ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ଜଗତସିଂହପୁର (କୋଶଲ ନ୍ୟୁଜ) ଆଜି ଦିନିକିଆ ଗ୍ରସ୍ତ ରେ ଆସି ମାନ୍ୟବର ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ଗ୍ରାମ ପଞ୍ଚାୟତ ର ଵେଲପୁର ଗ୍ରାମ ର ହାଡ଼ିବନ୍ଧୁ ସ୍ୱାଇଁ ଙ୍କ ପୁତ୍ର ସୁଦାମ ଚରଣ ସ୍ୱାଇଁ ଵୟସ-୩୩ ଯିଏକି କିଛି ଦିନ ତଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ ତାଙ୍କ ଏକାଦଶ ରେ ଯୋଗଦେଇ ଶୋକଶନ୍ତୋପ ପରିବାର କୁ ଶାନ୍ତ୍ବନା ଦେବା ସହ ସମବେଦନା ଜଣାଇଛନ୍ତି, ଏବଂ ସ୍ୱର୍ଗତ ସୁଦାମ ଚରଣ ସ୍ୱାଇଁ ଙ୍କ ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି |

Comments (0)
Add Comment