ଭ୍ରମର ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରେସିଡେଣ୍ଟ ଙ୍କୁ ଘରେ ପଶି ବଳତ୍କାର ଅଭଯୋଗ ରେ କୋର୍ଟ ଚାଲାଣ

ଗଞ୍ଜାମ(କୋଶଲ ନ୍ୟୁଜ):-ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମର ପୁର ଗ୍ରାମ ପଞ୍ଚାୟତ ର ପୁଷ୍ପ ସାହୁ ନାମକ ଜୈନିକ ବ୍ୟକ୍ତି ଜଣକ ଗତ ୫ ତାରିଖ ରାତି ୧୧ ଘଣ୍ଟା ସମୟରେ ତାଙ୍କ ସାହିର (ଛଦ୍ମ ନାମ ସଂଯୁକ୍ତା ) ଓ ତାଙ୍କ ଝିଅ ଓ ଝିଆରୀ ଖଟରେ ସୋଇଥିଲେ ! ତାଙ୍କ ସ୍ୱାମୀ ଙ୍କ ଘରେ ଅନୁପସ୍ଥିତ ଥିବା ର ସୁଯୋଗ ନେଇ ତାଙ୍କ ଘରେ ପଶିଥିଲେ ! ପରେ ସିଧା ତାଙ୍କ ବେଡ଼ ରୁମ କୁ ଯାଇ ତାଙ୍କ ଗୋଡ଼ ଝିକି ତାଙ୍କ ପାଟିକୁ ଚପାଇଁ ତାଙ୍କ ବେକ କୁ ଚିପି ଧକ୍କା ଦେଇ ସିଡ଼ି ରାସ୍ତାରେ ଜୋର ଜବର ଦସ୍ତ କରିଥିଲେ !ଫଳରେ ତାହାରି ଶବ୍ଦ ଶୁଣି ଝିଆରୀ ନିଦ ଭାଙ୍ଗିଥିଲା ଫଳରେ ଝିଆରୀ ପ୍ରତିବାଦ କରିଥିଲେ ହେଲେ ତାକୁ ଧମକ ଦେଲା ଯେ ଯଦି ପାଟି କରୁ ତୋ ମାଉସୀ ର ତଣ୍ଟି ଚିପି ମାରିଦେବି ତୋତେ ଆଉ ତୋ ଭଉଣୀ କୁ ବଳତ୍କାର କରି ମାରିଦେବି ! ଯେହେତୁ ଝିଆରୀ ବୟସ ୧୪+ ଏବଂ ଝିଅ ର ବୟସ 12 ବର୍ଷ ହୋଇଥିବା ହେତୁ ଭୟରେ ଘର ଭିତରକୁ ଯାଇ ଟିକେ ଚାଲାକ କରି ଝିଆରୀ ଜଣକ ତାଙ୍କ ମଉସା ଙ୍କୁ ଫୋନ କରିଥିଲେ ଯେହେତୁ ସେଦିନ ଶିବ ଚତୁର୍ଦଶୀ ଯୋଗୁ ତାଙ୍କ ସ୍ୱାମୀ ପାଖ ଗ୍ରାମର ଦୋଳବ ସଂଢ଼େସ୍ୱର ମନ୍ଦିର କୁ ଯାଇଥିଲା ଖବର ପାଇ ତୁରନ୍ତ ଘରେ ପହଁଚିଲା ବେଳକୁ ଜୈନିକ ବ୍ୟକ୍ତି ପୁଷ୍ପ ଧୋଜ ସାହୁ ଗାଡି ର ଆବାଜ ଶୁଣି ସଂଯୁକ୍ତା ଙ୍କୁ ଧକ୍କା ଦେଇ କାନ୍ଥ ଡେଇଁ ପଡିସା ବଗିଚା କୁ ଡେଇଁ ପଳେଇ ବାକୁ ଉଦ୍ୟମ ବେଳେ ତାଙ୍କ ସ୍ୱାମୀ ଦେଖି କାବୁ କରିଥିଲେ କିନ୍ତୁ ତାଙ୍କୁ ଚଖମା ଦେଇ ଖସି ଯାଇଥିଲେ ! ସେଠୁ ତାଙ୍କ ସ୍ୱାମୀ ଆସି ତାଙ୍କ ବାପା ମା ଓ ପଡିଶା ଭଦ୍ରବ୍ୟକ୍ତି ଙ୍କୁ ଡାକି ପୁଷ୍ପ ସାହୁ ଙ୍କ ଘରେ ଡାକିଥିଲେ ! ଡାକ ଶୁଣି ପୁଷ୍ପ ସାହୁ ଙ୍କ ସ୍ତ୍ରୀ ଘର ଭିତରୁ ପାଟି ଶୁଣି ବାହାରକୁ ଆସିଥିଲେ ହେଲେ ଘରେ ତାଙ୍କ ସ୍ୱାମୀ ପୁଷ୍ପ ସାହୁ ନଥିବା ଭଦ୍ରବ୍ୟକ୍ତି ଙ୍କ ଆଗରେ କହିଥିଲେ ! ରାତି ତମାମ ବି ପୁଷ୍ପ ସାହୁ ଘରକୁ ଆସୀନଥିଲା ! ଏହା ପରେ ପୀଡିତା ଙ୍କ ସ୍ୱାମୀ ରାତି ୧୨-୩୦ ରେ ନୂଆପଡା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବରାଳ ଙ୍କୁ ଯୋଗାଯୋଗ କରିଥିଲେ ଖବର ପାଇ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରି ଦୋଷୀ କୁ କାବୁ କରି ନୂଆଗାଁ ଥାନା କୁ ଆଣିଥିଲେ ! ଘଟଣା ର ତଦନ୍ତ ଆରମ୍ଭ କରି ନୂଆଗାଁ ଥାନା ଅଧିକାରୀ କିଶୋର ସାମଲ FIR କୁ ଭିର୍ତ୍ତି କରି ସେକ୍ସନ୍ସ 448,294,323,(354-A)(354-B)506 ରେ କୋର୍ଟ ଚାଲାଣ କରିଥିଲେ ଓ କୋର୍ଟ ରେ ବେଲ ନା ମଂଜୁର ପରେ ଜେଲ କୁ ପଠାଇ ଥିବା ପୋଲିସ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି !

ରିପୋର୍ଟ:- ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀ

Comments (0)
Add Comment