ଦିଲ୍ଲୀରେ ଆଉ ଏକ ସପ୍ତାହ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ଲକଡାଉନ ବୃଦ୍ଧି ପାଇଛି। ଆସନ୍ତା ସୋମବାର ଅର୍ଥାତ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ସୋମବାର ଭୋର ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

Comments (0)
Add Comment