ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ

ଭଦ୍ରକ (କୋଶଲ ନ୍ୟୁଜ) ଅର୍ଥ ସାଜିଲା ବାଧକ ନିଜ ସ୍ବାମୀଜୀବନକୁ ବଞ୍ଚିବା ପାଇଁ ଗଣମାଧ୍ୟମ ରେ ସରକାରଙ୍କୁ ବିନୀତ ଅନୁରୋଧ କରିଛନ୍ତି ତାଙ୍କ ସ୍ତ୍ରୀ। ଭଦ୍ରକ ଜିଲ୍ଲାର ବାସୁଦେବ ପୁର ପୌରପାଳିକା ଅନ୍ତର୍ଗତ 7 ନମ୍ୱର୍ ୱାର୍ଡ ମନ୍ଦାରି ରେ ବାସ କରୁଥିବା ରାଜ କୁମାର ଦାସ କିଛି ଦିନ ପୂର୍ବରୁ ରୋଗରେ ପୀଡିତ ହୋଇ ଥିଲେ ପ୍ରଥମେ ବାସୁଦେବ ପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମେଡିକାଲ୍ ତାହା ପରେ କଟକ ସାର୍ପ ହସ୍ପିଟାଲ୍ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ତାଙ୍କ ସ୍ତ୍ରୀ ପାଖରେ ଥିବା ଟଙ୍କା ଓ ସୁନା ଗହଣା ସବୁ ବିକି ଖର୍ଚ୍ଚ କରିସାରିଲେଣି କିନ୍ତୁ ଆଉ ତାଙ୍କ ପାଖରେ ଆଉ କିଛି ସମ୍ବଳ ଶକ୍ତି ନାହିଁ ଗଣମାଧ୍ୟମ ରେ ସରକାରଙ୍କୁ ଓ ସ୍ଵଚ୍ଛା ସେବୀ ସଂଗଠନ ମାନଙ୍କୁ ବିନୀତ ଅନୁରୋଧ କରିଛନ୍ତି ଯେ ତାଙ୍କୁ କିଛି ସାହାଯ୍ୟ କଲେ ତାଙ୍କ ସ୍ବାମୀ ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବେ। ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ ବିବରଣୀ ହେଲା

ସରକାର ଏହା ଉପରେ ନଜର ପକାନ୍ତୁ।

Comments (0)
Add Comment