କ୍ଷତାକ୍ତ ବୁଲା ଷଣ୍ଟର ଚିକିତ୍ସା କଲେ ଜିଲ୍ଲା ଆଇନ ସେବା ପ୍ରାଧୁକରଣ

ମାଲକାନଗିରି (କୋଶଲ ନ୍ୟୁଜ୍) ଜିଲ୍ଲା ଆଇନ ସେବା ପ୍ରାଧୁକରଣ , ମାଲକାନଗିରି ଦ୍ବାରା ଏକ କ୍ଷତାକ୍ତ ବୁଲା ଷଣ୍ଟର ଚିକିତ୍ସା ପାଇଁ ପଦକ୍ଷେପ ଗତ କିଛି ଦିନ ହେବ ଏକ ବୁଲା ଷଣ୍ଟ କ୍ଷତାକ୍ତ ଅବସ୍ଥାରେ ଜିଲ୍ଲା ଦୌରା ଜଜ ଅଦାଲତ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ମାଲକାନଗିରି ର କର୍ଜାଳୟ ପରିସରରେ ଏଣେ ତେଣେ ବୁଲିବାର ଦେଖା ଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାକରଣ , ମାଲକାନଗିରି ର ସଚିବ ଶ୍ରୀ ରାକେଶ କୁମାର ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ର ପୂର୍ବତନ ପାରା ଲିଗାଲ ସେଛାସେବୀ ଶ୍ରୀ ରାମ କୃଷ୍ଣ ଚୌଧୁରୀ କ ଅନୁରୋଧ କ୍ରମେ ସ୍ଥାନୀୟ ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧ୍ବକାରୀ ଏବଂ ମାଲକାନଗିରି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧୁକାରୀ ଙ୍କୁ ଉକ୍ତ ଷଣ୍ଟଟିର ଆଶୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରାଧ କରାଯାଇଥିଲା । ପଶୁ ଚିକିସ କାର୍ଯ୍ୟାଳୟର ଡାକ୍ତର ଦେବାଷିଶ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ ସୂଫ ଆସି ଉକ୍ତ ଷଣ୍ଟଟିର ର ଆରୋଗ୍ୟ ପାଇଁ ଚିକିତ୍ସା କରିଥିଲେ ।

Comments (0)
Add Comment