ନଳକୂପ ଅଚଳ ପାନୀୟଜଳ ସମସ୍ୟା

ଖରିଆର (ଅମରେନ୍ଦ୍ର ନନ୍ଦ ):-ନୂଆପଡା ଜିଲ୍ଲା ଖରିଆର ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ ର ଗର୍ଲାପଡା ବରଗଛ ଛକ ଠାରେ ଏକ ନଳକୂପ ରହିଛି l ଏହି ନଳକୂଅରେ ପଡାବାସି ନିର୍ଭର କରନ୍ତି l ଦୀର୍ଘଦିନ ହେବ ଅଚଳ ହେବାରୁ ପାନୀୟଜଳ ସମସ୍ୟା ଦେଖାଦେଇଛି l ତୁରନ୍ତମରାମତି ପାଇଁ ପ୍ରଶାସନ ଙ୍କୁ ଜନସାଧାରଣ ଅନୁରୋଧ କରନ୍ତି l

Comments (0)
Add Comment