ବାଲେଶ୍ୱରରୁ ଉଦଳାକୁ ସିମେଣ୍ଟ ନେଇ ଆସୁଥିବା ଟ୍ରକ ମହୁଲଢିଆରେ ହେଲା ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଅଳ୍ପକେ ବର୍ତିଲେ

ମୟୂରଭଞ୍ଜ (କୋଶଲ ନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା ଉଦଳା କୁ ବାଲେଶ୍ୱରରୁ ସିମେଣ୍ଟ ବୋଝେଇ କରି ଆସୁଥିବା ଏକ ଟ୍ରକ ଉଦଳା ବାଲେଶ୍ୱର ରାସ୍ତାର ମହୁଲଢିଆ ନିକଟରେ ଭାରସାମ୍ୟ ହରାଇ ହେଇଛି ଦୁର୍ଘଟଣା ଗ୍ରସ୍ତ, ସୂଚନା ମୁତାବକ ଗତ ବିଳମ୍ବିତ ରାତ୍ରିରେ OR01L-0763ନମ୍ବର ଏକ ସିମେଣ୍ଟ ବୋଝେଇ ଟ୍ରକ ଉଦଳା ପ୍ରମିଳା ଏଣ୍ଟ୍ରୋପ୍ରାଇସେସକୁ ସିମେଣ୍ଟ ନେଇ ଆସୁଥିବା ଅବସ୍ଥା ରେ ଉଦଳା ବାଲେଶ୍ୱର 19ନମ୍ବର ରାଜ୍ୟ ରାଜପଥର ମହୁଲଢିଆ ନିକଟରେ ନିଜ ସ୍ତ୍ରୀ ସହ ମୋବଇଲରେ ଫୋନ ଯୋଗେ କଥା ହେଉ ଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପତି ଥିବା ବେଳେ ନିଶା ଶକ୍ତ ଅବସ୍ଥାରେ ଥିବା ଡ୍ରାଇଭର ଅଳ୍ପକେ ବର୍ତି ସାମାନ୍ୟ ଆହତ ହେଇଛନ୍ତି l
ଆଜି 12ତାରିଖ ଶନିବାର ଗାଡି କିପରି ଦୁର୍ଘଟଣା ଗ୍ରସ୍ତ ହେଲା ଡ୍ରାଇଭର ତାଙ୍କର ପତିକ୍ରିୟା ଦେଇ ଥିଲେ।

Comments (0)
Add Comment