ବାଲିଗୁଡାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ବାଲିଗୁଡା,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ର ନୂତନ ଅଧିକାରୀ ଭାବେ ବାବା ଶଙ୍କର ସରାଫ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏଥି ପୂର୍ଵରୁ ସେ ତୁମୁଡିବନ୍ଧ ଥାନା ର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ଏଠାରେ ଯୋଗ ଦେବା ପରେ କୋଭିଡ ମୁକାବିଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଥିରେ ପୋଲିସ ର ଭୂମିକା ଗୁୁରୁତ୍ବପୂର୍ଣ୍ଣ ରହିଛି । ଏ ଦିଗରେ ଶୃଙ୍ଖଳା ର ସହ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି ।
L

Comments (0)
Add Comment