ବିଧବା ଭର୍ତ୍ତା ଖଣ୍ଡିଏ ପାଇବାରୁ ବଞ୍ଚିତ ଅର୍ନପୂର୍ଣ୍ଣା

ଏ ଚିତ୍ର ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ପଳସମା ଗ୍ରାମର ଅର୍ନପୂର୍ଣ୍ଣା ନାଏକଙ୍କର ସ୍ବାମୀ ବିପିନି ନାଏକ ସ୍ବାମୀ ମରିବାର ଆଜକୁ ୧୮ ମାସ ବିତି ଯାଇଥିଲେ ମଧ୍ୟ ବିଧବା ଭର୍ତ୍ତା ଖଣ୍ଡିଏ ପାଇବାକୁ ଅର୍ନପୂର୍ଣ୍ଣା ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହୋଇସାରିଲେଣି ଶେଷରେ ଆମ ଗଣମାଧ୍ୟମର ସହାୟତା ଲଢ଼ିଛନ୍ତି । ଆମ ପ୍ରାଇମ୍ ନ୍ୟୁଜ ଗଣମାଧ୍ୟମ ଆଗରେ ସେ କାନ୍ଦି କାନ୍ଦି କହିଛନ୍ତି କି ସେ ସରପଞ୍ଚ ଗ୍ରାମସେବକ ଓ ବିଡିଓ ମହାଶୟକୁ ଏ ବିଷୟରେ ଜଣାଇଁ ଆସୁଥିଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣୁ ନଥିବା ଆମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Comments (0)
Add Comment