେ ତାକୁ ଆପଣ ଭୁଲି ଜାନ୍ତୁ କାରଣ ଆପଣ ଏହି ସମୟ ମଧ୍ୟରେ ଭଲ ଜାଗାରେ ଚାକିରି ପାଇ ପାରିବେ । ଆପଣଙ୍କ ପରିବାରରେ ଭଲ ଫଳ ରହିବାର ଯୋଗ ଅଛି । ଯଦି ଆପଣଙ୍କୁ ଭଲ ଅବସର ମିଳିବ ତାହେଲେ ଆପଣ ନିଶ୍ଚିତ ଭାବେ ନିଜର ପୁରୁଣା ଚାକିରି ଛାଡି ପାରିବେ । ଆପଣଙ୍କୁ ଆପଣଙ୍କ ସହଯୋଗୀଙ୍କ ସହ ଭଲ ବ୍ୟବହାର କରିବାକୁ ପଡିବ କାରଣ ସେମାନେ ଆପଣଙ୍କୁ ଆବଶ୍ୟକତା ଆସିଲେ ସାହାଜ୍ଯ କରିବେ । ଆପଣ ମନ୍ଦିର ସଫା କରିବା କିମ୍ବବା କିଛି ଘର କାମରେ ନିଜକୁ ବ୍ୟସ୍ତ ରଖିଲେ ଭଲ ହେବ ।
ବୃଷ: ଆପଣଙ୍କ ଦିନ ଆଜି ମାଧ୍ୟମ ଜୀବ ଅନନ୍ୟ ମାନଙ୍କ ସହ ଆପଣଙ୍କ ତାଳମେଳ ଖୁବ ଭଲ ରହିବ । ଆପଣଙ୍କ ପ୍ରାୟ ଗ୍ରହ ଅନୁକୂଳ ପରିସ୍ଥିତିରେ ଥିବାରୁ ଆପଣ କିଛି ଉସ୍ଛବରେ ଭାଗ ନେଇ ପାରନ୍ତି । ଆପଣ ନିଜ ପାଇଁ ପରିଶ୍ରମ କରି ନିଜେ କିଛି ଭଲ ଜାଗାରେ ରହି ପାରିବେ । ଆପଣ ନିଜର କିଛି ଅସୁବିଧାକୁ ଖୁବ ସାଧାରଣ ଭାବେ ଗ୍ରହଣ କରନ୍ତୁ । ଆପଣ ଙ୍କ ସାକାରାତ୍ମକ ଚିନ୍ତା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ । ଆପଣ ଭଗବାନ ଶିବଙ୍କ ମନ୍ତ୍ର ୧୧ ଥର ଜପ କରନ୍ତୁ ଦେଖିବେ ଆପଣ ନିଜ ଜୀବନର ସବୁଠାରୁ ବଡ ସମସ୍ଯା ଠାରୁ ଦୂରେଇ ଯିବେ ।
ମିଥୁନ: ଆପଣ ନିଜର କର୍ମ ଖେତ୍ରରେ ଭଲ ପରିଣାମ ପାଇବେ । ଆପଣ ନିଜ ପାଇଁ ସୁବିଧା କରିବେ କିଛି ଜାନ ବାହାନ କିଣିବେ କିମ୍ବା କିଛି ଘର, ଜମି ବାବଦରେ ଆପଣ ଆଗ୍ରହୀ ପ୍ରକାଶ କରିବେ । ଆପଣ ନିଜ ଚିନ୍ତା କୁ ଖୁବ ଭଲ କରିବେ ଯାହା ପାଇଁ ପ୍ରତେକ ଲୋକ ଆପଣଙ୍କୁ ଭଲ ପାଇବେ । ଜେଭଳି ଗ୍ରହଣ ପରେ ପୁର୍ନିମା ଆସେ ସେଭଳି ଯଦି ଆପଣଙ୍କ ଜୀବନରେ ମଧ୍ୟ ସେଭଳି ଖରାପ ସମୟ ପରେ ଭଲ ସମୟ ଆସିବ । ଆପଣ ଆଜି ଟିକେ ଚିନ୍ତାରେ ରହିବେ ମାତ୍ର ଆପଣ ଏହା ପାଇଁ ଖୁବ ପରିଶ୍ରମ କରନ୍ତୁ ଫଳ ସମୟ ଆସିଲେ ଆପଣ ପାଇବେ ।
କର୍କଟ: ଆଜି ଆପଣ ଅନ୍ୟ ଦିନ ଅପେକ୍ଷା ଖୁବ ଚଞ୍ଚଲ ଅନୁଭୂତ କରିବେ । ଆପଣଙ୍କ ଗୃହରେ ଅନୁକୂଳ ସ୍ଥିତି ଆସିବ । ଆପଣ ଖୁବ ଜଲ୍ଦି କିଛି ଖଜଣା ପାଇ ପାରିବେ । ଆପଣ ନିଜ କାମରେ ଆଜି ଖୁବ ଭଲ ପ୍ରଦର୍ଶନ କରିବେ । ଆପଣ ନିଜ ପାଇଁ କିଛି ନୂଆ ରାସ୍ତା କରିବେ ଆଜି । ଆପଣ ଚାକିରି ଯଦି କରିଛନ୍ତି ନିଜ ଉପର କିମ୍ବା ସହ କର୍ମୀ ମାନଙ୍କୁ ପଚାରିକି କାମ କରନ୍ତୁ କାରଣ ଅନେକ ସମୟରେ ଆପଣ ଖୁବ ଦ୍ଵନ୍ଦରେ ରୁହନ୍ତି ।
ସିଂହ: ଆପଣ ନିଜ ପରିବାର ପାଇଁ ଆଜି ସମୟ ଦେବେ । ଆପଣ ଆଜି ଭବିଷ୍ୟତ ପାଇଁ ଚିନ୍ତା କରିବେ । ଆପଣ ଆଜି ନିଜ ବାପା ମା ଙ୍କ ସମର୍ଥନ ପାଇବେ । ଆପଣ ଆବଶ୍ୟକତା ପଡିଲେ ନିଜ ସଞ୍ଚିତ ଧନ କୁ ନିବେଶ କରି ପାରନ୍ତି । ଆପଣ ନିଜ ପିଲାଙ୍କ ସହ କିଛି ଭଲ ମୂହୁର୍ତ୍ତ ବିତାଇବେ । ଯାହା ପାଇଁ ଆପଣଙ୍କ ପିଲାମାନେ କିଭଳି ଅନୁଭବ କରନ୍ତି ଆପଣଙ୍କୁ ପାଖରେ ନ ପାଇକି ଆପଣ ଜାଣି ପାରିବେ । ଆପଣ ଆଜି କିଛି ଲୋକଙ୍କ ପାକହରେ ନିଜର ପ୍ରଶଂସା ପାଇବେ । ଆପଣଙ୍କ କେହି ଦୂର ବନ୍ଧୁଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇ ପାରେ ।
କନ୍ୟା: ଆଜି ଆପଣ ଯାହା ବି ନିସ୍ପତି ନେବେ ତାହା ଆପଣଙ୍କ ପାଇଁ ଓ ସମାଜ ପାଇଁ ଭଲ ଖବର ଆଣିବ । ଆପଣଙ୍କ ପରିବାରରେ ଭାଇ ଚାରା ଆବଢିବ ପ୍ରତେକ ଲୋକ ଭଲ ଖୁସିରେ ନିଜ ଦିନ କାଟିବେ । ଆପଣ ନିଜ ଆଖି ଓ କାନ ଖୋଲା ରଖନ୍ତୁ କାରଣ ଏହା ନ ହେଲେ ହୁଏତ ଆପଣଙ୍କ ପାଇଁ ଆସିଥିବା ସୁଯୋଗ ଆଊ କେହି ନେଇ ଜୀବ । ଆପଣ ନିଜ ପରିବାର ପାଖରୁ ନିଜକୁ ଟିକେ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତୁ ।।
ତୁଳା: ଆଜି ଆପଣଙ୍କ ଦାଂପତ୍ଯ ଜୀବନ ଭଲ ରହିବ ଅନେକ ଦିନର ଭୁଲ ବୁଝାମଣା ଆଜି ସରିବ । ଆପଣଙ୍କ ପାଇଁ ପାଇସ୍ଥିତି ଅନୁକୂଳ ଅଟେ ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଆପଣ ନିଜ ଜୀବନରେ ଯାହା ବି ହେବା ପାଇଁ ଚାହୁଁଛନ୍ତି ଆପଣ ନିଶ୍ଚିତ ଭାବେ ତାକୁ ହାସଲ କରିବେ । ଆପଣଙ୍କ ଭାବନା ଅଧିକ ସନ୍ତୁଳିତ ହୋଇଥିବା ଦରକାର ଯାହା ପାଇଁ ଆପଣ ସଠିକ ନିସ୍ପତି ନେଇ ପାରିବେ । ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି ଆଜି । ଆପଣ କିଛି ରୁଟି କରି ଏହାକୁ ଗାଈ କୁ ଖାଇବା ପାଇଁ ଦିଅନ୍ତୁ ଶୁଭ ଫଳ ମିଳିବ ।
ବିଛା: ଆପଣ ନିଜ କ୍ଯାରିୟର କୁ ନେଇକି ଟିକେ ଚିନ୍ତାରେ ରହିବେ । ଆପଣ ନିଜ ସାଙ୍ଗ ମାନଙ୍କୁ ଆଜି ସାହାଜ୍ଯ କରିବେ । ଆପଣ ନିଜର ସମର୍ଥକ ବଢେବା ରେ ସଫଳ ହେବେ । ଆପଣ ଆଜି ଟିକେ କାମକୁ ନେଇ ଚିନ୍ତା ରେ ରହିବେ କାରଣ ଏହି ସମୟ ଆପଣଙ୍କ ପାଇଁ ଖୁବ ଖରାପ ଅଟେ । ଆପଣ ନିଜକୁ ଆଜି ନିଜର ନିୟନ୍ତ୍ରଣ ରେ ରଖନ୍ତୁ । ଆଜି ଆପଣ ନିଜ କର୍ତ୍ତବ୍ୟରୁ ବିମୁଖ ହେବେ ।
ଧନୁ: ଆପଣ କରିଥିବା ଭୁଲ ପାଇଁ ଆଜି ଆପଣ ନିଜକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜକୁ ଆସୁବିଧାରେ ପକାଇବେ ଯଦି ଆପଣ ନିଜ କାମକୁ ଠିକ ଭାବେ ନକରି ଅନ୍ୟକୁ ଏହାର ଦାଇତ୍ଵ ଦେବେ । ଆପଣଙ୍କ ପାଇଁ ଚିନ୍ତା ର ଦିନ ରହିବ ଆଜି ଏହା ଆପଣଙ୍କ ଜୀବନକୁ ପ୍ରଭାବିତ କରି ପାରେ । ଆପଣ କିଛି ବି ନିସ୍ପତି ଏକା ନ ନେଇ ନିଜ ପରିବାର ସହ ଆଲୋଚନା କରି ନିଅନ୍ତୁ ।
ମକର :ଆଜି ଆପଣଙ୍କ ଦିନ ଭଲ ଜିବ ଆଜି ଆପଣ ନିଜ କୁ ଏକ ମୁକ୍ତ ମଣିଷ ଭାବେ ଅନୁଭବ କରିବେ । ଯଦି ଆପଣ କିଛି ଭଲ ଜିନିଷ ଗ୍ରହଣ କରିବା ପାଇଁ ଚେଷ୍ଟା କରୁଛନ୍ତି ତାହେଲେ ଆପଣ ଏହାକୁ ଭଲ ଭାବେ ଶିଖନ୍ତୁ ଓ ଏହାକୁ କାମରେ ଲଗାନ୍ତୁ । ଆପଣ କିଛି କ୍ଷୀର ଗରିବ ପିଲା ମାନଙ୍କୁ ଦିଅନ୍ତୁ ଆପଣଙ୍କ ଭଲ ହେବା ସହ ଏହି ପରିସ୍ଥିତିରେ ଥିବା କିଛି ଲୋକମାନେ ମଧ୍ୟ ଭଲ ଖାଇବା ପାଇଁ ପାଇବେ ।
କୁମ୍ଭ: ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଯଦି ଆପଣ ପ୍ରତିଯୋଗିତାରେ ଭାଗ ନେବେ ଆପଣ ହିଁ ଜିତିବେ । ଆପଣଙ୍କ ମା ଙ୍କ ଘର ତରଫରୁ ଆପଣଙ୍କ ପାଇଁ କିଛି ଭଲ ଖବର ଅଛି । ଆପଣଙ୍କ ପିଲା ମାନେ ଆଜି ଆପଣଙ୍କ ଆଗରେ ଜିଦି କରି ପାରନ୍ତି । ଆପଣ ନିଜ ପିଲାଙ୍କୁ ଆୟତ କରିବା ପାଇ ସେମାନଙ୍କ ଉପରେ ହାତ ଉଠାନ୍ତୁନି । ଆପଣ ଙ୍କ ଦୂର ଯାତ୍ରା କିମ୍ବା ଯଦି ବ୍ୟାପାର ପାଇଁ କେଉଁ ଆଡେ ଜୀବା ପାଇଁ ବାହାରିଛନ୍ତି ତାହେଲେ ଆପଣ ଯାଇ ପାରିବେ ନି ଅଭି ଆପଣଙ୍କୁ ନିଜ କାମ ଏହି ଠାରେ ରହି କରିବାକୁ ପଡି ପାରେ । ଆପଣ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।
ମୀନ: ଆପଣଙ୍କ ସହକର୍ମୀ ମାନଙ୍କ ପାଖରୁ କିଛି ଭଲ ଖବର ପାଇ ପାରିବେ ଆପଣ ନିଜ ପାଇଁ ଜେଭଳି କି ଆପଣଙ୍କ ପ୍ରମୋଶନ ହେବା କଥା କିମ୍ବା ଆଉ କିଛି । ନିଜ ଘରେ ରହି ଆପଣ ନିଜ ପରିବାର ସହ କିଛି ସମୟ ବିତାଇବା ପାଇଁ ସୁଯୋଗ ପାଇବେ । ଆପଣ ନିଜର ଶରୀରର ବିଶେଷ ଧ୍ୟାନ ରଖନ୍ତୁ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଆପଣଙ୍କର ସାମର୍ଥ୍ୟ ପ୍ରଭାବରେ କିଛି ଭଲ କାମ କରିବେ । ଆପଣ ସକାଳୁ ଉଠିକି ନିଜ ହାତ ପାପୁଲି କୁ ଦେଖନ୍ତୁ ଓ ସ୍ନାନ ସାରି ନିଜ ଆରାଧ୍ୟ ଦେବଙ୍କୁ ଆରାଧନା କରନ୍ତୁ । ନିଜକୁ ଅଧିକ ଚିନ୍ତା ପାଖରୁ ଦୂରେଇ ରଖନ୍ତୁ । ଏହି ସମୟ ଭିତରେ ଆପଣ ଖୁବ ଉପରକୁ ଯିବେ । ଆପଣ କିଛି ଜିନିଷ କିଣିବେ ଯାହା ନିଜ ପସନ୍ଦର ଜିନିଷ ହୋଇଥିବ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment