ଦୋଳି ଓ ମିନାବଜାର ଖୋଲିବାକୁ ମିଳୁ ଅନୁମତି

ସରକାର କଟକଣାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାନିଯାତ୍ରା ଆଦିକୁ ଅନୁମତି ଦେଇଛନ୍ତି। ହେଲେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଲୋକାଭିମୁଖୀ ଏବଂ ପ୍ରସାରିତ କରୁଥିବା ଦୋଳି ଓ ମିନାବଜାରକୁ କିପରି ଉପେକ୍ଷା କରୁଛନ୍ତି ବୋଲି ଦୋଳି ଓ ମିନାବଜାର ମହାସଂଘ ଓଡ଼ିଶା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ସରକାର ଦୋଳି ଓ ମିନାବଜାର ଖୋଲିବାକୁ ଅନୁମତି ଦିଅନ୍ତୁ, ନଚେତ ଆମରଣ ଅନଶନ ଜାରି ରହିବ ବୋଲି ମହାସଂଘର ସଭାପତି ଅନନ୍ତ ଚରଣ ସାହୁ କହିଛନ୍ତି।

Comments (0)
Add Comment