ବୌଦ୍ଧ ଜିଲ୍ଲା ରେ ପ୍ରତିଷ୍ଠା ହେବ ଆଉ ୪ ଟି ଦମକଳ କେନ୍ଦ୍ର

ବୌଦ୍ଧ (କୋଶଲ ନ୍ୟୁଜ୍) ଅବହେଳିତ ବୌଦ୍ଧ ଜିଲ୍ଲା ରେ ଜଙ୍ଗଲ ଏବଂ ଦୁର୍ଗମ ଅଞ୍ଚଳରେ ଅଧିକ ଦୂର ରେ ଦମକଳ କେନ୍ଦ୍ର ଗୁଡିକ ରହିଛି ତେଣୁ ସରକାର ଦୂରତାକୁ କମ କରିବା ପାଇଁ ଜିଲ୍ଲା ରେ ଆଉ 4 ଟି ଦାମକଲ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା କରୁଛନ୍ତି | ଉପାନ୍ତ ପାହାଡିଆ ଜଙ୍ଗଲ ଘେରା ଗାଁ ମାନଙ୍କ ରେ ଏହି ଦମକଳ କେନ୍ଦ୍ର ପ୍ରତିଷ୍ଠିତ ହେବ | ଉକ୍ତ ସ୍ଥାନ ଗୁଡିକ ହେଲା ହରଭଙ୍ଗା ବ୍ଲକ ର ଟିକରପଡା,ତଳଗାଁ, କଣ୍ଟାମାଲ ବ୍ଲକ ର ଦପଲା, ଖୁଣ୍ଟିଗୋରା, | ଦମକଳ କେନ୍ଦ୍ର ମାନଙ୍କ ରୁ ଏହାର ଦୂରତା ଅଧିକ ଥିବାରୁ ଲୋକଙ୍କ ପାଖରେ ପହଂଚି ବାରେ ବିଳମ୍ବ ହେଉଛି ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ସେସବୁ ଅସୁବିଧା ଦୂର ହୋଇ ପାରିବ ବୋଲି ଲୋକ ମାନେ ଚିନ୍ତା କରୁଛନ୍ତି |

Comments (0)
Add Comment