ମାଲକାନଗିରି ଏସ୍ ପି ଙ୍କ ବଦଳି କୁ ନେଇ ଦୁଃଖିତ ସ୍ବାଭିମାନ ଅଞ୍ଚଳ ବାସି

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ଏସ୍ ପି ଶ୍ରୀ ରିଷିକେଶ ଡି ଖିଲାର ଙ୍କ ବଦଳି ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରି ଛିନ୍ତି ସ୍ବାଭିମାନ ଅଞ୍ଚଳର ଯୋଡ଼ାଆମ୍ଭ, ଯନ୍ତ୍ରୀ, ଗାଜୁଲମାମୁଡି, ପଣସପୁଟ ଆଣ୍ଡ୍ରା ପାଲି, ଗ୍ରାମ ପଞ୍ଚାୟତର ଲୋକ ଙ୍କ କହିବା ଅନୁଯାଇ ସ୍ବାଭିମାନ ଅଞ୍ଚଳ କୁ ମାଓବାଦି ମାନଙ୍କ ଠାରୁ ମୁକ୍ତ କରିବା ନିମନ୍ତେ ତାଙ୍କର ଅନେକ ଅବଦାନ ରହିଛି l ତାଙ୍କର ବଦଳି ହୋଇଥିବା ଶୁଣି ଅଞ୍ଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି ସ୍ବାଭିମାନ ଅଞ୍ଚଳ ପରିବର୍ତନ ହେବାରେ ତାଙ୍କର ବୋହୁତ ବଡ ସହଯୋଗ ରହିଛି ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି । SP ସ୍ବାଭିମାନ ଅଞ୍ଚଳକୁ ଗସ୍ତ କରି ମାଓ ସମୀକ୍ଷା କରୁଥିଲେ, ଲୋକଙ୍କ ସହ ଯୋଗାଯୋଗ କରି ଦୁଃଖ ସୁଖ ବୁଝୁଥିବା ମଧ୍ଯ ଅଞ୍ଚଳ ବାସି ସୂଚନା ଦେଇଛନ୍ତି।

Comments (0)
Add Comment