ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୃକ୍ଷ ରୋପଣ

ଭଦ୍ରକ (କୋଶଲ ନ୍ୟୁଜ) ସାରା ବିଶ୍ବରେ କରୋନା ମାହାମାରି ଦିନ କୁ ଦିନ କିୟା ବିସ୍ତାର କରି ଥିବା ବେଳେ ଏହାକୁ ଆଖି ଆଗରେ ରଖି ବଜରଙ୍ଗଦଳ ତରଫରୁ ଚାଲିଥିବା ସେବା ସପ୍ତାହ ଅବସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରଖଣ୍ଡ ବଜରଙ୍ଗଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଅଛି ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଖଣ୍ଡ ସଂଯଜୋକ ମନ୍ମଥ ନାୟକ ଙ୍କ ଉପସ୍ଥିରେ, ସହ ସଂଯଜୋକ ରଞ୍ଜନ କୁମାର ମଲ୍ଲିକଙ୍କ ନେତୃତ୍ୱ ରେ ଏବଂ ପ୍ରମୁଖ କାର୍ଯ୍ୟକର୍ତା ଙ୍କ ସହଯୋଗ ରେ ଯଥା — ସମୁର୍ତ୍ତି ରଞ୍ଜନ ସାହୁ, ଶଙ୍କରସନ ମୋହାକୁଡ଼ ଦୀପକ ନାୟକ ସତ୍ୟଜିତ ନାୟକ ତାପସ ଜେନା ଏବଂ ଅନ୍ୟ କାର୍ଯ୍ୟକର୍ତା ଙ୍କ ସହଯୋଗ ରେ କର୍ଯ୍ୟକର୍ମଟି ସଫଳ ଅନୁଷ୍ଠିତ ହୋଇଛି।

Comments (0)
Add Comment