ଯୁବ ଯାଦବ ମହାସଭା ତରଫରୁ ଅକ୍ସିଜେନ୍_କନସେଣ୍ଟ୍ରେଟର ପ୍ରଦାନ

ଭଦ୍ରକ : ବାସୁଦେବପୁର କାରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯୁବ ଯାଦବ ମହାସଭା ତରଫରୁ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଏକଟି ଅକ୍ସିଜେନ କନସେଣ୍ଟ୍ରେଟର ଗୋଷ୍ଟି ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ ସାମନ୍ତ ଙ୍କୁ ପ୍ରଦାନ କରାଯାଇଛି। , ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ସମୟରେ, ବାସୁଦେବପୁର ରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳୁଛି, ଅନେକ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନର ବହୁଳ ଆବଶ୍ୟକତା ରହିଛି । ଏଣୁ ଏହାକୁ ଦୃଷ୍ଟି ରେ ରଖି ଯୁବ ଯାଦବ ମହାସଭା ତରଫରୁ ଏହା ପ୍ରଦାନ କରାଯାଇଛି।

Comments (0)
Add Comment