ଅସହାୟ ମହିଳା ର‌ ସାହାରା ସାଜିଲା ଉକ୍ତଳ ମଣି ନି଼ଃସ୍ୱାର୍ଥ ସେବା ସଙ୍ଗଠନ

ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧିନରେ ଥିବା ମିତ୍ରପୁର ଗ୍ରାମ ର ଏ ହେଉଛନ୍ତି ଟିକିଲି ବଢେଇ | ଦୀର୍ଘ ଦିନ ରୁ ତାଙ୍କ ସ୍ୱାମୀ ମରୀଯାଇଚନ୍ତୀ ତାଙ୍କ ର ଆର୍ଥିକ ସହାୟତା ଅଭାବ ଯୋଗୁ ସେ ବେଶହରା ଆଜି ତାଙ୍କ ଘରେ ଶ୍ରାଦ୍ଧ ଦିବସ ପାଇଁ ସେ ବହୁତ ଦୁଃଖିତ ଏହି ସମୟରେ ଉକ୍ତଳ ମଣି ନି଼ଃସ୍ୱାର୍ଥ ସେବା ସଙ୍ଗଠନ ର ପ୍ରତିଷ୍ଠାତା ଇଂ ଅମୁଲ୍ୟ କୁମାର ଜେନା ଙ୍କ ନେତୃତ୍ବରେ (ରାଜ୍ୟ ସଭାପତି ) କୃପାସିନ୍ଧୁ ବାରିକ (ବାବୁ ଭାଇ) ( ଜିଲ୍ଲା ସଭାପତି ) ଦୀପ୍ତି କାନ୍ତ ମହାପାତ୍ର , ନୀତେଶ ରତ୍ନ ରାଉତ , ଅଭିମନ୍ୟୁ ପାତ୍ର ,ତପନ ବେହେରା , ମୃତ୍ୟୁଞ୍ଜୟ ବାରିକ , ଚନ୍ଦନ ଦାସ , ଦେବୁ ପ୍ରସାଦ ମହାନ୍ତି , ସୁବ୍ରତ ବେହେରା ,ପହଞ୍ଚି ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଲେ ।।ଉକ୍ତଳ ମଣି ନି଼ଃସ୍ୱାର୍ଥ ସେବା ସଙ୍ଗଠନ ର ଏହି ସହାୟତା ପାଇଁ ବିଭିନ୍ନ ମହଲରୁ ଖୁବ ପ୍ରଶଂସା କରାଯାଇଛି।

Comments (0)
Add Comment