ଓଡ଼ିଶାର କାଶ୍ମୀରରେ ଭୂକମ୍ପ

କୋଶଲ ନ୍ୟୁଜ୍ ବ୍ୟୁରୋ : ଓଡ଼ିଶାର କିଛି ଅଂଶରେ ଭୂକମ୍ପ ଅନୁଭୂତ ହୋଇଛି, କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡା, ରାଇକିଆ, କେ ନୁଆଗାଓଁରେ ଆଜି ରାତି ୯.୫୦ ରେ ୫ ରୁ ୬ ସେକେଣ୍ଡ ପର୍ଯ୍ୟନ୍ତ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା | 

Comments (0)
Add Comment