ଦୁର୍ ଦସା ନେ ଗତି କରୁଛନ୍ ବାଉଁଷ୍ କାରୀଗର୍

କଳାହାଣ୍ଡି (କୋଶଲ ନ୍ୟୁଜ) ପାଁହାତିଆ ନୁ ଉଠି କରି କିଏ ବାଉଁଷ ଖୁଜା ନୁରା ଲାଗି ଜଙ୍ଗଲ୍ ଯାଉଛନ୍ ତ ଆର୍ କିଏ ବାଉଁଷ ଘିନ୍ ବାର୍ ଲାଗି ପାଖର୍ ଗାଁ ମାନ୍ କୁ ଯାଉଛନ୍ l ଏନ୍ତା କି ବାଉଁଷ କେ ଘର୍ କେ ଆନ୍ ଲା ଉତାରୁ ତାହାକେ ପତା କାଟି କରି ସୁଖେଇ ପକାସନ୍ l ଆର୍ କିଛି ବେଲ୍ ସୁଖାଲା ଉତାରୁ ତାର୍ ପଛେ ବନେଇ ଥିସନ୍ କୁର୍ଲା ,ଡାଲା ,ପର୍ଲା ,ଟୁପ୍ଲି ବାଗିର୍ ଭିନ୍ନ ଭିନ୍ ଘର୍ କର୍ ନା ଜିନିଷ୍ l ଇ ସବୁ ବନାବାର୍ ଲାଗି ବନେ ମେହେନତ୍ ବି କର୍ବାକେ ପଡ୍ ସି l ପଢି ପିଢି ଧରି ଇ ବାଉଁଷ ତିଆରୀ ସାମାନ୍ ବନଉଛନ୍ ବାଉଁଷ କାରିଗରି ପରିବାର୍ ଲୁକେ l ଆର୍ ଇଥ୍ ରୁ ଜେନ୍ ସାମାନ ସବୁ ତିଆରୀ ହେସି ଇ ସବୁ କେ ବଜାରେ ବିକି ଥିସନ୍ ଇ ବାଉଁଷ କାରୀଗର୍ ମାନେ l ସେନୁ ଅନେ ସୁଖେ ଯାହା ମିଲ୍ ସି ସେଥ୍ ରୁ ତାଙ୍କର୍ କୁଟୁମ୍ ଚଲି ଯାଇସି l ହେଲେ ଇ ବଛ୍ ରେ କରୋନା ମହାମାରୀ ଯୁଗୁଁ ସମସିଆ ନେ ପଡିଛନ୍ ବାଉଁଷ୍ କରିଗର୍ ମାନେ l ସଡକ୍ ଘାଟ୍ ବନ୍ଦ୍ ରହେଥିବାର୍ ବେଲେ ଦୁକାନ୍ ବଜାର୍ ବି ଠିକ୍ ସେ ନାଇ ଖୁଲ୍ ବାର୍ l ଏନ୍ତାକି ଆଧ୍ ନିକ୍ ଯୁଗ୍ ନେ ପଲାଷ୍ଟିକ୍ ଆର୍ ଷ୍ଟିଲ୍ ସାମାନ୍ ର ଚାଏଦା୍ ବଢ୍ ବା କେ ଲାଗିଥିବା ବେଲେ ଲୁକେ ଇସବୁ କେ ଆଦର୍ ବି କରୁଛନ୍ l

ତାହିଁର୍ ଉତାରୁ ଆଘର୍ ଅପକ୍ଷା ଇ ପାରମ୍ପାରିକ୍ ବାଉଁଷ ସାମାନ୍ ବେପାର୍ ଧିରେ ଧିରେ କମି ଚାଉଛେ l ଯାହାର ଫଲ୍ ନେ କୁଲ୍ ବେଉଷା କେ ଛାଡି ବସ୍ଲେନ୍ ଅନେକ୍ ବାଉଁଷ୍ କାରିଗର୍ l ହେଲେ ଆଜିବି ପଶ୍ଚିମ୍ ଓଡିଶାର କୁନା କୁନା ଥି ବାଉଁଷ ମାଧ୍ଯମ୍ ନେ ଅନେକ ଘରକର୍ନା ଜିନିଷ୍ ତିଆରି ହେଉଥିବା ର୍ ଦେଖ୍ ବାକେ ମିଲୁଛେ l ବିହାଘର୍ ସିଜନ୍ ଆଏଲେ ୨ ପଏସା ରୁଜଗାର୍ କରୁଥିଲେ l ହେଲେ ଇ ବଛ୍ ରେ୍ ବିହାଘର୍ ଯାତ୍ରାପାତି ବନ୍ଦ୍ ରହେବାର୍ ଯୁଁଗ୍ ରୁ ବନାଲା ବାଉଁଷ୍ ସାମାନ୍ ସବୁ ଘରେ ପଡି ରହିଛେ l ଯାହା ଫଳନେ କାରୀଗର୍ ଇ ବାଉଁଷ୍ ସାମାନ୍ ନାଇ ବିକି ପାରି ଦୁର୍ ଦସା୍ ନେ ପଡି ରହିଛେ l

Comments (0)
Add Comment