ଶ୍ରୀ ଯୁକ୍ତ ପ୍ରଣବ ପ୍ରକାଶ ଦାସ (ବବିଭାଇ)ଙ୍କ ଅଜି ଜନ୍ମ ଦିନ

ଏହି ଶୁଭ ଅବସରେ ତାଙ୍କୁ ମାଲକାନଗିରି ଜିଲ୍ଲା ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର କୋଡ଼ିନେଟର ତଥା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମୀ ଙ୍କ ନେତୃତ୍ୱ ରେ କାଲିମେଳା ବ୍ଳକ ବିଜୁ ପରିବାର ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ସହ କେକ୍ କାଟି କର୍ମୀ ମାନେ ତାଙ୍କର ଦୀର୍ଘ ଜୀବନ କାମନା କରିବା ସହ ଆନନ୍ଦ ଉଲ୍ଲାସ ରେ ଜନ୍ମ ଦିନ ପାଳନ କରିଥିଲେ l


ଏହି ଅବସରରେ ତାଙ୍କର ଶୁଭକାମନା କରି ଆଜି ଦଳ ତାରଫରୁ ରାଜ୍ୟର ଉପାନ୍ତ ଅଞ୍ଚଳ ବନ ଜଙ୍ଗଲ ଘରା ଶେଷ ସୀମା ରେ ଜନ୍ମ ଦିନ ପାଳନ କରିବା ସହ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏଥିରେ କାଲିମେଳା ବ୍ଳକ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ ସାଂସଦ ପ୍ରତିନିଧି ଇ ଭେଙ୍କେଟ ରାଓ,ସୁବ୍ରତ ସିଲ ପ୍ରମୂଖ ଆୟୋଜନ କରିଥିଲେ ଏଥିରେ ମାଲକାନଗିରି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା,ପ୍ରଫୁଲ ପଣ୍ଡା, ଜିଲ୍ଲା ସମ୍ପାଦକ ଶଙ୍କର ସାହା, ଦାସରଥୀ ବେହେରା, ମାଲକାନଗିରି ଜିଲ୍ଲା ପୁର୍ବତନ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଜଗବନ୍ଧୁ ପଢିହାରୀ, ମାଲକାନଗିରି ବ୍ଳକ ସାଂସଦ ପ୍ରତିନିଧି ବି କାମେଶ୍ୱର ରାଓ , ମାଲକାନଗିରି ବ୍ଳକ ପୁର୍ବତନ ସଭାପତି ସର୍ଵ କୁମାର ବିଶୋଇ ସତ୍ୟ ସ୍ବାଇଁ, ବରିଷ୍ଠ ନେତା ଭାସ୍କର ରାଓ,କାମେଶ୍ୱର ପ୍ରଧାନ ,ଶଙ୍କର ହାଲଦାର,ସୁଜୟ ମିସ୍ତ୍ରୀ ଦୀପକ ବିଶ୍ୱାସ ଓ ସରପଞ୍ଚ ପ୍ରମୂଖ ଉପସ୍ଥିତ ଥିଲେ l

Comments (0)
Add Comment