କୁଜଙ୍ଗ ବ୍ଲକ ସନ୍ତରା ଠାରେ ମହାନଦୀ ଉପରେ ଏକ ଅନ୍ତଃନଦୀ ଜଳାଶୟ ନିର୍ମାଣ ନିମନ୍ତେ ଭର୍ଚୁଆଲ ଆଲୋଚନା

ଜଗତସିଂହପୁର(କୋଶଲ ନ୍ୟୁଜ) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସନ୍ତରା ଠାରେ ମହାନଦୀ ଉପରେ ଏକ ଅନ୍ତଃନଦୀ ଜଳାଶୟ ନିର୍ମାଣ ନିମନ୍ତେ ଭର୍ଚୁଆଲ ମିଟିଂ ମାଧ୍ୟମରେ ମାନ୍ୟବର 5t ସଚିବ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ୍ ସାର୍ ଙ୍କ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିକଟରେ ନିବେଦନ କରାଗଲା ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ର ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ମାନ୍ୟବର ବିଧାୟକ ରଘୁନନ୍ଦନ ଦାସ ,ମାନ୍ୟବର ବିଧାୟକ ସମ୍ବିତ ରାଉତ , ମାନ୍ୟବର ବିଧାୟକ ବିଜୟ ଶଙ୍କର ଦାସ
ଏବଂ ଜଗତସିଂହପୁର ଜ଼ିଲ୍ଲା ଛାତ୍ର ସଭାପତି ଇଂ ସମିତ୍ କୁମାର ଲେଙ୍କା ଉପସ୍ଥିତ ରହିଥିଲେ

Comments (0)
Add Comment