ଟିଲୋ ଆଥଲେଟିକି ଆସୋସିଏସନ ର ଉପ ସଭାପତି ମାନସ ରଞ୍ଜନ ନାୟକଙ୍କ ଆତ୍ମା ର ସଦଗଦି ନିମନ୍ତେ ଶ୍ରଦ୍ଧାଞ୍ଜଳି ସଭା ସହ ନିରବ ପାର୍ଥନା

ଭଦ୍ରକ (କୋଶଲ ନ୍ୟୁଜ) ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ର ସରପଞ୍ଚ ନିହାରିକା ରାଉତଙ୍କ ଉପସ୍ତିସ୍ଥିରେ ଆଜି ଟିଲୋ ହନୁମାନ ଜୀଉ ମିନି ଷ୍ଟାଡିୟମ ରେ, ଟିଲୋ ଆଥଲେଟିକ ଆସୋସିଏସନ ତରଫରୁ ସୂର୍ଗତ ମାନସ ରଞ୍ଜନ ନାୟକଙ୍କ ଆତ୍ମା ର ସଦଗଦି ନିମନ୍ତେ ଶ୍ରଦ୍ଧାଞ୍ଜଳି ସଭା ସହ ନିରବ ପାର୍ଥନା କରିଛନ୍ତି l ମାନସ ରଞ୍ଜନ ନାୟକ ଟିଲୋ ଆଥଲେଟିକି ଆସୋସିଏସନ ର ଉପ ସଭାପତି ଥିଲେ l ଦୁଃଖର ବିଷୟ କରୁଣାରେ ଆକ୍ରାନ୍ତ ହୋଇ ସମ ହସ୍ପିଟାଲ ରେ ଚାରି ଦିନ ଧରି ଟିଟମେଣ୍ଟ ହଉଥୁଲେ ହେଲେ ମଧ୍ୟ ଭଲ ହୋଇ ପାରିନଥିଲେ l

Comments (0)
Add Comment