ଜଣେ ବୟସ୍କ ବ୍ୟକ୍ତି ପାଣିରେ ବୁଡି ନିଖୋଜ

ଜଗତସିଂହପୁର(କୋଶଲ ନ୍ୟୁଜ୍) ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ୍ ବ୍ଳକ୍ କନିମୁଳ ପଞ୍ଚାୟତ ଲଙ୍କାପଡା ଗ୍ରାମରେ ଜଣେ ବୟସ୍କ ବ୍ୟକ୍ତି ନାମ ତ୍ରିଲୋଚନ ଦାସ ବୟସ 55 ଆଜି ପାଇକା ନଦୀରେ ଗାଧୋଇବା ପାଇଁ ଯାଇଥିଲେ ତାଙ୍କର ଗୋଡ ଖସି ପାଣିରେ ବୁଡି ଯାଇଛନ୍ତି ତିର୍ତ୍ତୋଲ୍ ଅଗ୍ନିଶମ ବିଭାଗ ପାଟକୁରା ଅଗ୍ନିଶମ ବିଭାଗ ଆସି ଖୋଜା ଖୋଜି କରୁଛନ୍ତି କିନ୍ତୁ ଖବର ଲେଖିବା ଯାଏଁ କୌଣସି ସନ୍ଦାନ ପାଇ ନଥିଲେ।।

Comments (0)
Add Comment