ମାଲକାନଗିରି ଜିଲ୍ଲାରେ ଓଟିଇଏଲପି ଓ ଏନ୍ ଜି ଓ ଜରିଆରେ କାର୍ଯ୍ୟକାରୀ ହେବ ୪୨ ଜଳବିଭାଜିକା ପ୍ରକଳ୍ପ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ଓ ଟି ଏଲ୍ ପି, ସମ୍ମିଳନୀ କକ୍ଷରେ ସ୍ବାଭିମାନ ବିକାଶ ପାଇଁ ୪୨ଟି ଜଳବିଭାଜିକା ପ୍ରକଳ୍ପ ର କାର୍ଯ୍ୟ ଉଦଘାଟନ ହୋଇଯାଇଛି ଏହି କାର୍ଯ୍ୟ ସହିଦ ଲକ୍ଷଣ ନାୟକ ଉନ୍ନୟନ ସମିତି କୁ ମାଲକାନଗିରି ମାଥିଲି, ପଡିଆ ଓ କାଲିମେଳା,ବ୍ଲକର ୨ ଟି କ୍ଲଷ୍ଟର ର ୨୨ଟି କ୍ଷୁଦ୍ର ଜଳବିଭାଜିକା କାର୍ଯ୍ୟଭାର ଦିଆଯାଇଥୂବା ବେଳେ ବିକାଶ ସଂସ୍ଥାକୁ ଖଇରପୁଟ ଓ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ର ୨ଟି କ୍ଲଷ୍ଟର ର ୨୦ଟି କ୍ଷୁଦ୍ର ଜଳବିଭାଜିକା କାର୍ଯ୍ୟ ଦିଆଯାଇଛି ଆଜି ଏହି ପ୍ରକଳ୍ପ କୁ ମାଲକାନଗିରି ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଖୂରାବ୍ଦୀ ବେହେରା ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଓଟିଏଲପିର ପିଓସିବି ପ୍ରୀୟବ୍ରତ ଖମାରି ଅର୍ଥ ଅଧିକାରୀ ସନ୍ତୋଷ ଦାସ ଜଳବିଭାଜିକା ଉନ୍ନୟନ ଅଧିକାରୀ ନିଳାମ୍ବର ଭତ୍ରା ଏସ୍ ଏଲ୍ ଏନ୍ ଡି ଏସ୍ ର ଅଧ୍ୟକ୍ଷ ଭାସ୍କର ବେହେରା ବିକାଶ ସଂସ୍ଥା ର ସମ୍ପାଦକ ବିବେକାନନ୍ଦ ମିଶ୍ର ଓ ସମସ୍ତ କ୍ଷେତ୍ର ବିଶେଷଜ୍ଞ ମାନେ ଯୋଗଦେଇ ଏହି ପ୍ରକଳ୍ପ ଅନ୍ତର୍ଗତ ୧୬୩ଟି ଗ୍ରାମରେ ଦିର୍ଘ ୫ ଵର୍ଷ ଧରି ସର୍ବାଙ୍ଗୀନ ବିକାଶ କରାଜିବ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷ ରୋପଣ ମୂର୍ତ୍ତିକା ସଂରକ୍ଷଣ ଜମିର ପୂର୍ନଉଦ୍ଧାର ପୋଖରୀ ଖନନ କୃଷୀ ଓ କୃଷକ ର ବିକାଶ ଭଳି ଅନେକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ସ ଭା ମଝିରେ ଭର୍ଚୁଆଲ କଂନଫ୍ରେସିଗ୍ଂ ଜରିଆରେ ରାଜ୍ୟ ଓଟିଏଲପିର ପ୍ରକଳ୍ପ ନିର୍ଦେଶକ ପି ଅର୍ଥନାରି ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ କରି କିପରି ଲୋକଙ୍କର ବିକାଶ ହୋଇପାରିବ ପରାମର୍ଶ ଦେଇଥିଲେ ।

Comments (0)
Add Comment