ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ତରଫରୁମାସ୍କ ଓ ସାନିଟାଇଜର ବଣ୍ଟନ

ଜଗତସିଂହପୁର,(କୋଶଲ ନ୍ୟୁଜ୍) ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ତରଫରୁ ସଭାପତି ଅରିନ୍ଦମ ର୍ସଖେଲ ଏଵଂ ତାଙ୍କ ଭଲେଣ୍ଟିୟର ଭାଇ ମାନଙ୍କ ମିଳିତ ଉଦ୍ୟମରେ ୱାର୍ଡ ନମ୍ରର ୨ର ଲକ୍ ପଡ଼ା, ରାଜୀବ ନଗର ପଡ଼ା, ୱାର୍ଡ ନମ୍ୱର୍ ୫ ର ବାଲିଝରା ବସ୍ତି ଅଞ୍ଚଳ ୱାର୍ଡ ନମ୍ୱର୍ ୬ର ଟ୍ରେନ୍ ଲାଇନ୍ ପଡ଼ା, ଲେପୋର୍ଶୀ କଲୋନୀ, ଅଠର ବାଙ୍କୀ ପୋର୍ଟ ରେଳୱେ କଲୋନୀ ବୁଲି ଦେଖିଲେ ! ମାସ୍କ ଓ ସାନିଟାଇଜର ବାଣ୍ଟିଲେ! ମା, ଭଉଣୀ, ମଉସା, ମାଉସୀ ମାନଙ୍କ ସୁଖ ଦୁଃଖରେ ସାମିଲି ହୋଇ ସେମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ ! ଓ ସେମାନଙ୍କ ପ୍ରତ୍ୟେକ ଦୁଃଖ ସୁଖ ସମୟରେ ତାଙ୍କ ସହିତ ର୍ସଦାର୍ସଵଦା ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Comments (0)
Add Comment