ବସ ଚକା ତଳେ ପଶିଗଲା ବାଇକ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ

ଆଜି ଭୋର ସକାଳ ସମୟ ୭ଟା ହେବ ଢ଼େଙ୍କାନାଳରୁ ଅନୁଗୋଳ ପାଲଲହଡା ଅଭିମୁଖେ ଆସୁଥିବା ଯାତ୍ରୀବାହି ବସ ଦୁର୍ଗାମାଧବ OD 19K 2296 ଢ଼େଙ୍କାନାଳ ରାସଳ ତେଲଭୁଇଁ ନିକଟରେ ଧୂର୍ତ ଗତିରେ ଆସୁଥିବା ଏକ ବାଇକ ଗାଡି ସଂଖ୍ୟା OD 19G 2726 ହଟାତ ଭାରସ୍ୟାମ ହରାଇ ବସ ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ବାଇକ ଆରହିଙ୍କ ମୃତ୍ୟୁ ଘଟିଛି

ଅନିରୁଦ୍ଧ ନାୟକ

—ସମ୍ବାଦଦାତା

ଦୁର୍ଘଟଣା
Comments (0)
Add Comment