ପାଚେରୀ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର

ଯାଜପୁର(କୋଶଲ ନ୍ୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପୁରୁଣାବଉଳମାଳ ଗ୍ରାମ ପଂଚାୟତ ର କାଦୁଆ ବଉଳମାଳ ପ୍ରାଥମିକ ବିଦ୍ୟାଳୟ ରେ ଅତି ନିମ୍ନ ମାନର ପାଚେରୀ ନିର୍ମାଣ କରା ଯାଉଛି. ଏ ବିଦ୍ୟାଳୟ ପାଖ ଗ୍ରାମ ରେ ଅତି ଗରିବ ଶ୍ରେଣୀ ର ସାଧାରଣ ଲୋକ ବାସ କରୁଛନ୍ତି ସେଥିପାଇଁ ଠିକାଦାର ଏ ଭଳି ନିମ୍ନ ମାନର କାମ କରୁଛନ୍ତି ତୁରନ୍ତ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେବା କୁ ଜିଲ୍ଲାପାଳ ମହୋଦୟଙ୍କୁ ସାଧାରଣରେ ଦାବି କରିଛନ୍ତି.

Comments (0)
Add Comment