ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ନବନିର୍ମାଣ ଛାତ୍ର ସଂଗଠନ ତରଫରୁ ଜିଲ୍ଲା ବ୍ୟାପି ପେଟ୍ରୋଲ ପମ୍ପ ବନ୍ଦ

ଆଜି ସାରା ରାଜ୍ୟରେ ନବନିର୍ମାଣ ଛାତ୍ର ସଂଗଠନ ତରଫରୁ ରାଜ୍ୟବାପି ପେଟ୍ରୋଲ ପମ୍ପ ବନ୍ଦ କରାଯାଇଛି, ସେଥିରୁ ବାଦ ପଡିନି ଭଦ୍ରକ ଜିଲ୍ଲା ଆଜି ଭଦ୍ରକ ଜିଲ୍ଲାରେ ମଧ୍ୟ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରିଛନ୍ତି ନବନିର୍ମାଣ ଛାତ୍ର ସଂଗଠନ ଭଦ୍ରକ |ତୈଳ ଦରବୃଦ୍ଧି ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଜାପନ ଉପରେ ପ୍ରଭାବ ପକାଉଥିବାବେଳେ ଏହାକୁ ଦୃଢ ନିନ୍ଦା କରିଛନ୍ତି ବିଦ୍ଧିଜୀବୀ ମାନେ |

Comments (0)
Add Comment